ନବୀକରଣକ୍ଷମ ଶକ୍ତି ବ୍ୟବହାରରେ ପରିବେଶ ଓ ଜୀବଜଗତର ସୁରକ୍ଷା ସମ୍ଭବ
ପ୍ରଫୁଲ୍ଲ କୁମାର ଜେନା
କୃଷି, ଶିଳ୍ପ, ଯାନବାହନ ଚଳାଚଳ ଓ ଆମର ଦୈନନ୍ଦିନ ଜୀବନ କ୍ଷେତ୍ରରେ ଶକ୍ତି ଅତ୍ୟନ୍ତ ପ୍ରୟୋଜନ ଏବଂ ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ମନୁଷ୍ୟ ସଭ୍ୟତାର ପ୍ରାରମ୍ଭରୁ ସୂର୍ଯ୍ୟ, ପବନ ଓ କାଠପତ୍ର ଇତ୍ୟାଦିରୁ ନବୀକରଣକ୍ଷମ ଶକ୍ତି ଦୈନନ୍ଦିନ ଜୀବନର…