Latest Odisha News

BREAKING NEWS

Yearly Archives

2021

ଉଦ୍ଧାର ଟଙ୍କା ଶୁଝି ନପାରି ଅଢ଼େଇ ବର୍ଷ ଶିଶୁ କନ୍ୟାକୁ ବାପା ବିକି ଦେଇଥିବା ଅଭିଯୋଗ

ଯାଜପୁର: ଉଦ୍ଧାର ଆଣିଥିବା ଟଙ୍କା ଶୁଝି ପାରିଲା ନାହିଁ ବାପା । ଶେଷରେ ନିଜର ଅଢ଼େଇ ବର୍ଷର ଶିଶୁ କନ୍ୟାକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସାମନାକୁ ଆସିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରୁ । ଜେଜେବାପାଙ୍କ ଅଭିଯୋଗ ପରେ ଶିଶୁ କନ୍ୟାକୁ ଉଦ୍ଧାର କରିଛି…

ଫସର ଫାଟିଲା ଡକାୟତି: ୪ ଜଣଙ୍କୁ ବାନ୍ଧିଲା ପୋଲିସ, ୨ ଚମ୍ପଟ

ପୁରୀ: ଡକାୟତି ଯୋଜନା ଫେଲ୍ ମାରିଲା । ପୁରୀରେ ଡକାୟତି ଯୋଜନା କରୁଥିବା ବେଳେ ଚଢ଼ାଉ କଲା ପୋଲିସ । ୪ ଜମଙ୍କୁ ଗିରଫ କରିଛି ବଳିଆପଣ୍ଡା ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୁବାସ ଚନ୍ଦ୍ର ମହାନ୍ତି ଓରଫ ଗିଲଟି କାଳୁ, ଜୀବନ ବାରିକ, ସୌମ୍ୟରଞ୍ଜନ ମଲ୍ଲିକ ଓ କାତି ଓରଫ ବରେନ୍ଦ୍ର…

ସର୍ଚ୍ଚ ଅପରେସନ୍ ବେଳେ ଜଙ୍ଗଲରୁ ଟିଫିନ୍ ବୋମା ଜବତ କଲେ ଯବାନ

ମାଲକାନଗିରି: ସର୍ଚ୍ଚ ଅପରେସନ୍ ବେଳେ ଜଙ୍ଗଲରୁ ମିଳିଲା ୩ଟି ଟିଫିନ୍ ବୋମା । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ମାଣ୍ଡାପାଲି ଅଞ୍ଚଳରୁ ଜବତ କରିଛନ୍ତି ଯବାନ । ବିଏସପି ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ବେଳେ ୩ଟି ଟିଫିନ୍ ବୋମା ଜବତ ହୋଇଛି । ଏସବୁ ବିସ୍ଫୋରଣ ପାଇଁ ମାଓବାଦୀ…

ଦେଶରୁ ଆଜି ୮୦ ହଜାର କରୋନା ପଜିଟିଭ ଚିହ୍ନଟ, ୭୧ ଦିନରେ ସର୍ବନିମ୍ନ

ନୂଆଦିଲ୍ଲୀ: ଦେଶରେ ସେକେଣ୍ଡ ଓ୍ୱେଭରେ ଖସୁଛି କରୋନା ସଂକ୍ରମଣ । ଲକ୍ଷେରୁ ଖସି ଦୈନିକ ସଂକ୍ରମଣ ୮୦ ହାଜରରେ ପହଞ୍ଚିଲାଣି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୮୦ ହଜାର ୮୩୪ ପଜିଟିଭ୍ । ଯାହାକି ଗତ ୭୧ ଦିନରେ ସର୍ବନିମ୍ନ । ସେହିପରି ପଜିଟିଭିଟି ରେଟ୍ କ୍ରମାଗତ ହ୍ରାସ ପାଉଛି । ଆଜି…

ଓ୍ୱାନ୍ ଆର୍ଥ, ଓ୍ୱାନ୍ ହେଲଥ: G-7 ବୈଠକରେ ବିଶ୍ୱବାସୀଙ୍କୁ ମୋଦିଙ୍କ ମନ୍ତ୍ର

ନୂଆଦିଲ୍ଲୀ: G-7 ଶିଖର ସମ୍ମିଳନୀରେ ସାରା ବିଶ୍ୱକୁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଓ୍ୱାନ୍ ଆର୍ଥ, ଓ୍ୱାନ୍ ହେଲଥ (ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ) ଆହ୍ୱାନ ଦେଇଛନ୍ତି । ବିଶେଷ ଅତିଥି ଭାବରେ G-7 ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ…

ଓଡ଼ିଶାରୁ କରୋନା ନେଲା ଆଉ ୪୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ନିମ୍ନଗାମୀ ହେଉଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ । ୪୦ରୁ ଖସିବାର ନାଁ ଧରୁନି । ଗତ ୨୪ ଘଣ୍ଟାରେ ରାଜ୍ୟରୁ କରୋନା ନେଇଛି ଆଉ ୪୫ ଆକ୍ରାନ୍ତଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୧୯ ଜିଲ୍ଲାରୁ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧାରୁ…

ଆଜି ଓଡ଼ିଶାରେ ୪୪୬୯ କରୋନା ପଜିଟିଭ୍, ୧୬ ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନା ସଂକ୍ରମଣ । ଲଗାତାର ଦ୍ୱିତୀୟ ଦିନରେ ଦୈନିକ ସଂକ୍ରମଣ ପାଞ୍ଚ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ହଜର ୪୬୯ ପଜିଟିଭି । ଏଥିରେ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ୨ହଜାର ୫୪୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୯ଶହ…

ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ: ଆଜି ଏସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ସକ୍ରିୟ ହୋଇଛି ମୌସୁମୀ । ଏହାର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି । ଆଜି ସାରା ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ…

ଗଳ୍ପ : ତଥାପି ଅଛି

ରବି ପଣ୍ଡା  ବେଶ୍ କିଛିଦିନ ଧରି ନିଷିଦ୍ଧ ଓ ନିଷ୍କ୍ରିୟ ହେଇ ପଡିଥିବା କଲିଂବେଲ ହଠାତ ଜଣାଇ ଦେଲା କେହି ଜଣେ ଆଗନ୍ତୁକ ଦୂଆରେ। ସେ ଗାଧୋଇ ବାହାରି ଥିଲେ। ପତ୍ନୀ ଥିଲେ ଠାକୁର ଘରେ। ଦେଖତ .. ମୁଁ ପୂଜା କରୁଚି। ତାଙ୍କ ସ୍ୱରରେ କିଞ୍ଚିତ ବିସ୍ମୟର ଆଭାସ ଥିଲା। ସେ ହଉ କହି କବାଟ ଫିଟାଇ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୩-୬-୨୦୨୧ ରବିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୧୩ ରିଖ ରବିବାର ବୃଷ ୩୦ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଦିନ ୧୨-୩୫ମିନିଟ୍ ପର୍ଯ୍ୟନ୍ତ ତାପରେ କର୍କଟ ଚନ୍ଦ୍ର ଭୋଗ ହେବ ଘାତ ବାର-: ମେଷ ରାଶିର…