Latest Odisha News

BREAKING NEWS

Yearly Archives

2022

ଭୋଗମଣ୍ଡପର କାରୁକାର୍ଯ୍ୟ (୨)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ବିିଭିନ୍ନ ପାଗର ଭିନ୍ନ ଭିନ୍ନ ସ୍ତରରେ ଖାଖରା ମୁଣ୍ଡି ଓ ପୀଢ଼ ମୁଣ୍ଡି ଭିତରେ ଏବଂ ବିିଭିନ୍ନ ସନ୍ଧି ଓ ଖୋପ ମଧ୍ୟରେ ମୁଗୁନି ପଥରର ସୁନ୍ଦର ସାନ ବଡ଼ ମୂର୍ତ୍ତି  ସବୁ ବିଦ୍ୟମାନ । ବଉଳମାଳିଆ ପଥରର କାରୁକାର୍ଯ୍ୟରେ…

ଭାଷା ଭାଗବତ :ତ-ଅଂତ୍ୟ ଶବ୍ଦରାଜି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୪  ତ-ଅଂତ୍ୟ ଶବ୍ଦରାଜି ଦେଖି ବର୍ଣଭେଦ ପାରିବା ଶିଖି କରିବା ଯଥାର୍ଥ ବନାନ ଯାହା ଯେଉଁଠି ସମୀଚୀନ ଅମତ ସ୍ବମତ ଦ୍ବିମତ ଶ୍ରୀମଂତ ସାମଂତ ହେମଂତ ସମ୍ମତ ଆଉ ଅସମ୍ମତ ଉନ୍ମତ୍ତ ଏବଂ ଗର୍ବୋନ୍ମତ୍ତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅଂଶ ବିଶେଷ ବ୍ରହ୍ମ ହିଁ ଜଗତର କାରଣ ଅଟେ। ବେଦାନ୍ତରେ ବର୍ଣିତ ହୋଇଛି "ଶାସ୍ତ୍ର ଯୋନିତ୍ୱାତ "ଅର୍ଥାତ ବ୍ରହ୍ମ ହିଁ ଜଗତ ଉତ୍ପତିର ମୂଳ କାରଣ ଅଟେ। ବସ୍ତୁତଃ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ 'ଚୋରାବାଲି' ଭାଗ : ୭ ତୋ’ର ମନେଥିବ, ସେତେବେଳେ ସେ କଥାକୁ ନେଇ ହଷ୍ଟେଲରେ ଖୁବ ଚର୍ଚ୍ଚା ହେଇଥିଲା । ସୁଇସାଇଡ଼୍‌କୁ ଯେତେ ଦୁର୍ଘଟଣାର ରୂପ ଦେଇ ଲୁଚେଇବାକୁ ଚେଷ୍ଟା କଲେ ବି, କିଛି ଜଣ ସହଜରେ ଗ୍ରହଣ କରି ନଥିଲେ । ସାମ୍ନାରେ କିଛି ନ’…

ଜେଜେ କଲୋନୀରେ ବିଲ୍ଡିଂ ଭୁଶୁଡ଼ି ୪ ମୃତ ୨ ଗୁରୁତର

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ବାୱାନାର ଜେଜେ କଲୋନୀରେ ଏକ ବଡ଼ ଧରଣର ଅଘଟଣ ଘଟି ଘଟିଛି । ଏଠାରେ ଏକ ପୁରୁଣା ବିଲ୍ଡିଂର ଅଂଶ ଭୁଶୁଡ଼ି ପଡ଼ିଛି । ଏହି ଦୁର୍ଘଟଣାରେ ୪ ଜଣ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତ ଥିବା ଜଣାପଡ଼ିଛି । ଦିଲ୍ଲୀ ପୋଲିସ ସୂଚନା ଅନୁଯାୟୀ, ବିଲ୍ଡିଂ ତଳେ ଚାପି…

ମମିତା ମେହେର ମାମଲାରେ ବଲାଙ୍ଗିର ପୋଲିସର ଚାର୍ଜସିଟ୍ ଦାଖଲ

ବଲାଙ୍ଗିର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କଲା ବଲାଙ୍ଗିର ପୋଲିସ । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ବଲାଙ୍ଗିର ପୋଲିସ । ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭର ରାଧେ ନାଁ ରହିଛି । ଆସନ୍ତା ୧୫ ତାରିଖରେ…

ମମିତା ହତ୍ୟାକାଣ୍ଡ ମାମଲା: ଗୋବିନ୍ଦ ସାହୁ ଓ ଡ୍ରାଇଭରର ନାଁରେ ଚାର୍ଜସିଟ୍ ଦାଖଲ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଏହି ମାମଲାରେ ବଲାଙ୍ଗିର ପୋଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭରଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଦାଖଲ କରାଯାଇଛି ଚାର୍ଜସିଟ୍ । ସୂଚନା ଥାଉକି, ଆସନ୍ତା ୧୫ରେ…

କୋଭିଡ କଟକଣାରେ ପାଳନ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି

ଭୁବନେଶ୍ବର : ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ନେଇଅନୁଷ୍ଠିତ ହୋଇଛି ଟ୍ରଷ୍ଟ ବୋର୍ଡର ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥର ମଧ୍ୟ ଗତବର୍ଷ ଭଳି କୋଭିଡ କଟକଣାରେ ପାଳନ ହେବ ମହାଶିବରାତ୍ରି । ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ । ଶାନ୍ତି ଶୃଙ୍ଖଳାର ସହ ଜାଗର ଯାତ୍ରା ପାଇଁ…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ଆଜି କରୋନାରୁ ସୁସ୍ଥ ହେଲେ ୨୪୮୩ ଜଣ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଆଜି ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢିଛି । ରାଜ୍ୟରେ ଆଜି ୨ ହଜାର ୪ଶହ ୮୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୪୯୬ ଥିବା ବେଳେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ…

୩୯ ବର୍ଷ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର କ୍ଲିନ ସୁଇପ

ଅହମ୍ମଦାବାଦ: ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୯୬ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ନୂତନ କୀର୍ତିମାନ ସ୍ଥାପନ କରିଛି । ୩୯ ବର୍ଷ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ କ୍ଲିନ ସୁଇପ କରିଛି । ଶେଷଥର…