Latest Odisha News

BREAKING NEWS

Yearly Archives

2022

୮୮ ବର୍ଷ ପରେ ରଣଜୀରେ ଇତିହାସ ରଚିଲା ବେଙ୍ଗଲ

କୋଲକାତା: ବାଙ୍ଗାଲୋରରେ ଅଲୁର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ୮୮ ବର୍ଷ ପରେ ବେଙ୍ଗଲ ଏକ ନୂତନ କୀର୍ତିମାନ ସ୍ଥାପନ କରିଛି । ଝାଡଖଣ୍ଡ ବିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ବେଙ୍ଗଲ ୭ ୱିକେଟ ବିନିମୟରେ ୭୭୩ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା । ଏଥିରେ…

[ଦେଖନ୍ତୁ ଭିଡିଓ] ରଥଖଳାରେ ଚାଲିଛି ଜୋରସୋରରେ କାମ : ତିନିରଥର ଦଣ୍ଡ ଉଠି କୋଣଗୁଜ ସଂଯୋଗ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋର ସୋରରେ ଆଗେଇ ଚାଲିଛି । ଗୟଳ ହଣା କାର୍ଯ୍ୟ ଜାରି ରହିଥିବା ବେଳେ ନିରାଡି କାର୍ଯ୍ୟ ଶେଷ ହୋଇଛି । ତିନି ରଥର ଦଣ୍ଡା ଉଠି ଏଥିରେ ନିରାଡ଼ି, କୋଣଗୁଜ ଆଦି ସଂଯୋଗ କରାଯାଇଛି । ତିନି ରଥର ଦଣ୍ଡା ପଡ଼ିଲା ପରେ ତିନିରଥର ‘ଦଣ୍ଡା ଗୋଳେଇ’ କାର୍ଯ୍ୟ ପରେ…

ନୁପୁରଙ୍କୁ ନେଦରଲ୍ୟାଣ୍ଡର ସାଂସଦଙ୍କ ପ୍ରଶଂସା, କହିଲେ ଭାରତ ଭୁଲ ମାଗିବ କାହିଁକି?

ନୂଆଦିଲ୍ଲୀ: ନୂପୁର ଶର୍ମାଙ୍କ ଟିଭି ଡିବେଟର ବିବାଦୀୟ ଉକ୍ତିକୁ ନେଇ ମୁସଲିମ ଦେଶ, ତାଙ୍କର (ଓଆଇସି) ସଂଗଠନ ନିନ୍ଦା କରିଥିବା ବେଳେ  ନେଦରଲ୍ୟାଣ୍ଡର ଜଣେ ସାଂସଦ ନୂପୁର ଶର୍ମାଙ୍କୁ ଢ଼େର ପ୍ରଶଂସା କରି ଏକାଧିକ ଟୁଇଟ କରିଛନ୍ତି । ତାଙ୍କର ଟ୍ୱିଟକୁ ଭାରତର ଲୋକେ ମଧ୍ୟ ଢ଼େର ଲାଇକ ଏବଂ…

ଶିଳ୍ପା ସେଟ୍ଟୀଙ୍କ ଜନ୍ମଦିନରେ କିଛି ଏପରି ଟୁଇଷ୍ଟ ଆଣିଲେ ରାଜ କୁନ୍ଦ୍ରା

ମୁମ୍ବାଇ: ଆଜି ୪୭ ବର୍ଷ ବୟସରେ ପାଦ ଦେଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟି କୁନ୍ଦ୍ରା । ଏହି ଅବସରରେ ତାଙ୍କୁ ସୋସିଆଲ୍ ମିଡିଆରେ ମିଳିଛି ଢେର ସାରା ଶୁଭକାମନା । ହେଲେ ଖାସ କରି ଏକ ନିର୍ଦ୍ଧିଷ୍ଟ ଟୁଇଟ୍ କିନ୍ତୁ ତାଙ୍କୁ ସବୁଠୁ ଅଧିକ ଖୁସୀ ଆଣିଦେଇଛି । Happy Happy Birthday my…

ସୁନା ଚୋରାଚାଲାଣ ଜାଣିଥିଲେ ମୁଖ୍ୟମନ୍ତ୍ରୀ: ସ୍ବପ୍ନା ସୁରେଶ

ଥିରୁଭନ୍ତପୁରମ୍: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ନାମରେ ବଡ଼ ଅଭିଯୋଗ ଆଣିଛନ୍ତି ସ୍ପପ୍ନା ସୁରେଶ । ସୁନା ଚୋରା ଚାଲାଣ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପରିବାର ଲୋକଙ୍କ ଜାଣତରେ ହେଉଥିବା ସେ କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏହା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ…

[ଦେଖନ୍ତୁ ଭିଡିଓ] ଖୋଲା କୂଅରେ ଖସିପଡିଲା କଲରାପତରିଆ ବାଘ, ଉଦ୍ଧାର ପରେ ଜଙ୍ଗଲମୁହାଁ

ସମ୍ବଲପୁର  : କୂଅ ଭିତରୁ ଉଦ୍ଧାର ହେଲା କଲରାପତରିଆ ବାଘ। ଓଡ଼ିଶା ସମ୍ବଲପୁର ଚାରମାଳା ପରିସର ହିନ୍ଦୋଳଘାଟ ନକଟରେ ଥିବା ଏହି କୂଅରେ ବାଘଟି ପଡ଼ିଯାଇଥିଲା। ପରିତ୍ୟକ୍ତ ଅବସ୍ଥାରେ ଖୋଲା କୂଅଟି ଥିବାବେଳେ ଅନ୍ଧାରରେ ବାଘଟି ଜାଣିନପାରି କୂଅ ଭିତରେ ଖସିପଡ଼ିଥିଲା। କୂଅରେ ପାଖାପାଖି ୬ଫୁଟ ଯାଏ…

ଏଆଇଏମ୍‌ଆଇଏମ୍‌ ବିଧାୟକଙ୍କ ପୁଅ ଆଉ ପୁତୁରା ଗଣଦୁଷ୍କର୍ମ  ଅଭିଯୋଗରେ ଗିରଫ

ହାଇଦ୍ରାବାଦ:  ହାଇଦ୍ରାବାଦର ଜୁବିଲି ହିଲ୍‌ସ୍‌ରେ  ନାବାଳିକାଙ୍କ ସହିତ ହୋଇଥିବା ଗଣଦୁଷ୍କର୍ମ ଅଭିଯୋଗରେ ‘ଅଲ୍‌ ଇଣ୍ଡିଆ ମଜିଲି-ଇ-ଇତ୍ତେହାଦୁଲ୍‌ ମୁସ୍‌ଲିମ୍‌’ର (ଏଆଇଏମ୍‌ଆଇଏମ୍‌) ବିଧାୟକଙ୍କ ନାବାଳକ ପୁଅ ଏବଂ ପୁତୁରାଙ୍କୁ ଗିରଫ କରିଛି ପୋଲିସ । ମାମଲାରେ ସଂପୃକ୍ତ ୬ଜଣ…

[ଦେଖନ୍ତୁ ଭିଡିଓ] 6G ଆସିଲେ କେମିତି ବଦଳି ଯିବ ଦୁନିଆ ?

ନୂଆଦିଲ୍ଲୀ: ବେକାର ହୋଇଯିବ ସ୍ମାର୍ଟଫୋନ୍ ! ମଣିଷ ଦେହରେ ଲାଗିବ ଚିପ୍ । 6G ଆସିଲେ ବଦଳି ଯିବ ଦୁନିଆ । ଇତିହାସ ପାଲଟିବାକୁ ଯାଉଛି ଆପଣଙ୍କ ହାତରେ ଥିବା ଦାମୀ ହ୍ୟାଣ୍ଡସେଟ୍ । ୨ ଦଶକ ପୂର୍ବରୁ ସ୍ମାର୍ଟଫୋନ୍ ଭଳି କୌଣସି ଯନ୍ତ୍ରକୁ ଧରି ବୁଲିବା ଯାହା କଳ୍ପନା ମାତ୍ର ଥିଲା । ଆଉ…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ମିତାଲି ରାଜ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏଥିସହ ମିତାଲିଙ୍କ ୨୩ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନୀରେ ପଡ଼ିଛି ପୂର୍ଣ୍ଣଛେଦ । ୩୯ ବର୍ଷିଅ ମିତାଲି ବୁଧବାର ଟ୍ୱିଟ୍ କରି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା…

ଗଞ୍ଜାମରେ ଓଏଏସ ସ୍ତରରେ ଅଦଳବଦଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବିଡିଏ ସଚିବ ସମ୍ବିତ ରାଉତଙ୍କ ଗତ ଡିସେମ୍ବର ୬ ତାରିଖରେ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି ହୋଇଥିଲା। ଏହି ବଦଳି ନିର୍ଦ୍ଦେଶକୁ ରାଜ୍ୟ ସରକାର ବୁଧବାର…