Latest Odisha News

BREAKING NEWS

Yearly Archives

2022

ବିଭିନ୍ନ ରାଷ୍ଟ୍ରୀୟ ପୁରସ୍କାର ନିମନ୍ତେ ନାମାଙ୍କନ ଆରମ୍ଭ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ. ବିଭାଗ, ଏଜେନ୍ସି ଗୁଡିକ ଦ୍ୱାରା ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଏବଂ ଅସାଧାରଣ ଅବଦାନ ରଖିଥିବା ନାଗରିକ ମାନଙ୍କୁ ସମ୍ମାନିତ କରିବା ନିମନ୍ତେ ଅନେକ ନାଗରିକ ପୁରସ୍କାର ଗୁଡିକର ସ୍ଥାପନା କରା ଯାଇଛି । ବିଭିନ୍ନ…

‘ଭାରତୀୟ ଦଳର ନେତୃତ୍ୱ ନେବାର ଦକ୍ଷତା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ରହିଛି’

ନୂଆଦିଲ୍ଲୀ: ଆଇପିଏଲ ବିଜେତା ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ଭାରତୀୟ ଦଳର ଅଧିନାୟକ ହେବାର ଦକ୍ଷତା ରହିଛି। ତାଙ୍କ ପାଖରେ ଥିବା ସକାରାତ୍ମକ ଇଚ୍ଛାଶକ୍ତି ଏବଂ ଉଦ୍ଦୀପନା ହିଁ ପ୍ରମାଣ କରୁଛି ସେ ଭବିଷ୍ୟତରେ ଭାରତୀୟ ଦଳର ଅଧିନାୟକ ହୋଇପାରିବେ। ରାଜ୍ୟସଭା…

ବାୟୋଟେକ୍ ଷ୍ଟାର୍ଟଅପ ଏକ୍ସେପୋ-୨୦୨୨ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମୈଦାନ ଠାରେ ବାୟୋଟେକ୍ ଷ୍ଟାର୍ଟଅପ ଏକ୍ସେପୋ-୨୦୨୨ ଉଦଘାଟନ କରିଛନ୍ତି । ସେ ମଧ୍ୟ ବାୟୋଟେକ ଦ୍ରବ୍ୟ ଇ-ପୋର୍ଟାଲର ଆରମ୍ଭ କରିଛନ୍ତି। କେନ୍ଦ୍ରମନ୍ତ୍ରୀ  ପୀୟୂଷ ଗୋଏଲ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଡକ୍ଟର ଜିତେନ୍ଦ୍ର ସିଂହ,…

ଇଶାନଙ୍କ ବିସ୍ଫୋରକ ବ୍ୟାଟିଂ ବେକାର, ଭାରତକୁ ହରାଇଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ:  ଆଜିର ପ୍ରଥମ ଟି-20 ମ୍ୟାଚ୍ ରେ ଭାରତ ପରାସ୍ତ ହୋଇଛି । 7 ଉଇକେଟରେ ଜିତିଲା ଦକ୍ଷିଣ ଆଫ୍ରିକା ।   ପ୍ରଥମେ ବ୍ୟାଟିଂ କରି 20 ଓଭରରେ 4 ଉଇକେଟ ହରାଇ 211 ରନ୍ କରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଖେଳାଳିମାେନ ଟାର୍ଗେଟ ହାସଲ କରିନେଇଛନ୍ତି ।  ରସି ଭାନ୍ ଡେର୍ ଡୁସେନଙ୍କ 46…

ପାକିସ୍ତାନରେ ପୂଜକଙ୍କୁ ଆକ୍ରମଣ କରି ମନ୍ଦିର ଭାଙ୍ଗିଲେ ଦୁର୍ବୃତ୍ତ

କରାଚି: ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ବିରୋଧ କରି ପାକିସ୍ତାନର ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶନ ହେବ। ଜମାତ୍-ଏ-ଇସଲାମି, ତେହରିକ୍-ଏ-ଲବ୍ବାଇକ୍ ଭଳି ଇସଲାମିକ୍ ପାର୍ଟି ଏବଂ ପାକିସ୍ତାନ ଉଲେମା କାଉନସିଲ ଏହି ବିକ୍ଷୋଭ ପ୍ରଦର୍ଶନ କରିବେ। ଜୁନ ୧୦ ତାରିଖରେ ଇସଲାମାବାଦ ସ୍ଥିତ ଭାରତୀୟ…

ପ୍ରଫେଟଙ୍କୁ ନେଇ ଆପତ୍ତିଜନକ ବୟାନ: ମୋଦୀ, ଡୋଭାଲଙ୍କୁ ଭେଟିବା ପରେ ଅବୁଝା ଇରାନ ହେଜିଗଲା

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କୁ ନେଇ ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଇସଲାମିକ ଦେଶ ଭାରତକୁ ବିରୋଧ କରୁଛନ୍ତି। ଏପରି ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ଇରାନ ସମେତ ଅନେକ ଓଆଇସି ଦେଶ କହୁଥିବା ବେଳେ ଭାରତ ଗସ୍ତରେ ଆସି ଇରାନର ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଚାଷୀମାନଙ୍କୁ ଲୁଟୁଥିବା ମିଲର୍ସ ଓ ଦଲାଲ୍‌ଙ୍କ ମଧ୍ୟସ୍ଥି ଭୁମିକାରୁ ନିବୃତ ରୁହନ୍ତୁ ରାଜ୍ୟ ସରକାର : ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ମୋଦି ସରକାରଙ୍କ ଏମଏସପି ବୃଦ୍ଧିକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ପ୍ରଶଂସା କରାଯାଇଛି । ଖରିଫ ଫସଲର ଏମଏସପି ବୃଦ୍ଧି ଫଳରେ ଚାଷୀମାନଙ୍କ ଆୟ ବୃଦ୍ଧି  ହେବାରେ ସହାୟକ ହୋଇପାରିବ ।  ଓଡ଼ିଶାରେ ଧାନ ଚାଷ ଅଧିକ ପରିମାଣରେ ହେଉଥିବାରୁ ଓଡ଼ିଶାର ଚାଷୀମାନଙ୍କୁ ଅଧିକ ଉପକୃତ ହେବେ ।…

[ଦେଖନ୍ତୁ ଭିଡିଓ] ଚିଲିକାରେ ଚାଲିଲା ହାଉସ ବୋଟ ‘ଗରୁଡ’: ପର୍ଯ୍ୟଟକଙ୍କ ପାଇଁ ବୋଟରେ ରହିଛି ସବୁ ସୁବିଧା

ଖୋର୍ଦ୍ଧା : ରାଜ୍ୟରେ ପ୍ରଥମ ଥର ପାଇଁ ଚିଲିକାରେ ଆଜିଠାରୁ ଚାଲିଲା ହାଉସ ବୋଟ । ଏହି ବିଳାସପୁର୍ଣ୍ଣ ହାଉସ ବୋଟ ଗରୁଡକୁ ଭର୍ଚୁଆଲରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରୁଡ଼ ବୋଟରେ ଜନ୍ମଦିନ, ରିଙ୍ଗ ସେରମୋନି, ବିବାହ ବାର୍ଷିକୀ ପାଳନ, ରାତ୍ରିଯାପନ ବ୍ୟବସ୍ଥା ଇତ୍ୟାଦିର…

ଉତରାଖଣ୍ଡ ବିପକ୍ଷରେ ମୁମ୍ବାଇର ବୃହତ ବିଜୟ, ଭାଙ୍ଗିଲା ୯୨ ବର୍ଷର ରେକର୍ଡ

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ୪୧ ଥର ଚାମ୍ପିୟନ ମୁମ୍ବାଇ ୭୨୫ ରନରେ ଉତରାଖଣ୍ଡକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଦଳ ସେମିରେ ଉତରପ୍ରଦେଶକୁ ଭେଟିବ । ରନ ଦୃଷ୍ଟି କୋଣରୁ ମୁମ୍ବାଇ ୯୨ ବର୍ଷର ରେକର୍ଡ ଭାଙ୍ଗିଛି । ପ୍ରଥମ ଶ୍ରେଣୀ କ୍ରିକେଟରେ ଏତେ ରନ ବ୍ୟବଧାନରେ…

ଦିନକରେ ସରିଗଲା ବାରବାଟୀ ମ୍ୟାଚର ସବୁ ଟିକେଟ୍  

କଟକ: ସରିଗଲା ସବୁ ଟିକେଟ୍ । ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚର ସବୁ ଟିକେଟ୍ ବିକ୍ରି ହୋଇ ଯାଇଛି । ପ୍ରାୟ ୧୨ ହଜାର ୯୩ଟି ଟିକେଟ୍ ବିକ୍ରି ପାଇଁ ୯ ଗୋଟି କାଉଣ୍ଟର ବ୍ୟବସ୍ଥା କରିଥିଲା ଓସିଏ । ଆଉ ୯ ଓ ୧୦ ତାରିଖ ଦୁଇଦିନ ଧରି ଟିକେଟ୍ କାଉଣ୍ଟରରେ ଟିକେଟ୍ ବିକ୍ରି…