Latest Odisha News

BREAKING NEWS

ସାମ୍ବାଦିକଙ୍କୁ ମାଡ଼ ଓ ଗୋଡ଼ରେ ବେଡ଼ି ପକା ଘଟଣା:କାର୍ଯ୍ୟାନୁଷ୍ଠାନ ନ ହେଲେ ବୁଧବାର ନୀଳଗିରି ବନ୍ଦ

ବାଲେଶ୍ୱର: ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି । ଆଗାମୀ ଦୁଇ ଦିନ ମଧ୍ୟରେ ଦ୍ରୌପଦୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନହେଲେ ନୀଳଗିରି ବନ୍ଦ ପାଇଁ ଚେତାବନୀ ଦିଆଯାଇଛି ।  ଏ ନେଇ ନୀଳଗିରିରେ ସର୍ବଦଳୀୟ ବୈଠକ ବସିଥିଲା । ବୈଠକରେ…

ଓସିଏର ବିଚିଚ୍ର ଚୟନ : ହଠାତ କିପରି ଅଣଦେଖା ହୋଇଗଲେ ସୋମନାଥ

ଭୁବନେଶ୍ୱର: ଓଡିଶା କ୍ରିକେଟ ଆସୋସିଏଶନ ଆଗାମୀ ସିଜନ ପାଇଁ ଜୁନିୟର ଓ ସିନିୟର ଚୟନ କମିଟିଙ୍କ ନାମ ଘୋଷଣା କରିଛି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ସୋମନାଥ ସାହୁଙ୍କୁ ସିନିୟର ବଦଳରେ କାହିଁକି ଜୁନିୟର ଚୟନ କମିଟି ସଦସ୍ୟ କରାଗଲା ତାହା ବୁଝା ପଡୁ ନାହିଁ । ଓଡିଶା କ୍ରିକେଟର ଏହି ପୂର୍ବତନ…

ମହାନଦୀ ଯୋବ୍ରାରେ ଅଘଟଣ: ଗାଧୋଇବା ବେଳେ ବୁଡ଼ି ୨ ଯୁବକ ନିଖୋଜ

କଟକ: ମହାନଦୀ ଯୋବ୍ରାରେ ଅଘଟଣ। ଗାଧୋଉଥିବା ବେଳେ ବୁଡ଼ିଗଲେ ୨ ଜଣ ଯୁବକ । ଚୂନଭାଟି ଚାରିଘରିଆର ୩ ଜଣ ଯୁବକ ମହାନଦୀର ଯୋବ୍ରା ନିକଟରେ ଗାଧୋଉଥିବା ବେଳେ ୨ଜଣ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଜାଣିବା ପରେ ପରେ ଗୁରୁତର ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରିଥିଲେ। ଏବେ ବି ଆଉ ୨ଜଣ ଯୁବକ…

[ଦେଖନ୍ତୁ ଭିଡିଓ] ରାମନବମୀରେ ରଥକାଠ ଚିରଟର ଶୁଭାରମ୍ଭ: ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ରଥ ନିର୍ମାଣ କାମ

 ପୁରୀ : ଆଜିଠୁ ରଥ କାଠ ଚିରଟର ପରମ୍ପରା । ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ରଥ ନିର୍ମାଣ କାମ । ଆଜି ପବିତ୍ର ଶ୍ରୀରାମ ନବମୀ ଅବସରରେ ରଥକାଠ ଚିରଟର ପରମ୍ପରା ରହିଛି । ଆଜି ପବିତ୍ର ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ରହିଛି । ଏଥିପାଇଁ ଆଜି ଶ୍ରୀମନ୍ଦିରରୁ…

ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ: ୭ ଆହତ, ୨ଗୁରୁତର

ବ୍ରହ୍ମପୁର : ଗଞ୍ଜାମ ପୁରୁଷୋତ୍ତମପୁରରେ ଦୁର୍ଘଟଣା। ବସ୍ ସହିତ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଘଟିଛି ଏହି ଦୁର୍ଘଟଣା।। ଏଥିରେ ୭ଜଣ ଆହତ ହୋଇଥିବା ବେଳେ ୨ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ପୁରୁଷୋତ୍ତମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…

[ଦେଖନ୍ତୁ ଭିଡିଓ] ବାଲୁକା କଳାରେ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା

ପୁରୀ: ଦିନକୁ ଦିନ ଭୟାବହ ହେବାରେ ଲାଗିଛି ଋଷ-ୟୁକେନ୍ ଯୁଦ୍ଧ। ଋଷର ବର୍ବରତା ବଢିଚାଲିଥିବା ବେଳେ ପ୍ରତିଦିନ ଲୋମହର୍ଷଣକାରୀ ଘଟଣା ସାମନାକୁ ଆସିଛି । ଏନେଇ ସମଗ୍ର ବିଶ୍ୱରେ ଶାନ୍ତି ସ୍ଥାପନା କରିବାକୁ ସମସ୍ତଙ୍କ ଅନୁରୋଧ । ପୁରୀ ବେଳାଭୂମିରେ ତିଆରି ହୋଇଛି ଏକ ବାଲୁକା କଳା ଯେଉଁଥିରେ…

ଅଣଲେଉଟା ରୁକୁଣା ରଥ : ଆଜି ଅପରାହ୍ନ ୩ଟାରୁ ତିନିମୁଣ୍ଡିଆ ଛକରୁ ଟଣା ହେବ ରଥ

 ଭୁବନେଶ୍ୱର: ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଗଡ଼ିଛି ରୁକୁଣା ରଥ । ଗତକାଲି ତିନି ମୁଣ୍ଡିଆ ଛକରେ ରଥ ଅଟକି ରହିଥିଲା । ଆଜି ନୀତିକାନ୍ତି ପରେ ପୁଣି ସେଠାରୁ ରଥ ଟଣା ଆରମ୍ଭ ହେବ । ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଗଡ଼ିଛି ରୁକୁଣା ରଥ । କୋଭିଡ ସ୍ଥିତି ଯୋଗୁଁ ବନ୍ଦ ରହିବା ପରେ ୨ ବର୍ଷ ପରେ…

ପବିତ୍ର ରାମ ନବମୀ : ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାମଜନ୍ମ ନୀତି

ପୁରୀ  : ପବିତ୍ର ଶ୍ରୀରାମ ନବମୀ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ରାମଜନ୍ମ ନୀତି। ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗ ମଣ୍ଡପରେ ଏହି ଜନ୍ମନୀତି ପାଳନ ହେବ। ରାମ ଜନ୍ମ ଠାରୁ ଆରମ୍ଭ କରି ଯଜ୍ଞ ରକ୍ଷା, ସୀତାବିବାହ ସହ ରାବଣ ବଦ୍ଧ ପର୍ଯ୍ୟନ୍ତ ସମସ୍ତ ରାମଲୀଳା ନୀତି ଶ୍ରୀମନ୍ଦିରରେ…

ବାଲୁକା କଳା ମାଧ୍ୟମରେ ରାମ ନବମୀ ଶୁଭେଚ୍ଛା

ପୁରୀ : ଆଜି ପବିତ୍ର ରାମ ନବମୀ । ରାମନବମୀ ଅବସରରେ ସୁବଆଡେ ଚଳଚଞ୍ଚଳ। ପ୍ରଭୁ ରାମଚନ୍ଦ୍ରଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ବିଭିନ୍ନ ମନ୍ଦିର ଗୁଡିକରେ ଲାଗିଛି ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍। କରୋନା କଟକଣା ପରେ ପରେ ମନ୍ଦିରରେ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି ଶ୍ରଦ୍ଧାଳୁ।…

ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷାଙ୍କ ଘର ଉପରକୁ ପୁଣି ବୋମାମାଡ଼

ଢେଙ୍କାନାଳ: ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଉପରକୁ ପୁଣି ବୋମାମାଡ଼ ହୋଇଥିବାର ଖବର ମିଳିଛି । ଗତକାଲି ମଧ୍ୟ୍ୟରାତିରେ କେହି ଦୁର୍ବୃତ୍ତ ବୋମାମାଡ଼ କରିଛି। ଏଥିରେ ତାଙ୍କ ଘର ଫାଟକ ନଷ୍ଟ ହେଇଛି। ଗତକାଲି ରାତି ୧ ଟା୩୬ ମିନିଟ ସମୟରେ ହୋଇଛି ବୋମାମାଡ଼,…