Latest Odisha News

BREAKING NEWS

Yearly Archives

2022

ସେପ୍ଟେମ୍ବର ୧୪ରେ ମୁମ୍ବାଇ ଠାରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ହେବ ପୁଞ୍ଜିନିବେଶ  । ସେପ୍ଟେମ୍ବର ୧୪ରେ ମୁମ୍ବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଏଥିରେ ଦେଶ ବିଦେଶର ଶିଳ୍ପପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ…

ଡାକ୍ତର ହେବ ତ ଏମିତି…ରୋଗୀର ଜୀବନ ବଂଚାଇବେ ପାଇଁ ଦୌଡିଲେ ୩ କିଲେମିଟର

ବାଙ୍ଗାଲୋର: ଡାକ୍ତରଙ୍କୁ ଭଗବାନ ଏକ ରୂପ ଭାବେ ବିବେଚନା କରାଯାଏ । ଅବଶ୍ୟ ଏବେ ଅଥଲୋଭରେ କେତେଜଣଙ୍କ ପାଖରେ ବ୍ୟତୀକ୍ରମ ଦେଖିବାକୁ ମିଳିଛି । ତେବେ ବାଙ୍ଗାଲୋରର ଜଣେ ଡାକ୍ତର ରୋଗୀ ବଂଚାଇବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କଲେ ତାହାକୁ ଯେତେ ପ୍ରଶଂସା କରାଯିବ କମ ହେବ । ମଣିପାଲ ହସପିଟାଲର…

ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଗଣ୍ଡଗୋଳ, ଫାଟିଲା ସରପଞ୍ଚଙ୍କ ମୁଣ୍ଡ

ବାଲେଶ୍ୱର: ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ହାତାହାତି । ଗଣ୍ଡଗୋଳ ଓ ମାରପିଟରେ ସରପଞ୍ଚଙ୍କ ମୁଣ୍ଡ ଫାଟି ଯାଇଛି । ତେଣ୍ଟେଇ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ୍ ଦାବି କରି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଗଣ୍ଡଗୋଳ ହୋଇଥିଲା । ହାତାହାତିରେ ସରପଞ୍ଚଙ୍କ ସହ ୩ ଜଣ ଆହତ…

୫ଟି ସାଧାରଣ ମେକଅପ୍ ତ୍ରୁଟି, ଯାହା ଆପଣଙ୍କ ମୁଡ଼ ସହ ଚେହେରାକୁ କରିବ ଖରାପ!

ଓଡିଶା ସମ୍ବାଦ ବ୍ୟୁରୋ: ନାରୀ ନିଜ ପାଇଁ ସୁନ୍ଦରତା ବହୁତ ମହତ୍ତ୍ଵ ରଖିଥାଏ । ସମସ୍ତେ ଚାହିଁଥାନ୍ତି ସେମାନେ ସୁନ୍ଦର ଓ ଆକର୍ଷକ ଦେଖାଯିବେ। ମହିଳାମାନେ ସଜେଇ ହେବା ପାଇଁ ବିଭିନ୍ନ ପ୍ରକାରର ଜିନିଷ ପରିଧାନ କରନ୍ତି। ସେ ବିବାହ ପାଇଁ ହେଉ କି ପାର୍ଟି ପାଇଁ। ପର୍ବପର୍ବାଣୀରେ ମଧ୍ୟ ନୂଆ…

୮୯ ବର୍ଷରେ ବି ବୃଦ୍ଧଙ୍କ ମନ ମାନୁନି…..ଅଭିଯୋଗ କଲେ ୮୭ ବର୍ଷୀୟା ପତ୍ନୀ

ପ୍ରେମ କିଛି ମାନେନା । ଏହା ଶାଶ୍ୱତ । ତେବେ ଏଥିରେ ଯଦି ଶାରୀରିକ ତୃଷ୍ଣା ମେଂଟାଇବା ଅତି ମାତ୍ରାରେ ଭରିଯାଏ...ତାହା ଏକ ପ୍ରକାର ଯନ୍ତ୍ରଣା ପାଲଟିଯାଏ । ସେ ଆଉ ପ୍ରେମ ହୋଇ ରହେନା । ତାହାଏକ ରୋଗ ପାଲଟିଯାଏ କହିଲେ ଭୁଲ ହେବନି । ଏ ଭଳି ଏକ ଘଟଣା ଗୁଜରାଟ ଭଦୋଦରାରେ ସମ୍ମୁଖକୁ ଆସିଛି ।…

ନୂଆଖାଇ ଭେଟଘାଟ୍ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ନୂଆଖାଇ ପରିବାର ତରଫରୁ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ନୂଆଖାଇ ଭେଟଘାଟ୍ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଇଷ୍ଟଦେବୀଙ୍କ ପାଖରେ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମର ପ୍ରଥମ ନିମନ୍ତ୍ରଣ ଦିଆଯିବା ସହ ଆଗାମୀ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ବିଷୟରେ ଆଲୋଚନା…

ଜନଜାତି ମହିଳାଙ୍କ ସ୍ବାସ୍ଥ୍ୟ ସେବା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ପ୍ରତ୍ୟେକ ମହିଳାମାନଙ୍କ ଭଳି କର୍ମଜୀବୀ ଜନଜାତି ମହିଳାଙ୍କ ସୃଜନ ଓ ଜୀବନର ଚକ୍ର ଅକ୍ଷ ସଦୃଶ । ସେମାନଙ୍କର ଖରାପ ସ୍ୱାସ୍ଥ୍ୟ ସମାଜ ପାଇଁ ନିରାଶା ସୃଷ୍ଟି କରେ । ସେମାନଙ୍କ ସ୍ୱାସ୍ଥ୍ୟସେବାର ଅଧିକ ଆବଶ୍ୟକତା ରହିଛି । ଆଶ୍ଚର୍ଯ୍ୟର କଥା ସେମାନଙ୍କୁ…

କୃଷକମାନେ ଜନ-ସମାଜର ଜାଗ୍ରତ ପ୍ରହରୀ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”  କୃଷି ହିଁ କୃଷ୍ଟି  । ଇତିହାସ ଇସାରା କରିଥାଏ ଯେ କାସ୍ପିୟାନ ହ୍ରଦକୂଳରୁ ହିମାଦ୍ରି-ବିନ୍ଧ୍ୟାଦ୍ରି-ସହ୍ୟାଦ୍ରି-ଶେଷାଦ୍ରିର ପୁଣ୍ୟଭୂମି ଭାରତକୁ ଆସିଥିଲେ ଆର୍ଯ୍ୟମାନେ  । ଏଇଠି ହିଁ ସେମାନେ ଆଦିମ ଅଧିବାସୀ, ବନବାସୀ ଓ…

ଜ୍ଞାନବାପୀ କାହାର? ଶୁଣାଣି ଜାରି ରଖିବେ ବାରଣାସୀ କୋର୍ଟ

ବାରଣାସୀ: ଜ୍ଞାନବାପୀ ମସଜିଦ ଉପରେ ଶୁଣାଣି ଚାଲିବ ବୋଲି ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ବାରଣାସୀ ଜିଲ୍ଲା କୋର୍ଟ । ଜ୍ଞାନବାପୀ ମସଜିଦ ପରିସରରେ ଶୃଙ୍ଗାର ଗୈାରୀ ପୂଜା ପାଇଁ ଚାଲିଥିବା କେସର ଶୁଣାଣି ହେବ ବୋଲି ବାରଣାସୀ କୋର୍ଟ କହିଛନ୍ତି । ଏହି ରାୟ ପରେ ହିନ୍ଦୁ ପକ୍ଷ ଖୁସି…

ନାମ ଅକ୍ଷୟ – କୃତୀ ଅକ୍ଷୟ

ହରିହର କାନୁନ୍‍ଗୋ ସେଦିନ ଥିଲା ୨୦୨୨ ମସିହା ସେପ୍ଟେମ୍ବର ୨ ତାରିଖ, ସକାଳ ୮ ଟା ଉତ୍କଳ ବିଶ୍ୱବିଦ୍ୟାଳୟର ଚିତ୍ତରଞ୍ଜନ ବାବୁ ମୋ ଫୋନ୍‍ ନମ୍ବର ନ ପାଇ ବାଣୀବିହାର ହାଇସ୍କୁଲର ସାର୍‍ ଚକ୍ରଧର ତ୍ରିପାଠୀଙ୍କୁ କହିଲେ କାନୁନ୍‍ଗୋ ସାର୍‍ଙ୍କୁ କହିଦେବେ ଅକ୍ଷୟ ବାବୁ ଚାଲିଗଲେ । ତାଙ୍କଠାରୁ…