Latest Odisha News

BREAKING NEWS

Browsing Tag

covid

ଏୟାର ଇଣ୍ଡିଆ ଉପରେ ୧୪ ଲକ୍ଷ ଡଲାର ଜରିମାନା କଲା ଆମେରିକା, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଉପରେ ଆମେରିକାର ଜରିମାନା । ୧୪ ଲକ୍ଷ ଡଲାର ଜରିମାନା କରିଛି ଆମେରିକା । କୋଭିଡ୍ ସଂକ୍ରମଣ ପାଇଁ ଅନେକ ବିମାନ ଉଡ଼ାଣ ବାତିଲ୍ ହେବା ସହ ଯାତ୍ରୀ ପ୍ରଭାବିତ ହୋଇଥିଲେ । ଆଉ ବିମାନ ବାତିଲ୍ ପାଇଁ ବୁକିଂ ଅର୍ଥ ଫେରସ୍ତ କରିଥିଲେ ବିମାନ କମ୍ପାନୀ । କିନ୍ତୁ ଏୟାର…

ଚୀନର ‘ଫକ୍ସକନ୍ ଆଇଫୋନ ସିଟି’ରେ ଲକଡାଉନ୍

ବେଜିଂ : ଚୀନରେ ପୁଣି ଲକଡାଉନ । ଝେଙ୍ଗଝୁସ୍ଥିତ ଫକ୍ସକନ୍ ଟେକ୍ନୋଲଜି ଗ୍ରୁପର ମୁଖ୍ୟ କାରଖାନା ଆଖପାଖରେ ଲକଡାଉନ ଜାରି କରିଛି ସ୍ଥାନୀୟ ପ୍ରଶାସନ । ଯାହା ‘ଫକ୍ସକନ ଆଇଫୋନ ସିଟି’ ପ୍ଲାଣ୍ଟ ନାମରେ ପରିଚିତ । ଏହି କାରଖାନାଟି ବିଶ୍ୱର ସର୍ବବୃହତ୍ ଆଇଫୋନ୍ ଫ୍ୟାକ୍ଟ୍ରି । ନଭେମ୍ୱର ୯ ତାରିଖ…

୫ ରୁ ୧୮ ବର୍ଷର ପିଲାମାନଙ୍କ ଖୁବଶୀଘ୍ର ବଜାରକୁ ଆସିବ ନାଜାଲ କୋଭିଡ ଟୀକା

ନୂଆଦିଲ୍ଲୀ : କୋରନା ଭାଇରସ୍  ରୁ ସାରା ବିଶ୍ୱ ଏଯାବତ ସମ୍ପୂର୍ଣ ଭାବେ ରକ୍ଷା ପାଇନାହିଁ ।  ବର୍ତ୍ତମାନ  ସୁଦ୍ଧା ଏହାକୁ କିପରି ମାତ  ଦେଇ ହେବ ତାହା ଉପରେ ଅଧୟନ ପରୀକ୍ଷଣ ଚାଲିଛି । ତେବେ କିଛି  ଦିନ ତଳେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ୧୮ ବର୍ଷରୁ ଅଧିକ ଲୋକଙ୍କ…

ଆଜି ରାଜ୍ୟରେ ୨୨୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରବିବାର ରାଜ୍ୟରେ ୨୨୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଏହି ସୂଚନା ଦେଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୨୯ ଜଣ ଏବଂ ସ୍ଥାନୀୟ ସଂକ୍ରମଣରୁ ୯୨ ଜଣ ଚିହ୍ନଟ ହୋଇଛନ୍ତି । ଏହି ନୂଆ…

ଆଜିଠୁ ୧୮ରୁ ୫୯ ବର୍ଗଙ୍କୁ ମାଗଣା ବୁଷ୍ଟର ଡୋଜ୍

ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌ ଦିଆଯିବ। ଟିକାକରଣକୁ ବ୍ୟାପକ କରିବା ପାଇଁ ଇଞ୍ଜିନିୟରିଂ ମହାବିଦ୍ୟାଳୟ, ଉଚ୍ଚଶିକ୍ଷାନୁଷ୍ଠାନ ଏବଂ ଛାତ୍ରାବାସଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ।…

ମାଗଣା ବୁଷ୍ଟର ଡୋଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵାଗତ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ସମସ୍ତ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ମାନଙ୍କୁ ମାଗଣା କୋଭିଡ ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ଜୁଲାଇ ୧୫ ତାରିଖ ଠାରୁ ଦେଶରେ ୧୮ ବର୍ଷରୁ ୫୯ ବର୍ଷ ପର୍ଯ୍ୟନ୍ତ ବୟସର ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ଦିଆଯିବ ।…

ପୁଣି ବଢ଼ିଲା କରୋନା, ସତର୍କ ହେବା ଜରୁରୀ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କମିବାର ନା ଧରୁନି । ଦିନକୁ ଦିନ ଶହେ ଶହେରେ  ସଂକ୍ରମଣ ବଢ଼ିବାରେ ଲାଗିଛି ।  https://twitter.com/IPR_Odisha/status/1547060423614091266 ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ…

ବଢିଲା ସଂକ୍ରମଣ, ବିଏମସି ଜାରି କଲା ଗାଇଡଲାଇନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଜ୍ୟରେ ଦୈନିକ ସଂକ୍ରମଣ ବଢୁଛି। ସଂକ୍ରମିତଙ୍କ ସଂଖ୍ୟା ରାଜଧାନୀ, କଟକ, ପୁରୀ ଏବଂ ରାଉରକେଲାରେ ଅଧିକ ରହିଛି। ଏହାକୁ ନଜରରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସୋମବାର ନୂଆ ନିୟମାବଳୀ ବା ବିଜ୍ଞପ୍ତି ଜାରି ହୋଇଛି। ନୂଆ ସମସ୍ତ ରାସ୍ତା କଡରେ…

ଗଞ୍ଜାମରେ କରୋନା ମୁକାବିଲା ପାଇଁ ଫିଭର କ୍ଲିନିକ; ମାସ୍କ ବ୍ୟବହାର ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର: ରାଜ୍ୟର କେତେକ ଅଞ୍ଚଳରେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଗଞ୍ଜାମ ଜିଲାରେ ବର୍ତ୍ତମାନ ସୁଦ୍ଧା ଏହାର ପ୍ରଭାବ ଦେଖା ଦେଇନାହିଁ। ତଥାପି ଆଗୁଆ ପ୍ରସ୍ତୁତ ହୋଇଯାଇଛି ଗଞ୍ଜାମ ଜିଲା ପ୍ରଶାସନ। ମାସ୍କ ପିନ୍ଧିବା ସହିତ କରୋନା ମୁକାବିଲା ପାଇଁ ମାର୍ଗଦର୍ଶିକା ଜାରି…

[ଦେଖନ୍ତୁ ଭିଡିଓ] ଆସିଲା କି ଚତୁର୍ଥ ଲହର ? ରାଜ୍ୟରେ ୩ ଅଙ୍କ ଛୁଇଁଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ୨୩ ତାରିଖରେ ୭୩, ୨୪ ତାରିଖରେ ୬୧, ୨୫ ତାରିଖରେ ୬୨, ୨୬ ତାରିଖରେ ୬୮, ୨୭ ତାରିଖରେ ୬୯ ଆଉ ୨୮ ତାରିଖରେ ୧୧୩ । ରାଜ୍ୟରେ ପ୍ରତିଦିନ ବଢ଼ି ଚାଲିଛି କୋଭିଡ୍ ସଂକ୍ରମଣ ମାମଲା । କିଛି ମାସ ଧରି ଦୈନିକ ସଂକ୍ରମଣ ୨ ଅଙ୍କ ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ୧୧୩ ଆକ୍ରାନ୍ତ ଚିହ୍ନଟ…