Latest Odisha News

BREAKING NEWS

Browsing Category

ଢେଙ୍କାନାଳ

Dhenkanal

[ଦେଖନ୍ତୁ ଭିଡିଓ] ମନ୍ଦିରରୁ ଚୋରି ବେଳେ ସିସିଟିଭିରେ କଏଦ ହେଲା ଲୁଟ୍ ଚିତ୍ର

ଢେଙ୍କାନାଳ : ବିଳମ୍ବିତ ରାତିରେ ମନ୍ଦିରରୁ ଚୋରି। ଚୋରି ମନ୍ଦିର ଭିତରୁ ଚୋରି କରିନେଇଥିବା ବେଳେ ସିସିଟିଭି କ୍ୟାମେରାରେ ଧରାପଡ଼ିଛି। ଘଟଣା ଘଟିଛି ଢେଙ୍କାନାଳ ପରଜଙ୍ଗ ସାଆନ୍ଦା ଅଞ୍ଚଳରେ। ସେଠାରେ ଥିବା କିଛି ମନ୍ଦିରରୁ ଲଗାତର ଭାବେ ଲୁଟେରା ଲୁଟି ନେଇଛନ୍ତି ଠାକୁରଙ୍କ ମୂର୍ତ୍ତି ସହ ପୂଜା…

[ଦେଖନ୍ତୁ ଭିଡିଓ] ଦୁର୍ଗମ ଅଞ୍ଚଳରେ ଜନ୍ତୁ ଆତଙ୍କ। ଗାଁରେ ବିଦ୍ୟାଳୟ ଦାବି

ଢେଙ୍କାନାଳ : ଗାଁରେ ନାହିଁ ସ୍କୁଲ । ବଣ ପାହାଡ ଘେରା ଅଞ୍ଚଳ। ତା ସାଙ୍ଗକୁ ଜଙ୍ଗଲ ରାସ୍ତା ଅତିକ୍ରମ କରି ପାଠ ପଢିବାକୁ ଯାଉଛନ୍ତି କୁନି କୁନି ପିଲା ମାନେ। ଘଞ୍ଚ ଜଙ୍ଗଲ ସାଙ୍ଗକୁ ଜଙ୍ଗଲୀ ଜନ୍ତୁ ଆତଙ୍କ। ଆଉ ଏଥିରୁ ବାଦ୍ ପଡ଼ୁନାହାନ୍ତି ହାତୀ ପଲ। ଜୀବନକୁ ପାଣି ଛଡାଇ ବିଦ୍ୟାଳୟକୁ ଯାଉଥିବା…

ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଆଗରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ : ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଆତ୍ମହତ୍ୟା ଉଦ୍ୟମ । ଦେହରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ଜଣେ ଯୁବକ । ଗୋଟିଏ ପଟେ ବ୍ଲକ କାର୍ଯ୍ୟାଳୟ ପରିସରରେ ଚାଲିଛି ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର, ଅନ୍ୟପଟେ ଜନଶୁଣାଣୀ ଶିବିର ବାହାରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମା…

[ଦେଖନ୍ତୁ ଭିଡିଓ] ଗାଁକୁ ନାହିଁ ରାସ୍ତା। ନଈର ଭରା ପାଣିରେ ପାର ହେଉଛି ରୋଗୀ

ଢେଙ୍କାନାଳ : ଲଗାଣ ବର୍ଷା , ଉଛୁଳା ନଈ। ଆଉ ସେହି ନଦୀ ପାଣି ଭିତରେ ପଶି ପାର ହୋଇଯାଇଛି ରୋଗୀ । ଶରୀର ଅସୁସ୍ଥ ହୋଇପଡ଼ିଥିବା ବେଳେ ଜଣେ ରୋଗୀକୁ ଭାରରେ ବୁହା ହେଇ ନିଆଯାଉଛି । ତାହା ପୁଣି ଭରା ନଦୀରେ । ରାସ୍ତା ଖଣ୍ଡିଏ ନଥିବାରୁ ଲୋକେ ବାଧ୍ୟ ହୋଇ ଭରା ପାଣି ଭିତରେ ପଶି ରୋଗୀକୁ ଚିକିତ୍ସା…

ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ ।

ଢେଙ୍କାନାଳ : ବୋହୂର ଟାଙ୍ଗିଆ ଚୋଟରେ ଶ୍ବଶୁରଙ୍କ ମୃତ୍ୟୁ । ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ଗାଁର ବେଣୁଧର ପଧାନ। ଶ୍ବଶୁରଙ୍କ ପ୍ରତି ଆକ୍ରମଣରେ ବୋହୂ ମଧ୍ୟ ଗୁରୁତର ହୋଇଛନ୍ତି। ଗୁରତର ବୋହୂ ହେଲେ ଯଶୋଦା ପ୍ରଧାନ। ଗୁରୁତର ଅବସ୍ଥାରେ ବୋହୂ ଯଶୋଦାଙ୍କୁ ଅନୁଗୁଳ…

ସ୍କୁଲ ଭିତରକୁ ସାମ୍ବାଦିକ ପ୍ରବେଶ ନିଷ୍ପତ୍ତିକୁ ପ୍ରତ୍ୟାହାର କଲେ କଙ୍କଡାହାଡ ବିଇଓ, ଅନ୍ୟମାନେ କେବେ ?

ଢେଙ୍କାନାଳ: ସାମ୍ବାଦିକଙ୍କୁ ସ୍କୁଲ ଭିତରକୁ ପ୍ରବେଶ ନେଇ ଲଗାଇଥିବା କଟକଣା ପ୍ରତ୍ୟାହାର କଲେ ଢେଙ୍କାନାଳ ଜିଲ୍ଲା କଙ୍ଗଡାହାଡ ବିଇଓ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଚିଠି ଜାରି କରି ସେ ତାଙ୍କ ପୂର୍ବ ନିଷ୍ପତ୍ତିକୁ ପ୍ରତ୍ୟାହାର କରୁଛନ୍ତି ବୋଲି ଦର୍ଶାଇଛନ୍ତି। କିଛି ମିଡିଆ…

ଆରବସାଗରରେ ONGC ହେଲିକପ୍ଟର କ୍ରାସରେ ଓଡ଼ିଆ ପୁଅର ମୃତ୍ୟୁ , ଅଧା ରହିଗଲା ସ୍ବପ୍ନ

 ଢେଙ୍କାନାଳ :  ଆରବ ସାଗରରେ ONGC ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଭୂତତ୍ୱ ବିଜ୍ଞନୀ ସତ୍ୟମ୍ବଦ ପାତ୍ରଙ୍କ ମୃତ୍ୟୁ ହୋଇଛି ।  ତାଙ୍କ ପୈତୃକ ଘର ଢେଙ୍କାନାଳ ଜିଲ୍ଲା ଭୁବନରେ । ମାଲକାନଗିରି ସଦର ମହକୁମାସ୍ଥିତ ଏଆରସିଏସ(ARCS) କାର୍ଯ୍ୟାଳୟରେ ସତ୍ୟମ୍ବଦଙ୍କ ବାପା ସୁରେଶ ପାତ୍ର…

[ଦେଖନ୍ତୁ ଭିଡିଓ] ବଣପାହାଡ ଘେରା ଗାଁର ସ୍ୱାବଲମ୍ବୀ ଆଦିବାସୀ ମହିଳା

ଢେଙ୍କାନାଳ : ଗାଁର ଆଦିବାସୀ ମହିଳା ହୋଇପାରିଛନ୍ତି ସ୍ୱାବଲମ୍ବୀ । ହଜାର ହଜାର ମହିଳାଙ୍କୁ ମିଳିଛି ସାହାଯ୍ୟ ସହଯୋଗ। ଯାହା ଫଳରେ ସଫଳ ହୋଇଛି ପ୍ରକଳ୍ପ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ କଙ୍କଡାହାଡରେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେହଉଛି କଙ୍କଡାହାଡର ଶଶାପଶି ଗାଁ। ଗାଁର ମହିଳା…

[ଦେଖନ୍ତୁ ଭିଡିଓ] ପିଇବାପାଣି ସମସ୍ୟା ନେଇ ରାଜରାସ୍ତାରେ ଗାଁର ଲୋକେ

ଢେଙ୍କାନାଳ :  ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ିଛି ଜନଜୀବନ । ତା ସହିତ ବିଭିନ୍ନ ସ୍ଥାନରେ ପିଇବାପାଣିର ସମସ୍ୟାକୁ ଯେମିତି ଆହୁରି ବଢାଇ ଦେଇଛି । କିଛି ସ୍ଥାନରେ ଅତିଷ୍ଠ ଲୋକେ ପ୍ରତିବାଦ କରୁଛନ୍ତି । ହେଲେ ପାଣି ସମସ୍ୟା ଦୂର ହୋଇପାରୁନି । ସେହିଭଳି ଢେଙ୍କାନାଳ କାମାକ୍ଷାନଗରରେ ପିଇବା…

[ଦେଖନ୍ତୁ ଭିଡିଓ] ମଦ୍ୟପ ଡ୍ରାଇଭର ଓଲଟାଇ ଦେଲା ଶ୍ରମିକ ବୋଝେଇ ଟ୍ରକ: ୨୦ ଆହତ ୫ ଗୁରୁତର

ଢେଙ୍କାନାଳ : ମଦ୍ୟପ ଡ୍ରାଇଭର ଓଲଟାଇ ଦେଲା ଶ୍ରମିକ ବୋଝେଇ ଟ୍ରକ ୨୦ ଆହତ ୫ ଜଣ ଗୁରୁତର  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ନୂଆସାହି ନିକଟରେ ଓଲଟିଲା ଶ୍ରମିକ ବୋଝେଇ ଟ୍ରକ । ୨୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଓ ଆହତ…