Home ଓଡିଶା ବଲାଙ୍ଗୀର

ବଲାଙ୍ଗୀର

Bolangir

ବିଚ୍ ବଜାରରେ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା, ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ ଯୁବକ

ସଇଁନ୍ତଳା : ଦିବାଆଲୋକରେ ବିଚ୍ ବଜାରରେ ଦେଢ ଲକ୍ଷ ଟଙ୍କା ଲୁଟ । ଟିଟିଲାଗଡ଼ ଶାସ୍ତ୍ରୀ ଛକ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ବଜାର ଶାଖା ସମ୍ମୁଖରେ ଦୁଇ ଜଣ ଦୁର୍ବୁତ୍ତ ଟଙ୍କା ଲୁଟ କରିଛନ୍ତି । ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା...

କଟକଣା ଭିତରେ ବଲାଙ୍ଗିର ଜିଲ୍ଲାରେ ଚାଲିଛି ଶିବରାତ୍ରୀ ପୂଜା, ମଧ୍ୟରାତିରେ ଉଠିବ ମହାଦୀପ

ବଲାଙ୍ଗିର: ରୀତିନୀତି ଅନୁଯାଇ ବଲାଙ୍ଗିର ଜିଲ୍ଲାରେ ପାଳିତ ହୋଇଛି ଜାଗର । ଜିଲ୍ଲାର ପ୍ରସିଦ୍ଧ ହରିଶଙ୍କର, ରାଣୀପୁର ଝରିଏଲ ଶୈବ ପୀଠ, ଟିଟିଲାଗଡ ଶୈବପୀଠ, ବେଲଖଣ୍ଡି ଶୈବ ପୀଠ, ବଲାଙ୍ଗିର ସୁର୍ଡା, ଆଠଗାଁ, ସହରର ବିଭିନ୍ନ ଶୈବ ପୀଠରେ ଚାଲିଛି ଜାଗର ପୂଜା...

ବଲାଙ୍ଗିରରେ କ୍ରିକେଟ୍ ଖେଳିବେ କଳାକାର, ଏକାଠି ହେବେ ପଶ୍ଚିମ ଓଡିଶାର ବିଶିଷ୍ଟ କଳାକାରମାନେ 

ବଲାଙ୍ଗିର: ବଲାଙ୍ଗିରରେ କ୍ରିକେଟ ଖେଳିବେ କଳାକାର । ପଶ୍ଚିମ ଓଡିଶାର ବିଶିଷ୍ଟ କଳାକାରମାନେ ଏକତ୍ରିତ ହେବେ । ସେଥିପାଇଁ  ବନ୍ଧୁତାପୂର୍ଣ୍ଣ ସେଲିବ୍ରେଟି ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଏନେଇ ଯାଦବ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।  ପଶ୍ଚିମ...

ଭିଜିଲାନ୍ସ ଜାଲରେ ଡେପୁଟୀ ରେଞ୍ଜର, ବିଭିନ୍ନ ସ୍ଥାନରେ ରେଡ୍

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ଡେପୁଟୀ ରେଞ୍ଜର କେଶବ ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି । କେଶବ ନାୟକଙ୍କ ଅଫିସ୍ ସହ ବଲାଙ୍ଗିର ସାଗରପଡ଼ା, ଇଚ୍ଛାପଡ଼ା ଓ...

ପରିବା ବ୍ୟବସାୟୀଙ୍କ ଉପରେ ଚଢ଼ିଗଲା ପିକଅପ୍ ଭ୍ୟାନ, ଜଣେ ମୃତ, ୩ ଗୁରୁତର 

ଟିଟିଲାଗଡ଼: ପରିବା ବ୍ୟବସାୟ ସମୟରେ ଘଟିଲା ଅଘଟଣ । ଟିଟିଲାଗଡ଼ ପୋଲିସ ଥାନା ନିକଟରେ ଥିବା ପରିବା ହାଟ ଉପରେ ଚଢିଗଲା ପିକ୍‌ଅପ୍‌ ଭ୍ୟାନ । ଘଟଣା ସ୍ଥଳରେ ଜଣେ ପରିବା ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ପରିବା ବିକାଳୀ ଗୁରୁତର...

ଗଛରେ ପିଟି ହେଲା କାର, ୨ ମୃତ ଓ ୨ଗୁରୁତର

ବଲାଙ୍ଗିର: ଗଛରେ ପିଟି ହେଲା କାର୍ । ଦୁର୍ଘଟଣା ନେଲା ଦୁଇ ଜଣଙ୍କର ଜୀବନ । ଆଉ ଦୁଇ ଜଣ ଆହତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରାସ୍ତାର ସାଗରପାଲିରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳି ପାରି...

ଡେଡ୍ ଲାଇନ:୨୦୨୩ ସୁଦ୍ଧା ଲୋୟର ସୁକତେଲ ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ, ବିସ୍ଥାପିତଙ୍କୁ ମିଳିବ ଉଚିତ ଥଇଥାନ ଓ...

ବଲାଙ୍ଗିର: ଅତି ଶୀଘ୍ର ସମ୍ପୂର୍ଣ୍ଣ ହେବ ବଲାଙ୍ଗୀର ଜିଲ୍ଲାର ଲାଇଫ ଲାଇନ ପ୍ରକଳ୍ପ ଲୋୟର ସୁକତେଲ । ଦିଆଗଲାଣି ଡେଡ୍ ଲାଇନ । ଆଗାମୀ ୨୦୨୩ ସୁଦ୍ଧା କାମ ସମ୍ପୁର୍ଣ୍ଣ କରିବାକୁ ନିର୍ଦେଶ ମିଳିସାରିଛି । ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି ।...
Cattle Laden Truck Overturned In Jaleswar, 15 Cows Killed

ଓଲଟିଲା ଶ୍ରମିକଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍

ବଲାଙ୍ଗିର: ଓଲଟିଲା ପିକଅପ ଗାଡି । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ଆହତ ହୋଇଛନ୍ତି ୬ ଜଣ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଚାରିଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଶ୍ରମିକମାନକୁ ନେଇ ଯାଉଥିବା ବେଳେ ପିକଅପ୍ ଭ୍ୟାନଟି...

ଲୁଚି ରହିଛନ୍ତି ୧୦ରୁ ୧୫ ମାଓବାଦୀ, ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ

ବଲାଙ୍ଗିର: ବଲାଙ୍ଗିର ଲାଠୋର ବେନ୍ଦେର ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ । ଗତକାଲି ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଜଙ୍ଗଲରେ ୧୦ରୁ ୧୫ ଜଣ ମାଓବାଦୀ...

ବାଇକକୁ ଧକ୍କା ଦେଲା କାର, ଜଣେ ମୃତ

ବଲାଙ୍ଗିର: ବାଇକକୁ ଧକ୍କା ଦେଲା କାର । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ରୁଗୁଡିପାଲି ଛକଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଆନ୍ୟ ଜଣେ ଗୁରୁତର ହୋଇଛନ୍ତି ।  ଜଣେ  ଫ୍ଲିପକାର୍ଟର ଡେଲିଭରୀ ବଏ ବାଇକରେ ଆସୁଥିବା...

ସାହିତ୍ୟ