ଦିଲ୍ଲୀରେ ପଶିଛନ୍ତି ୪ ଜଣ ଜୈସ ଓ ଲସ୍କର ଆତଙ୍କୀ

ଦିଲ୍ଲୀ: ଦେଶର ରାଜଧାନୀରେ ଆତଙ୍କୀ ହମଲା ପାଇଁ ଯୋଜନା । ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବାର ୪ ଜଣ ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରିଥିବା ସୂଚନା ମିଳିଛି । ଏହାପରେ ସୀମାବର୍ତ୍ତୀ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ପୋଲିସ । ସମସ୍ତ ଗେଷ୍ଟ...

ଦିଲ୍ଲୀ ହାଇକୋର୍ଟଙ୍କ ରାୟ, ଶୁଣାଣିର ଲାଇଭ୍ ଦେଖିପାରିବେ ଲୋକ

ନୂଆଦିଲ୍ଲୀ: କୋର୍ଟରେ ଭିଡିଓ କନଫରେନ୍ସିଂରେ ହେଉଥିବା ମାମଲା ଶୁଣାଣିର ଏଣିକି ସିଧାପ୍ରସାରଣ ଦେଖିପାରିବେ ସାଧାରଣ ଲୋକ । ଏଭଳି ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏସମ୍ପର୍କିତ ନିର୍ଦ୍ଦେଶନାମା ବି ଜାରି କରିଛନ୍ତି । ଯେଉଁ ସବୁ ମାମଲାର ଶୁଣାଣି ବନ୍ଦ...

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରୋନା ପଜିଟିଭ୍

ନୂଆଦିଲ୍ଲୀ : ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ଜ୍ୱର ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ତାଙ୍କର ରାଜୀବଗାନ୍ଧି ସୁପର ସ୍ପେଶାଲିଟି...

‘ଚୀନ୍ ସାମଗ୍ରୀ ବର୍ଜନ’ କରିବା ନେଇ ସିଏଆଇଟି ପକ୍ଷରୁ ଆରମ୍ଭ ହେଲା କ୍ୟାମ୍ପେନ୍‌

ନୂଆଦିଲ୍ଲୀ: ସାରା ଦେଶରେ ଭାରତର ମିଳିତ ବ୍ୟବସାୟୀ ସଂଘ (ସିଏଆଇଟି) ପକ୍ଷରୁ ଚୀନ୍ ସାମଗ୍ରୀ ବର୍ଜନ କରିବା ନେଇ ବୁଧବାର ଦିନ କ୍ୟାମ୍ପେନ୍ ଆରମ୍ଭ ହୋଇଛି । ‘ଇଣ୍ଡିଆନ୍ ଗୁଡ଼ସ୍ - ଆୱାର୍ ପ୍ରାଇଡ୍‌’ (ଭାରତୀୟ ସାମଗ୍ରୀ - ଆମର ଗର୍ବ) ଶୀର୍ଷକରେ ଏହିି...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ପରୀକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ କରୋନା ପରୀକ୍ଷା କରିଛନ୍ତି । ପ୍ରାୟ ଦୁଇଦିନ ପୂର୍ବରୁ ସେ ଗଳାରେ କଷ୍ଟ ଅନୁଭବ କରୁଥିବା ବେଳେ ଜ୍ୱରରେ ମଧ୍ୟ ପୀଡ଼ିତ ଥିଲେ । ଅଧିକ ପଢନ୍ତୁ: ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ...

ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାଆ କରୋନା ପଜିଟିଭ୍ ଚିହ୍ନଟ !

ନୂଆଦିଲ୍ଲୀ: ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମାଆ ମାଧବୀ ରାଜ ସିନ୍ଧିଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି । ଉଭୟ ବର୍ତ୍ତମାନ ଅସୁସ୍ଥ ରହିଥିବା ଯୋଗୁଁ ଦିଲ୍ଲୀର ମାକ୍ସ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି...

କେଜ୍ରିୱାଲଙ୍କ ନିଷ୍ପତିକୁ ବଦଳାଇଲେ ଉପ ରାଜ୍ୟପାଳ: ଦିଲ୍ଲୀରେ ସମସ୍ତେ ଚିକିତ୍ସିତ ହୋଇପାରିବେ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକତରଫା ନିଷ୍ପତିକୁ ସୋମବାର ଉପରାଜ୍ୟପାଳ ଅନୀଲ ବୈଜଲ ବଦଳାଇ ଦେଇଛନ୍ତି । ଯେ କୌଣସି ରାଜ୍ୟର ଲୋକେ ଦିଲ୍ଲୀରେ ଚିକିତ୍ସିତ ହୋଇପାରିବେ । ଦିଲ୍ଲୀ ସମସ୍ତଙ୍କର ବୋଲି ସେ କହିଛନ୍ତି । କେଜ୍ରିୱାଲ କେବଳ ଦିଲ୍ଲୀବାସୀ...

ଦିଲ୍ଲୀରେ ବାରମ୍ବାର ଭୂମିକମ୍ପ: ବଡ ଧରଣର ବିପଦ ନେଇ ସତର୍କ କରାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ବାରମ୍ବାର ଭୂକମ୍ପନ ହେବା ଏବେ ଚିନ୍ତାର କାରଣ ହୋଇଛି । କମ୍ ତୀବ୍ରତା ବିଶିଷ୍ଟ ଏହି ଭୂମିକମ୍ପ ୨ ମାସରେ ୧୪ଥର ହେଲାଣି । ଆଇଆଇଟି ଧନବାଦର ପ୍ରଫେସର ପିକେ ଖାନଙ୍କ ମତରେ ଏହା ଏକ ବଡ ବିପଦର...

ଜିଓ ପ୍ଲାଟଫର୍ମରେ ଅତିରିକ୍ତ ୪୫୪୬.୮୦ କୋଟି ଟଙ୍କା ନିବେଶ କରିବେ ସିଲଭର ଲେକ୍ ଏବଂ ଏହାର ସହଯୋଗୀ ନିବେଶକ

ଭୁବନେଶ୍ୱର: ଆମେରିକୀୟ ଘରୋଇ ଇକ୍ୱିଟି ସଂସ୍ଥା ସିଲଭର ଲେକ୍ ଏବଂ ଏହାର ସହ-ନିବେଶକମାନେ  ଜିଓ ପ୍ଲାଟଫର୍ମସରେ ଅତିରିକ୍ତ ୪୫୪୬.୮୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ...

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୬ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ; ସିଲ୍ ହେଲା ମୁଖ୍ୟାଳୟ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୬ ଜଣ ଅଧିକାରୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଚିହ୍ନଟ ହେବାପରେ ଦୁଇ ଦିନ ଲାଗି ମୁଖ୍ୟାଳୟ ଏବଂ ଏହା ଅଧିନରେ ଥିବା ସମସ୍ତ ଶାଖା କାର୍ଯ୍ୟାଳୟ ଗୁଡ଼ିକୁ ସିଲ୍ କରିଦିଆଯାଇଥିବା ଏନଡ଼ିଟିଭିରେ ଏକ ରିପୋର୍ଟ ପ୍ରକାଶିତ...

ସାହିତ୍ୟ