Latest Odisha News

BREAKING NEWS

Yearly Archives

2024

ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ, ବେଙ୍ଗାଲୁରର କ୍ରମାଗତ ଦ୍ୱିତୀୟ ବିଜୟ

ଅହମ୍ମଦାବାଦ: ୱିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ବଳରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ଗୁଜରାଟ ଟାଇଟାନ୍ସକୁ ୯ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପରାସ୍ତ କରିଛି । ବେଙ୍ଗାଲୁରର ଏହା କ୍ରମାଗତ ଦ୍ୱିତୀୟ ବିଜୟ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ…

ମଦ୍ୟପ ଗାଡ଼ି ଚାଳକଙ୍କ ବିରୋଧରେ ଧରପଗଡ଼, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ପୋଲିସ କମିଶନର ତଥା ଭୁବନେଶ୍ବର ଡିସିପିଙ୍କ ପଦକ୍ଷେପ। ଜାରି ରହିଛି ମଦ୍ୟପ ଗାଡିଚାଳକଙ୍କ ବିରୋଧରେ ଧରପଗଡ ଅଭିଯାନ। ଗତକାଲି ରାତିରେ ମାଷ୍ଟରକ୍ଯାଣ୍ଟିନ ଛକ ଠାରେ ଧରପଗଡ ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରି…

ଟାଇଟାନିକ ଜାହଜରେ ଯାତ୍ରା କରିଥିବା ବ୍ୟକ୍ତିଙ୍କ ଘଂଟା ନିଲାମ ହେଲା ରେକର୍ଡ ଟଙ୍କାରେ

ଲଣ୍ଡନ: ଐତିହାସିକ ଟାଇଟାନିକ ଜାହଜରେ ଯାତ୍ରା କରିଥିବା ଜଣେ ଯାତ୍ରୀଙ୍କ ଘଂଟା ରେକର୍ଡ ଟଙ୍କାରେ ନିଲାମ ହୋଇଛି । ବିବିସି ନ୍ୟୁଜରେ ପ୍ରକାଶିତ ଖବର ଅନୁସାରେ ବ୍ୟବସାୟୀ ଜନ ଜ୍ୟାକବ ଏଷ୍ଟରଙ୍କ ଘଂଟା ୧୨ କୋଟିରେ ନିଲାମ ହୋଇଛି । ଏହା ବିଶ୍ୱ ରେକର୍ଡ ବୋଲି ନିଲାମୀ ସହିଜ ଜଡିତ ଆଣ୍ଡ୍ର‌୍ୟୁ…

ସ୍ପେନିଶ ପାରା ଆନ୍ତର୍ଜାତୀୟ ବ୍ୟାଡମିଂଟନ: ଓଡିଶାର ଦୀପ ରଞ୍ଜନଙ୍କୁ ୨ଟି ରୌପ୍ୟ

ନୂଆଦିଲ୍ଲୀ: ଟେଲେଡୋରେ ଅନୁଷ୍ଠିତ ସ୍ପେନିଶ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନରେ ଓଡିଶାର ଦୀପ ରଞ୍ଜନ ବିଶୋୟୀ ୨ଟି ରୌପ୍ୟ ପଦକ ଜିତି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି । ପୁରୁଷ ଡବଲ୍ସ ଏସଏଲ୩ ଓ ଏସଏଲ୪ରେ ଉତରାଖଣ୍ଡର ମନୋଜ ସରକାରଙ୍କୁ ସାଥୀ କରି ଏହି ସଫଳତା ହାସଲ କରିଛନ୍ତି । ୨ଟି…

ତାତିରୁ ଆଶ୍ୱସ୍ତି ଆଣିଦେବ କି କାଳବୈଶାଖୀ ! ଆଗାମୀ ୩ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର: ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ଏହାରି ଭିତରେ ରାଜ୍ୟର କିଛି ଜିଲ୍ଲା ଆସନ୍ତା ୩ ଘଣ୍ଟା ମଧ୍ୟରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏନେଇ ଭାରତ ପାଣିପାଗ ବିଭାଗ ରବିବାର ସୂଚନା ଦେଇଛି।…

କହ୍ନୈୟାଙ୍କ ପ୍ରାର୍ଥୀତ୍ୱକୁ କଂଗ୍ରେସ କର୍ମୀଙ୍କ ବିରୋଧ, ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷଙ୍କ ଇସ୍ତଫା ମଞ୍ଜୁର

ନୂଆଦିଲ୍ଲୀ: ଦିଲ୍ଲୀ କଂଗ୍ରେସ ପ୍ରଭାରୀ ଦୀପକ ବାୱରିଆ କହ୍ନୈୟା କୁମାରଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଛନ୍ତି। ଏହାସହ ଅରବିନ୍ଦର ସିଂ ଲଭଲିଙ୍କ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ପ୍ରାର୍ଥୀମାନଙ୍କର କୌଣସି…

ଭୁବନେଶ୍ଵରରେ ପହଞ୍ଚିଲେ ଜେପି ନଡ୍ଡା, ବ୍ରହ୍ମପୁରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେକୁ କରିବେ ସମ୍ବୋଧିନ

ଭୁବନେଶ୍ଵର: ଏକାସଙ୍ଗେ ବିଧାନସଭା ଓ ଲୋକସଭା ଲଢେଇ ପାଇଁ ତୟାର ରହିଛି ଓଡ଼ିଶା । ମତଦାନ ତାରିଖ ପାଖେଇ ଆସୁଥିବାରୁ ଭୋଟରଙ୍କୁ ବିଭିନ୍ନ ପ୍ରକାରେ ନିଜ ଆଡକୁ ଟାଣିବାକୁ ରଣକୌଶଳ ଆପଣାଉଛନ୍ତି ରାଜନୈତିକ ଦଳ । ମୈଦାନକୁ ଓହ୍ଲାଇଲେଣି ଷ୍ଟାର ପ୍ରଚାରକ । ବିଜେଡିକୁ ଟକ୍କର ଦେବାକୁ କେନ୍ଦ୍ରୀୟ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିନ୍ନିଲ କ୍ରୀଷ୍ଣାଙ୍କ ବହିଷ୍କାର ଦାବି କଲା ବିଜେପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିନ୍ନିଲ କ୍ରୀଷ୍ଣାଙ୍କ ବହିଷ୍କାର ଦାବି କଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଦାବି କଲେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ମାର୍ଚ୍ଚ ୧୬ରୁ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରୁଛି CMO । ବିଜେଡିର ଜଣେ ନେତାଙ୍କ ସହ CMOର ଜଣେ…

ନିର୍ବାଚନ ବେଳେ ବ୍ୟାପକ ହେଉଛି ଚେକିଂ ଓ ବ୍ଲକିଂ, ଯାଞ୍ଚ ବେଳେ କାରରୁ ଧରାପଡ଼ିଲା ନଗଦ ୩ ଲକ୍ଷ ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ କାର୍‌ ଯାଞ୍ଚ ବେଳେ କାରରୁ ୩ ଲକ୍ଷ ୬୦ ହଜାର ଟଙ୍କା ଜବତ । କିଏ ଓ କେଉଁ ପରିସ୍ଥିତିରେ ଟଙ୍କା ନେଉଥିଲେ ସ୍ପଷ୍ଟ ହୋଇନି ବୋଲି କହିଛନ୍ତି ପୋଲିସ କମିଶନର। ତେବେ ଟଙ୍କା ଜବତ ବେଳେ…

ସାହିତ୍ୟ ମୋ ଜୀବନର ଗତିପଥ : ମୁକ୍ତିରାଣୀ ଦେବତା

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ମୁକ୍ତିରାଣୀ ଦେବତା ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…