Latest Odisha News

BREAKING NEWS

Yearly Archives

2022

ଗଞ୍ଜାମରେ ବ୍ୟାପକ ହେବ ଘରୋଇ ନର୍ସିଂହୋମ୍‌ ଯାଞ୍ଚ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ବେଆଇନ ଭାବେ ଲିଙ୍ଗନିରୂପଣ କରୁଥିବା ଏକ ବଡ଼ ରାକେଟକୁ ବ୍ରହ୍ମପୁର ପୁଲିସ ଗତ କିଛି ଦିନ ପୂର୍ବେ ଧରିଥିଲା । ଏଥି ସହିତ କେତେକ ସ୍ଥାନରେ ବେଆଇନ ଭାବେ ନର୍ସିଂହୋମ୍‌ ଚାଲିଥିବା ନେଇ ମଧ୍ୟ ଅଭିଯୋଗ ପରେ ସେଗୁଡ଼ିକୁ ସିଲ୍‌ କରାଯାଇଥିଲା । ପୂର୍ବରୁ ମଧ୍ୟ…

ଶିଶୁ ଶ୍ରମିକ ମୁକ୍ତ ହେବ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା, ପ୍ରଶାସନ ଜାରି କଲା ହେଲପ ଲାଇନ ନମ୍ବର

ବ୍ରହ୍ମପୁର: ଗଞ୍ଜାମ ଜିଲା ଶିଶୁ ଶ୍ରମିକ ମୁକ୍ତ ଜିଲା ଭାବେ ଗଠନ କରିବାକୁ ତତ୍ପରତା ଦେଖାଦେଇଛି । ଯଦି କେଉଁଠାରେ ଶିଶୁ ଶ୍ରମିକଙ୍କୁ କେହି ଦେଖନ୍ତି, ତେବେ ଏନେଇ ସୂଚନା ଦେବା ପାଇଁ ଜିଲା ପ୍ରଶାସନ ତରଫରୁ ସ୍ବତନ୍ତ୍ର ହେଲପଲାଇନ ନମ୍ବର ଜାରି କରାଯାଇଛି । ଛତ୍ରପୁର ଶ୍ରମ ଜିଲା ପାଇଁ…

ମନ୍ତ୍ରୀ ହେବା ପରେ ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତଙ୍କ ଇସ୍ତଫା

ବ୍ରହ୍ମପୁର: ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ପୋଲସରା ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଛନ୍ତି । ଏନେଇ ଯୋଜନା ଏବଂ ସଂଯୋଜନ ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ଗତ ରବିବାର ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର…

ମିଲର,ଡୁସେନଙ୍କ ବିସ୍ଫୋରକ ବ୍ୟାଟିଂ: ପ୍ରଥମ ଟି୨୦ରେ ହାରିଲା ଭାରତ, ରେକର୍ଡରୁ ବି ବଂଚିତ

ନୂଆଦିଲ୍ଲୀ: ଡେଭିଡ ମିଲର ଏବଂ ରେସି ଭାନ ଡେର ଡୁସେନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଭାରତକୁ ୭ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ଈଶାନ କିଶାନଙ୍କ ୭୬ ରନ ସହାୟତାରେ ୪ ୱିକେଟ ହରାଇ ୨୧୧ ରନ…

ପାରମ୍ପରିକ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ନିମନ୍ତେ ‘ଓଡ଼ିଶା ମୋ ପରିବାର’ର ଅନନ୍ୟ ପ୍ରୟାସ

ଭୁବନେଶ୍ୱର:  କଳା, ସଙ୍ଗୀତ ଏବଂ କ୍ରୀଡ଼ାରେ ପାରଙ୍ଗମ ଥିବା ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାକୁ ଓଡ଼ିଶା-ମୋ ପରିବାର ପ୍ରୟାସ ଜାରି ରଖି ଝୋଟି ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି । ଏହି କ୍ରମରେ ଆଜି ଭୁବନେଶ୍ୱରସ୍ଥିତ ସିଅନ ଶ୍ରମିକ ବସ୍ତି, ବିଡିଏ…

ରୁଷ ପରମାଣୁ ଆକ୍ରମଣକୁ ଅଟକାଇବେ ପରଗ୍ରହୀ !

କୀଭ: ରୁଷିଆ-ୟୁକ୍ରେନ ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର ଆଶଙ୍କା ବଢ଼ିବାରେ ଲାଗିଛି । ରୁଷ ଯୁଦ୍ଧରେ ବିଜୟ ହାସଲ କରିବା ପାଇଁ ଏହି ମାରାତ୍ମକ ପଦକ୍ଷେପ ଗ୍ରହଣ କଲେ ୟୁକ୍ରେନ ଏବଂ ବିଶ୍ୱବାସୀଙ୍କୁ ପରଗ୍ରହୀ ବଂଚାଇବେ ବୋଲି ଲୋକପ୍ରିୟ ଯାଦୁଗର ଉରୀ ଗେଲର କହିଛନ୍ତି । ପରଗ୍ରହୀଙ୍କ ପାଖରେ ଏ…

ବଢ଼ୁଛି କରୋନା ସଂକ୍ରମଣ, ଆସିବ କି ଚତୁର୍ଥ ଲହର ?

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ସଂକ୍ରଣଣ ବଢ଼ୁଛି । ଗୁରୁବାର ଦେଶରେ ୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ଏହି ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ବିଶେଷଜ୍ଞ କହି ଦେଇଛନ୍ତି ଯେ ଯଦି କୌଣସି ନୂଆ କରୋନା ଭାରିଆଣ୍ଟ ଚିହ୍ନଟ ନହୁଏ ତେବେ ଦେଶରେ ଚତୁର୍ଥ ଲହର…

ମହିଳାମାନଙ୍କର ସଶକ୍ତିକରଣ ପାଇଁ ଏକ ନୂତନ ଢାଞ୍ଚା ସୃଷ୍ଟି କରାଯାଉଛି- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ମହିଳାଙ୍କ ଅବସ୍ଥା ଗତ 8 ବର୍ଷ ମଧ୍ୟରେ ପରିବର୍ତ୍ତନର ଏକ ଯୁଗ ଦେଇ ଗତି କରିଛି, ସେମାନଙ୍କ ସ୍ୱାସ୍ଥ୍ୟ ସେବା, ଶିକ୍ଷା, ନିରାପତ୍ତା ଏବଂ ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯାଉଛି  । ବିଶେଷକରି ଗ୍ରାମାଞ୍ଚଳରେ ମହିଳାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିପାରିଥିବା …

ଜୁନ ୧୬ ଯାଏଁ ତାତିରୁ ନାହିଁ ନିସ୍ତାର: ଆଇଏମଡି

ନୂଆଦିଲ୍ଲୀ: କେରଳରେ ମୌସୁମୀ ଛୁଇଁସାରିବା ପରେ ସାରା ଦେଶରେ ଲୁଚକାଳି ଖେଳୁଛି । ପୂର୍ବ ରେକର୍ଡ ଅନୁଯାୟୀ କେରଳରେ ମୌସୁମୀ ଛୁଇଁବା ପରେ ସାରା ଦେଶରେ ଆଉ ପନ୍ଦର ଦିନ ମଧ୍ୟରେ ମୌସୁମୀ ଛୁଇଁବା କଥା । ହେଲେ ସାରା ଦେଶରେ ଏବେ ବି ଅସହ୍ୟ ଗରମ ଜାରି ରହିଛି। ଏହାରି ଭିତରେ ରଜ ପରେ ଅର୍ଥାତ ଜୁନ୍…

ବିରୋଧୀ ଶୂନ୍ୟ ସରକାର ଗଢ଼ିବାକୁ ଜଗନ ଦେଲେ ଗୁରୁମନ୍ତ୍ର

ଅମରାବତୀ: ୨୦୨୪ରେ ସାଧାରଣ ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏହି ସମୟରେ ରାଜ୍ୟର ସମସ୍ତ ୧୭୫ ବିଧାନସଭା ଆସନରେ ଓ୍ୱାଇଏସଆର କଂଗ୍ରେସ କିପରି ବିଜୟୀ ହେବ ସେ ନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଗୁରୁତ୍ୱ ଦେଇଛନ୍ତି । ଦଳ ଯଦି ୨୦୧୯ରେ…