Latest Odisha News

BREAKING NEWS

ଚର୍ଚ୍ଚାରେ “ଥାର୍‌”, ଏକାଠି ଆସୁଛନ୍ତି ବାପ ପୁଅ

ମୁମ୍ବାଇ: ଡିଜିଟାଲ୍ ପ୍ଲାଟଫର୍ମ ମୋହରେ ଅଧିକାଂଶ ଭାରତୀୟ । ଲକଡାଉନ୍ ସମୟରେ ଫିଲ୍ମ ତଥା ୱେବ୍ ସିରିଜ୍ ପ୍ରେମୀଙ୍କୁ ଓଟିଟି ପ୍ଲାଟଫର୍ମ ଦେଇଥିଲା ନୂଆ ଦିଗ । ଅନେକ ପୁରୁଖା ଅଭିନେତା ତଥା ଅଭିନେତ୍ରୀ ଓଟିଟି ପ୍ଲାଫର୍ମକୁ ଆପଣେଇଥିଲାବେଳେ ଆଗାମୀ ଦିନରେ ଏକ ଜବରଦସ୍ତ ଫିଲ୍ମରେ ବଲିଉଡର…

ବିଶ୍ୱ ଐତିହ୍ୟ ଦିବସରେ ସରକାରଙ୍କୁ ଐତିହ୍ୟ ରକ୍ଷା ଦିଗରେ ସଦବୁଦ୍ଧି ଦେବାକୁ ପ୍ରାର୍ଥନା କଲା ଜଗନ୍ନାଥ ସେନା

ପୁରୀ : ବିଶ୍ୱ ଐତିହ୍ୟ ଦିବସରେ ଶ୍ରୀମନ୍ଦିର ଏତିହ୍ୟ ସୁରକ୍ଷା ଦିଗରେ ସ୍ୱର ଉଠାଇଲା  ଜଗନ୍ନାଥ ସେନା । ପୁରାତନ ଐତିହ୍ୟ ଓ କୀର୍ତ୍ତିରାଜିକୁ ସଂରକ୍ଷଣ ଓ ପ୍ରସାର କରିବା ଏହି ଦିବସର ମହାନ ଉଦ୍ଦେଶ୍ୟ ।  । ବିଗତ କିଛିଦିନ ହେବ ଓଡିଆଙ୍କ ଆସ୍ଥାର ପ୍ରତୀକ ଶ୍ରୀମନ୍ଦିରକୁ ବିପଦରେ ପକାଇ ଚାଲିଛି…

କ୍ଲିନିକ୍ ବାହାରେ ପୋଷ୍ଟର ମାର; କେତେ ଥରରେ ପାସ୍ କରିଛ ଡାକ୍ତରୀ ପରୀକ୍ଷା

ଭୁବନେଶ୍ୱର: କେତେ ଥର ଚେଷ୍ଟା କରି ଡାକ୍ତରୀ ପରୀକ୍ଷା ପାସ୍ କରିଛନ୍ତି, ତାହା ହସ୍ପିଟାଲ ବା କ୍ଲିନିକ ବାହାରେ ଡାକ୍ତରଙ୍କୁ ପୋଷ୍ଟର ମାରିବାକୁ ହେବ । ମାଡ୍ରାସ ହାଇକୋର୍ଟ ଏଇ ନିକଟରେ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ(ଏମସିଆଇ)କୁ ଏଭଳି ପରାମର୍ଶ ଦେଇଛନ୍ତି । ଜଷ୍ଟିସ୍ ଏସ ବୈଦ୍ୟନାଥନଙ୍କ…

[ଭିଡିଓ] ପଞ୍ଚଭୂତରେ ବିଲୀନ ହେଲେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

ପୁରୀ : ଓଡିଶା ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି । ଆରପାରିକୁ ଚାଲିଯାଇଛନ୍ତି ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷ ହୋଇଛି ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ।ବଡପୁଅ ମହାଦୀପ କର ପ୍ରଫୁଲ୍ଲ କରଙ୍କୁ ମୁଖାଗ୍ନୀ ଦେଇଥିଲେ । ଶେଷ କୃତ୍ୟ ସମୟରେ ସାନ…

ବୋଟ୍ ରୁ ପାଣିକୁ ଡେଇଁ ଖସିଗଲା ବାଘ

ଭୁବନେଶ୍ୱର: ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ରବିବାର ଆଇଏଫଏସ ଅଫିସର ପରବିନ କସୱାନ ଏମିତି ଏକ ଭିଡିଓ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଯାହା ଶହେ ଶହେ ରେ ଭାଇରାଲ ହେବାରେ ଲାଗିଛି । That tiger sized jump though. Old video of rescue…

[ଦେଖନ୍ତୁ ଭିଡିଓ] ଇଲେକ୍ଟ୍ରିକ୍ ଗାଡି ବ୍ୟାଟେରୀରେ ବିସ୍ଫୋରଣ, ଜଳିଗଲା ସୋ’ରୁମ୍

ଭୁବନେଶ୍ୱର: ବଢିଚାଲିଛି ପେଟ୍ରୋଲ୍ ଓ ଡିଜେଲ୍ ଦର । ଏଭଳି ସ୍ଥିତିରେ ଲୋକେ ଇଲେକ୍ଟ୍ରିକ୍ ଗାଡି ଆଡକୁ ମୁହାଁଉଛନ୍ତି । ଧୀରେଧୀରେ ଲୋକଙ୍କ ନିକଟରେ ଇଲେକ୍ଟ୍ରିକ୍ ଗାଡିର ଚାହିଦା ମଧ୍ୟ ବଢିବାରେ ଲାଗିଛି । ହେଲେ ଚଳିତବର୍ଷ ଏକାଧିକ ଇଲେକ୍ଟ୍ରିକ୍ ଗାଡିରେ ବିସ୍ଫୋରଣ ଲୋକଙ୍କୁ କୋକୁଆ ଭୟରେ…

ତାମିଲ ଟିଟି ଖେଳାଳି ବିଶ୍ୱ ଦୀନଦୟାଲଙ୍କ ଦୁର୍ଘଟଣାରେ ମୃତ୍ୟୁ; ୨୭ରେ ଯାଇଥାନ୍ତେ ଅଷ୍ଟ୍ରିଆ

ଶିଲଂ: ତାମିଲନାଡୁ ଟେବୁଲ ଟେନିସ ଖେଳାଳି ବିଶ୍ୱ ଦୀନଦୟାଲନଙ୍କ(୧୮) ରବିବାର ଗୁଆହାଟ୍ଟିରୁ ଶିଲଂ ଯିବା ରାସ୍ତାରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ୮୩ତମ ଜାତୀୟ ସିନିଅର ଓ ଅନ୍ତଃ ରାଜ୍ୟ ଟେବୁଲ ଟେନିସ ପ୍ରତିଯୋଗିତା ଖେଳିବାକୁ ଅନ୍ୟ ତିନି ଜଣ ଖେଳ ସାଙ୍ଗଙ୍କ ସହ ଟାକ୍ସିରେ ଯାଉଥିଲେ ।…

ଡ୍ରାଇଭର ମହାସଂଘ ସହ ପରିବହନ ମନ୍ତ୍ରୀଙ୍କ ଆଲୋଚନା ସଫଳ , ତିନି ମାସ ଭିତରେ ଦାବି ପୁରଣ ହେବ

ଭୁବନେଶ୍ୱର : ବିଭିନ୍ନ ଦାବିନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଡ୍ରାଇଭର ଆସୋସିଏସନ୍ ସହ ସରକାର ଆଲୋଚନା କରିଛନ୍ତି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ଆଲୋଚନା କରିଛି ସଂଘ । ଏହି ଆଲୋଚନା ସଫଳ ହୋଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଡ୍ରାଇଭର ମାନଙ୍କ ଦାବି ଓ…

[ଦେଖନ୍ତୁ ଭିଡିଓ] ଅଫେରା ରାଇଜରେ କମଳ ଦେଶର ରାଜକୁମାର ମଉଡ଼ମଣି ପ୍ରଫୁଲ୍ଲ କର

ଭୁବନେଶ୍ବର: ଆଉ ଶୁଣିବାକୁ ମିଳିବନି ‘କମଳ ଦେଶ ରାଜକୁମାର ମୁଁ ହାତରେ ପୁଷ୍ପଧନୁ…’। ନିଜର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ପର କରି ଅଫେରା ରାଇଜକୁ ଚାଲି ଯାଇଛନ୍ତି ଲକ୍ଷେ ରାଜାର ମଉଡ଼ମଣି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର। ତାଙ୍କ ନିଧନରେ ଓଡ଼ିଶା ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି। ଦୀର୍ଘ ୬…

ପୁରୀ ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ବିଲୀନ ହେଲେ ମଉଡ଼ମଣି ପ୍ରଫୁଲ୍ଲ କର

ପୁରୀ : ପୁରୀ ସ୍ୱର୍ଗଦ୍ୱାରରେ ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ । ପଞ୍ଚ ଭୂତରେ ବିଲୀନ ହେଲେ ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର । ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହେଲା ଅନ୍ତିମ ସଂସ୍କାର । । ବଡପୁଅ ମହାଦୀପ କର ଦେଲେ ମୁଖାଗ୍ନୀ । ଅନ୍ତିମ ସଂସ୍କାରରେ…