Latest Odisha News

BREAKING NEWS

Yearly Archives

2022

ପରଲୋକରେ ପଞ୍ଚାନନ ମିଶ୍ର

ସମ୍ବଲପୁର : ବିଶିଷ୍ଟ ସାହିତ୍ୟିକ ପଞ୍ଚାନନ ମିଶ୍ରଙ୍କର ପରଲୋକ ଘଟିଛି । କିଛିଦିନ ଧରି ସେ ହୃଦ ରୋଗରେ ପୀଡ଼ିତ ଥିଲେ । ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ମଧ୍ୟ ସେ ପରିଚିତ ଥିଲେ । ହେ ମୋର ଅନୁଚ୍ଚାରିତ ଶବ୍ଦମାନେ, ସୀତାଙ୍କ ଶେଷରାତି, ସବ୍ୟସାଚୀର ଶୋକ, ଅନ୍ଧାରେ ଆଲୋକ ରାସ, ଲବଙ୍ଗ…

ଖୁବ ଶୀଘ୍ର ୟୁକ୍ରେନ ଉପରେ ଆକ୍ରମଣ କରିପାରେ ରୁଷିଆ

ମସ୍କୋ: ଚୀନରେ ହେବାକୁ ଥିବା ଶୀତକାଳୀନ ଅଲିମ୍ପିକ୍ସ ପୂର୍ବରୁ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିପାରେ ବୋଲି ଆମେରିକା ଚେତାଇ ଦେଇଛି । ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ଭ୍ଲାଡିମିର ପୁତିନଙ୍କ ସହ ଫୋନରେ କଥା ହୋଇ ପାରନ୍ତି । ୟୁକ୍ରେନ ସୀମାକୁ ରୁଷ ସେନା ଘେରି…

ଟ୍ରେଲର ସହ ପିଟି ହେଲା ଆମ୍ବୁଲାନ୍ସ: ଜଣେ ମୃତ, ୨ ଗୁରୁତର

ବାଲେଶ୍ୱର: ମର୍ମନ୍ତୁଦ ଦୁର୍ଘଟଣା । ଟ୍ରେଲର ସହ ପିଟି ହେଲା ଆମ୍ବୁଲାନ୍ସ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଦାଣ୍ଡକାଳୀ ମନ୍ଦିର ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।…

ପରଲୋକରେ ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା

ଯାଜପୁର: ପରଲୋକରେ ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା । ଭୁବନେଶ୍ୱର ସ୍ଥିତ ବାସଭବନରେ ଗତକାଲି ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି । ରସୁଲପୁର ବ୍ଲକ…

ଆଜି ଓଡ଼ିଶାରୁ ୧୫୩୯ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ପାଖାପାଖି ୧୫ଶହ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୫୩୯ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୮୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୪୨ । ୧୮ ବର୍ଷରୁ କମ୍ ଆଉ ୩୪୨…

କାବୁ ପାଉଛି କରୋନା: ଦେଶରେ ୫୦ ହଜାରକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମଣ କ୍ରମାଗତ ଭାବରେ ଖସିବାରେ ଲାଗିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୦ହଜାର ୪୦୭ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ପାଖାପାଖି ୧୦ ହଜାର କମ୍ ସଂକ୍ରମିତ ବାହାରିଛନ୍ତି । ଦେଶରେ ପଜିଟିଭ୍ ହାର ରହିଛି ୩.୪୮ ପ୍ରତିଶତ…

ରାଜ୍ୟରୁ କରୋନା ନେଲା ଆଉ ୨୪ ଜୀବନ, ମୃତକଙ୍କ ଭିତରେ ୨୧ ଦିନର ଶିଶୁ ପୁତ୍ର

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବଢୁଛି । ଆଉ ୨୪ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଅଡିଟ୍ ପ୍ରୋସେସରେ ସେମାନଙ୍କର କରୋନାରେ ମୃତ୍ୟ ହୋଇଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ମୃତକଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ…

ପୁଣି ହାତୀର ମୃତଦେହ ଉଦ୍ଧାର

ଭବାନୀପାଟଣା: ପୁଣି ହାତୀର ମୃତଦେହ ଉଦ୍ଧାର । କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜରେ ଆଉ ଏକ ହାତୀର ମୃତଦେହ ଠାବ ହୋଇଛି । ବାଗପୁର ଗାଁ ନିକଟ ବିଲରେ ପଡ଼ିଛି ହାତୀର ମୃତଦେହ । ମୃତ ହାତୀର ଶରୀରରେ ସାମାନ୍ୟ କ୍ଷତ ଚିହ୍ନ ରହିଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା…

IPL ଖେଳାଳି ନିଲାମୀ: ଆଜି ୧୬୧ କ୍ରିକେଟରଙ୍କ ବାଜି ଲାଗିବ

ବେଙ୍ଗାଳୁରୁ: ଆଜିଠୁ ଆରମ୍ଭ ହେଉଛି ଆଇପିଏଲ୍ ୨୦୨୨ ପାଇଁ ଖେଳାଳି ନିଲାମ । ଦୁଇ ଦିନ ବେଙ୍ଗାଳୁରୁରେ ଏହି ମେଗା ଅକ୍ସନ ଚାଲିବ । ମୋଟ୍ ୫୯୦ ଖେଳାଳି ନିଲାମୀରେ ସାମିଲ ହୋଇଛନ୍ତି । ଏମାନଙ୍କ ଭିତରେ ୩୭୦ ଜଣ ଭାରତୀୟ ଓ ୨୨୦ ବିଦେଶୀ କ୍ରିକେଟର ଅଛନ୍ତି । ପୂର୍ବରୁ ୧୦ଟି ଫ୍ରାଞ୍ଚାଇଜି ଟିମ୍…

ଉତ୍ତରାଖଣ୍ଡରେ ଭୂମିକମ୍ପ

ଡେରାଡୁନ୍: ଉତ୍ତରାଖଣ୍ଡରେ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୪.୧ । ସକାଳ ୫ଟା ୩ ମିନିଟରେ ଅନୁଭୂତ ହେଲା ଭୂମିକମ୍ପ । ଉତ୍ତରକାଶୀ ଜିଲ୍ଲାର ୩୯ କିଲୋମିଟର ଦୂର ଭୂକମ୍ପର କେନ୍ଦ୍ରସ୍ଥଳ । ସକାଳୁ ସକାଳୁ ହଠାତ୍ ଲୋକ ଝଟକା ଅନୁଭବ କରିଥିଲେ। ଭୂମିକମ୍ପ ପରେ ଭୟରେ କେହି କେହି ଘରୁ…