Latest Odisha News

BREAKING NEWS

Yearly Archives

2022

ତୁରନ୍ତ କରି ନିଅନ୍ତୁ ଏହି କାମ, ନହେଲେ ମିଳିବନି ପିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା

ନୂଆଦିଲ୍ଲୀ: କଣ ଆପଣ ଜଣେ କୃଷକ ? ଆପଣ କଣ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ? ଯଦି ହଁ ତାହେଲେ ଆଉ ବିଳମ୍ବ କରନ୍ତୁ ନାହିଁ । ପିଏମ୍ କିଷାନ ଯୋଜନାରେ ହିତାଧିକାରୀଙ୍କୁ ୧୧ଟି କିସ୍ତି ମିଳି ସାରିଛି । ଆଉ ୧୨ ନମ୍ବର କିସ୍ତିରେ ଟଙ୍କା ମିଳିବାକୁ ଯାଉଛି । ତେବେ ଏହି…

ପ୍ରେମରେ ବିଫଳ ହେବାରୁ ହାତ ଓ ଗଳା କାଟିଦେଲେ ଯୁବକ

କାମାକ୍ଷାନଗର: ପ୍ରେମ ପାଇଁ ସେ ପାଗଳ ଥିଲା । କେତେବେଳେ ଫେସବୁକରେ ପ୍ରେମକୁ ନେଇ ରୋମାଣ୍ଟିକ ପୋଷ୍ଟ କରୁଥିଲା ତ ଆଉ କେବେ ଇନଷ୍ଟାଗ୍ରାମରେ ରୋମାଣ୍ଟିକ ରିଲ୍ । ଆଉ ଶେଷରେ ପ୍ରେମରେ ନିରାଶ ହେବା ପରେ ଭାଙ୍ଗି ଯାଇ ଧାରୁଆ ବ୍ଲେଡରେ ନିଜ ହାତ ସହ ଗଳା କାଟି ଦେଇଛନ୍ତି ଯୁବକ ଜଣଙ୍କ । ଏଭଳି…

ନାମାଙ୍କନ ପତ୍ର ଦାଖଲ କଲେ ବିକ୍ରମ ଆରୁଖ, ୧୩ରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର: ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିକ୍ରମ କେଶରୀ ଆରୁଖ । ସେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା ୧୩ ତାରିଖରେ ନିର୍ବାଚିତ ହେବେ ନୂଆ ବାଚସ୍ପତି । ଶ୍ରୀ ଆରୁଖ ଏବେ ଭଞ୍ଜନଗର ନିର୍ବାଚନ ମଣ୍ଡଳିରୁ ବିଧାୟକ ଅଛନ୍ତି ।…

ଲାଞ୍ଚ ନେଇ ଧରାପଡ଼ିଲେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଡେରାବିଶ୍ ବ୍ଲକର ଏବିଇଓ ବିପିନ ବିହାରୀ ସିଂ । ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କ ସ୍ଥଗିତ ଦରମା କରାଇ ଦେବା ପାଇଁ ଶ୍ରୀ ବିହାରୀ ସିଂ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି…

ଦରିଆକୂଳର ପିଲା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଚଣ୍ଡୀଗଡ଼ର ଏକ ପ୍ରକାଶନ ସଂସ୍ଥାରେ ଦୀର୍ଘ ଦିନ ଧରି କାମ କରୁଥିଲା ବସନ୍ତ। ସେ ଥିଲା କପି ଏଡିଟର। ମାନେ ଯେ କୌଣସି ଲେଖା ଛାପା ହେବା ପାଇଁ ପ୍ରେସକୁ ଯିବା ପୂର୍ବରୁ, ତାକୁ ତନ୍ନ ତନ୍ନ କରି ପଢ଼ିବା, ସେଥିରେ ଆବଶ୍ୟକ ସଂଶୋଧନ କରିବା,…

କଟକ ଏସଡିଜେଏମ କୋର୍ଟରେ ମାମଲା ରୁଜୁ କଲେ ବର୍ଷା : ସମ୍ମାନହାନୀ କରୁଛି ସୋସିଆଲ ମିଡିଆରେ ଅନୁଭବଙ୍କ ପୋଷ୍ଟ

କଟକ: ଅନୁଭବ ମହାନ୍ତିଙ୍କ ବିରୋଧରେ କଂପ୍ଲେନ୍ କେସ୍ ରୁଜୁ କଲେ ବର୍ଷା ପ୍ରିୟଦର୍ଶିନୀ । କଟକ ସଦର ଏଡିଜେଏମ୍ କୋର୍ଟରେ କଂପ୍ଲେନ୍ କେସ୍ ରୁଜୁ କରିଛନ୍ତି ବର୍ଷା । ଅନୁଭବଙ୍କ ବିରୋଧରେ ଆଇପିସିର ଦଫା ୫୦୬, ୫୦୯, ୫୦୧ ଓ ଆଇଟି ଆକ୍ଟର ଧାରା ୬୭ରେ ଅଭିଯୋଗ ନେଇ କଂପ୍ଲେନ୍ କେସ୍ ରୁଜୁ କରିଛନ୍ତି…

 ରାଷ୍ଟ୍ରପତି ହେବେ କି ଆରିଫ ? ଟ୍ୱିଟରରେ ଚାଲିଛି ଟ୍ରେଣ୍ଡ

ନୂଆଦିଲ୍ଲୀ: ଦେଶର ଆଗାମୀ ରାଷ୍ଟ୍ରପତିକୁ ନେଇ ଚାଲିଛି ଚର୍ଚା । ଏନଡିଏ କି ୟୁପିଏ ପକ୍ଷରୁ ଏନେଇ କେହି ମୁହଁ ଖୋଲିନାହାଁନ୍ତି । ତେବେ ସୋସିଆଲ ମିଡିଆରେ ଅନେକଙ୍କ ନାମ ଆଲୋଚନା ହେଉଛି । ସବୁଠୁ ଅଧିକ ଆଲୋଚନା ହେଉଛି  ଆରିଫ ମହମ୍ମଦ ଖାନଙ୍କୁ ନେଇ । ବିଭିନ୍ନ ସମୟରେ ଖୋଲା ମତ…

ଦେଶରେ କୋଭିଡ୍ ସଂକ୍ରମଣ ମାମଲା ସହ ବଢ଼ୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ପୁଣି ଡରାଇଲାଣି କରୋନା । ୩ ମାସର ବ୍ୟବଧ୍ୟାନ ପରେ ଦେଶରେ ପୁଣି କୋଭିଡ୍ କାୟା ମେଲାଇଲାଣି । ଗତ ୨୪ ଘଣ୍ଟାରେ ଦେଶରେ  ହଜାର ୭ ହଜାର ୫୮୪ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ଅଧିକ ୪.୮ ପ୍ରତିଶତ ମାମଲା ଚିହ୍ନଟ ହୋଇଛି । ଏବେ ସୁଦ୍ଧା ଦେଶରେ ୪…

୪ ରାଜ୍ୟର ୧୬ଟି  ରାଜ୍ୟସଭା ଆସନରେ ଭୋଟ: ଘୋଡ଼ା ବେପାର ସମ୍ଭାବନା

ନୂଆଦିଲ୍ଲୀ: ଆଜି ୪ ରାଜ୍ୟର ୧୬ଟି  ରାଜ୍ୟସଭା ଆସନ ପାଇଁ ପଡିବ ଭୋଟ୍ । ଏହି ୪ ରାଜ୍ୟ ହେଲା ହରିଆଣା, ରାଜସ୍ଥାନ,ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ । ରାଜ୍ୟସଭା ନିର୍ବାଚନକୁ ସ୍ବଚ୍ଛ କରିବା ପାଇଁ ୪ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ନିର୍ବାଚନ ପ୍ରକ୍ରିୟାର…

ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା, ଲାଗୁ ହେଲା କର୍ଫ୍ୟୁ

ଶ୍ରୀନଗର: ସୋସିଆଲ୍ ମିଡିଆରେ ଧାର୍ମିକ ପୋଷ୍ଟକୁ ନେଇ ବିବାଦ ପରେ ଉତ୍ତେଜନା ଦେଖା ଦେଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବା ବନ୍ଦ କରିବା ସହ ଲାଗୁ ହୋଇଛି କର୍ଫ୍ୟୁ । ଜମ୍ମୁକାଶ୍ମୀର ଡୋଡା ଜିଲ୍ଲା ବଦେରୱାହ ସହରରେ ମସଜିଦକୁ ନେଇ ଏକ ଭିଡିଓ ଶୁକ୍ରବାର…