ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଚକ୍ର ନାରାୟଣ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ। ଓମ୍ ନମୋ ଭଗବତେ ବାସୁଦେବାୟ
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଚକ୍ରନାରାୟଣ ସ୍ୱରୂପ ନୀଳଚକ୍ର ଓ ତାହା ଉପରେ ଜଗତକୁ ଉଦ୍ଧାର କରିବା ପାଇଁ ଉଡୁଥିବା ପତିତପାବନ ବାନାଙ୍କୁ ଆଜି ପ୍ରଥମେ ପ୍ରଣାମ ଜଣାଇ କବି ଗୌର ଚରଣ ଅଧିକାରୀଙ୍କ…