Home ଖେଳ କ୍ରିକେଟ

କ୍ରିକେଟ

୭ ବର୍ଷ ପରେ ଅନ୍ତର୍ଜାତୀୟ ଟି୨୦ ଜିତିଲା ଆୟର୍ଲ୍ୟାଣ୍ଡ

ଗ୍ରେଟର ନୋଏଡା: ଆୟର୍ଲାଣ୍ଡ ଦୀର୍ଘ ୭ ବର୍ଷ ପରେ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଜିତି ରେକର୍ଡ କରିଛି । ଆଫଗାନିସ୍ତାନ ବିପକ୍ଷ ଶେଷ ଟି୨୦ରେ ଆୟର୍ଲ୍ୟାଣ୍ଡ ବିଜୟ ହାସଲ କରିଥିଲା । ଆୟର୍ଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୪୨ ରନ୍ କରିଥିବା ବେଳେ...

ବାପା ହେବେ ହାର୍ଦ୍ଦିକ

ମୁମ୍ବାଇ:ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି । ହାର୍ଦ୍ଦିକ ଓ ସର୍ବିୟାର ନତାଶା ଷ୍ଟେନୋକୋଭିକ ବର୍ଷ ଆରମ୍ଭରେ ସେମାନଙ୍କ ପ୍ରେମ ସ୍ୱୀକାର କରିବା ସହ ନିର୍ବନ୍ଧ କରିଥିଲେ । ନତାଶା ଗର୍ଭବତୀ ଅଛନ୍ତି...

କୋଭିଡ୍‌୧୯: ଧୋନୀ ଦେଲେ ଟଙ୍କା, ବିଗିଡିଲେ ସାକ୍ଷୀ !

ଝାଡଖଣ୍ଡ: କରୋନା ମହାମାରୀ ପାଇଁ ଧୋନୀ ଦାନ କରିଥିଲେ ୧ ଲକ୍ଷ ଟଙ୍କା । ହେଲେ ଏବେ ମିଡିଆ ଉପରେ ବର୍ଷିଛନ୍ତି ତାଙ୍କ ଧର୍ମପତ୍ନୀ ସାକ୍ଷୀ । ଗୁରୁବାର ଏକ ଚାରିଟେବଲ ଟ୍ରଷ୍ଟକୁ ଧୋନୀ ୧ଲକ୍ଷ ଟଙ୍କା ସହାୟତା ରାଶି ଦେଇଥିବା ଖବର ପ୍ରଚାରିତ...

ଭାରତ-ଦକ୍ଷିଣଆଫ୍ରିକା ଟି୨୦ ସିରିଜ ଅଗଷ୍ଟ ଶେଷ ଭାଗରେ ହୋଇପାରେ !

ନୂଆଦିଲ୍ଲୀ: କରୋନା ମହାମାରୀ କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିଲେ ଅଗଷ୍ଟ ଶେଷ ଆଡକୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଟି୨୦ ମ୍ୟାଚ ଖେଳାଯାଇପାରେ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏହି ସିରିଜ ପାଇଁ ପ୍ରସ୍ତାବ ଦେଇଥିବାରୁ ଦକ୍ଷିଣ ଆଫ୍ରିକା...

ସୌରାଷ୍ଟ୍ରର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୨୯୧ ରନ୍‌ ପଛରେ ବେଙ୍ଗଲ

ରାଜକୋଟ: ରଣଜୀ ଟ୍ରଫି ଫାଇନାଲର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ବେଙ୍ଗଲ ହାତରେ ୭ଟି ୱିକେଟ ବାକି ଥିବା ବେଳେ ଦଳ ସୌରାଷ୍ଟ୍ରର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୨୯୧ ରନ୍‌ ପଛରେ ରହିଛି । ସୌରାଷ୍ଟ୍ର ପ୍ରଥମ ଇନିଂସରେ ଅର୍ପିତଙ୍କ...

ଟିମ୍ ଇଣ୍ଡିଆ ବସରେ ଏବେବି ଖାଲି ରହୁଛି ଧୋନୀଙ୍କ ସିଟ୍ !

ଭୁବନେଶ୍ୱର: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରତି ଏବେ ବି ଦଳର ସଦସ୍ୟଙ୍କ ଯଥେଷ୍ଟ ସମ୍ମାନ ରହିଛି । ଏହି କଥା ଯୁବ ବୋଲର ୟୁଜଭେନ୍ଦ୍ର ଚହଲ କହିଛନ୍ତି । MUST WATCH: We get you Chahal TV...

ଆଇପିଏଲ ପୁନର୍ବାର ଘୁଂଚିଲା

ମୁମ୍ବାଇ: କୋଭିଡ-୧୯ ଲକଡାଉନ ସମୟସୀମାକୁ ଭାରତ ସରକାର ବୃଦ୍ଧି କରିଛନ୍ତି । ଫଳରେ ଆଇପିଏଲ ୨୦୨୦ ଅୟୋଜନକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଘୁଂଚାଇ ଦତିଆଯାଇଛି । ଆଇପିଏଲର ୧୩ ତମ ସଂସ୍କରଣ ଅନୁଷ୍ଠିତ ହେବା ନେଇ ଆଶା ମଉଳିବାରେ ଲାଗିଛି । ପୂର୍ବରୁ...

ଭାରତୀୟ ବାନ୍ଧବୀ ସହ ମ୍ୟାକ୍ସୱେଲଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ଶେଷରେ ତାଙ୍କର ଭାରତୀୟ ବାନ୍ଧବୀ ବୋଲ୍ଡ କରିଛନ୍ତି । ତାଙ୍କ ନାମ ହେଲା ବିନିରାମନ । ଉଭୟଙ୍କର ଇତି ମଧ୍ୟରେ ନିର୍ବନ୍ଧ ହୋଇଯାଇଛି । ମ୍ୟାକ୍ସୱେଲ ଓ ବିନି ସେମାନଙ୍କ ସୋସିଆଲ ସାଇଟରେ ଏହା ଶେୟାର କରିଛନ୍ତି ।...

୩୦୦ ଟେଷ୍ଟ ଉଇକେଟ ପାଇଁ ଈଶାନ୍ତଙ୍କୁ ଅପେକ୍ଷା କରିବାକୁ ପଡିବ

ୱେଲିଂଟନ: ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ୩୦୦ ଉଇକେଟ ହାସଲ ପାଇଁ ଭାରତର ପେସ ବୋଲର ଈଶାନ୍ତ ଶର୍ମାଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । ନୁ୍ୟଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଫିଟ ନ ଥିବାରୁ ଖେଳିବେ ନାହିଁ । ଈଶାନ୍ତ...

ବିଶ୍ୱକପ କ୍ରିକେଟ ଦ୍ୱିତୀୟ କ୍ୱାଲିଫାୟାର ଟୁର୍ନାମେଂଟ ଘୁଂଚିଲା

କୁଆଲଲୁମ୍ପୁର: କରୋନା ଭାଇରସ ଯୋଗୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ମାଲେସିଆରେ ହେବାକୁ ଥିବା ୨୦୨୩ ଚ୍ୟାଲେଞ୍ଜ ଲିଗ୍‌-ଏ କ୍ୱାଲିଫାୟର ଟୁର୍ଣ୍ଣାମେଂଟକୁ ଘୁଂଚାଇ ଦେଇଛି । ସ୍ଥିତି ନିୟନ୍ତ୍ରଣକୁ ଆସିଲେ ଖୁବ୍ ଶୀଘ୍ର ନୂତନ ତାରିଖ ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି...

ସାହିତ୍ୟ