Latest Odisha News

BREAKING NEWS

Browsing Category

ଯାଜପୁର

Jajpur

କେଉଁଠୁ ଆସିଲା କଟା ଗୋଡ଼ ? ଭୟଭୀତ ଲୋକେ

ଯାଜପୁର  : ଜଙ୍ଗଲରୁ କଟା ଗୋଡ଼ ଉଦ୍ଧାର। କେଉଁଠୁ ଆସିଲା କଟା ଗୋଡ଼ ? ଜଙ୍ଗଲରେ କଟା ଗୋଡ଼ କିଏ ପକାଇଲା, ତାହା ଜଣାପଡ଼ିନି। ତେବେ କଟା ଗୋଡ଼ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ନିକଟ…

[ଦେଖନ୍ତୁ ଭିଡିଓ] କୂଅରୁ ଉଦ୍ଧାର ହେଲା ହାତୀଛୁଆ : ୫ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର

ଯାଜପୁର : କୂଅରୁ ଉଦ୍ଧାର ହେଲା ହାତୀ ଛୁଆ । ଯାଜପୁର ଦେହୁରିଗଡ଼ ନିକଟରେ ପରିତ୍ୟକ୍ତ କୂୂଅରେ ଖସିପଡ଼ିଥିଲା ହାତୀ ଛୁଆ । ସ୍ଥାନୀୟ ଲୋକ ଏନେଇ ବନବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବଇରୀ ଓ ଚଣ୍ଡିଖୋଲ ବନ କର୍ମଚାରୀମାନେ ପହଞ୍ଚି ୫ ଘଣ୍ଟାର ଉଦ୍ୟମ ପରେ ଜେସିବି ସାହାଯ୍ୟରେ କୂଅ ଭିିତରୁ…

ରୋଗୀ ନେଇ ବାଲେଶ୍ୱରରୁ କଟକ ଆସୁଥିବା ବେଳେ ଦୁର୍ଘଟଣା : ୩ ମୃତ,୨ ଗୁରୁତର

ଯାଜପୁର : ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ରୋଗୀ, ଆମ୍ବୁଲାନ୍ସ ଡ୍ରାଇଭର ଓ ସହଯୋଗୀ ଜୀବନ ହରାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଏନ୍ଏଚ୍ ୧୬ ଯାଜପୁର ବଡ଼ଚଣା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସଟି ଏକ ଟ୍ରକକୁ ପଛପଟୁ ଧକ୍କା…

[ଦେଖନ୍ତୁ ଭିଡିଓ] ଆଜିଠାରୁ ଯୁକ୍ତଦୁଇ ପରୀକ୍ଷା: ଗ୍ରୀଷ୍ମପ୍ରବାହରେ ବି ପରୀକ୍ଷା ସେଣ୍ଟରରେ ନାହିଁ କୌଣସି ବ୍ୟବସ୍ଥା

ଯାଜପୁର : ଆଜିଠାରୁ ଆରମ୍ଭ  ଯୁକ୍ତଦୁଇ ପରୀକ୍ଷା । ପ୍ରଚଣ୍ଡ ଖରାକୁ ନଜରରେ ରଖି ପରିକ୍ଷାର୍ଥୀଙ୍କ ପାଇଁ ବନ୍ଦୋବସ୍ତ କରାଯିବ । ପରୀକ୍ଷା କେନ୍ଦ୍ରରେ ଥଣ୍ଡା ପାଣି ସହ ଓଆରଏସ ମହଜୁତ ରଖାଯିବ । ଚଳିତବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେବେ । ୧୧୩୩ଟି ପରୀକ୍ଷା…

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଆରଏମସିର ମାର୍କେଟ ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଯାଜପୁର: ଆରଏମସିର ମାର୍କେଟ ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆରଏମସିର ମାର୍କେଟ ସରକାର ଭାବେ କାର୍ଯ୍ୟରତ ଗୟାଧର ସାହୁଙ୍କ ବାସଭବନ ଏବଂ ଭଡ଼ା ଦିଆଯାଇଥିବା ଘରେ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଥିବାର ଖବର ମିଳିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯାଜପୁର ଟାଉନ ଥାନା…

ଆପାତକାଳୀନ ସ୍ଥିତିରେ ପ୍ରସ୍ତୁତି ଯାଂଚ ପାଇଁ କଳିଙ୍ଗନଗର ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ମକ୍ ଡ୍ରିଲ୍

ଯାଜପୁର: ଆପାତକାଳୀନ ସ୍ଥିତିରେ କଳିଙ୍ଗ ନଗର ପ୍ଲାଣ୍ଟରେ କିପରି ରହିଛି ମୁକାବିଲା ପ୍ରସ୍ତୁତି । ଖାସ୍ ମୁକିବିଲା ପ୍ରସ୍ତୁତି ଯାଂଚ କରିବା ପାଇଁ ଗତ ବୁଧବାର ଦିନ ପ୍ଲାଣ୍ଟ ପରିସରରେ ମକ୍ ଡ୍ରିଲ୍‌ର ଆୟୋଜନ କରାଯାଇଥିଲା । ଏଥିପାଇଁ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଭଳି ବିପଦଜନକ (ନାଟ୍ୟ…

ଫସଲ ନଷ୍ଟ , ଋଣ ନେଲା ଚାଷୀଙ୍କ ଜୀବନ , କ୍ଷତିପୂରଣ ଦାବି କଲେ ପରିବାର

ଯାଜପୁର : ଜୀବନ ନେଇଗଲା ଋଣ ଭାର । ଋଣ ଭାର ସହି ନପାରି ଜୀବନ ହାରିଦେଲେ ଚାଷୀ ।ଯାଜପୁର ଜିଲ୍ଲା ବିଂଝାରପୁରର ଜରି ନାଉବାଙ୍କ ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଭାଗଚାଷୀ ନବଘନ ଧଳ ଧାର କରଜ ସୁଝି ନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଅଦିନିଆ ବର୍ଷା…

ସମ୍ପତ୍ତି ଲୋଭରେ ଜନ୍ମ କଲା ବୃଦ୍ଧା ମାଆକୁ ଅମାନୁଷିକ ନିର୍ଯାତନା

ଯାଜପୁର : ପଇସା ଲୋଭରେ ପୁଅ ବୋହୁଙ୍କ ବର୍ବରତା। ନିଜ ଜନ୍ମ କଲା ମାଆକୁ ଅମାନୁଷିକ ନିର୍ଯାତନା ଦେଇଛି ପୁଅ। ଆଶ୍ରା ପାଲଟିବା ସମୟରେ ଜୀବୀତ ଭାବେ ମୃତ୍ୟୁଠୁ ବଳି ଦଣ୍ଡ ଦେଇଛି ପିଶାଚ ପୁଅ । ବୟସର ଅପରାହ୍ନରେ ପହଞ୍ଚିଥିବା ମାଆ ନିଜ ଅବଶ ଶରୀର ବୋହି ପାରୁନଥିବା ବେଳେ ଏବେ ପୁଅର ଅକଥନୀୟ…

[ଦେଖନ୍ତୁ ଭିଡିଓ] ବୈତରଣୀ ନଦୀରୁ ୫ଟି ବିରଳ ପ୍ରାଚୀନ ମୂର୍ତ୍ତି ଉଦ୍ଧାର

ଯାଜପୁର: ଉଦ୍ଧାର ହୋଇଛି ହଜିଯାଉଥିବା କିର୍ତ୍ତୀରାଜି । ପୂର୍ବରୁ ବହୁଥର ସେହି ସ୍ଥାନରୁ ପୁରୁଣା ମନ୍ଦିର ଭଗ୍ନାଂଶ ଉଦ୍ଧାର କରାଯାଇଥିଲା । ଏବେ ପୁଣି ଥରେ ଯାଜପୁର ବରାହ ମନ୍ଦିର ନିକଟ ବୈତରଣୀ ନଦୀରୁ ୫ଟି ବିରଳ ପ୍ରାଚୀନ ମୂର୍ତ୍ତି ଉଦ୍ଧାର ହୋଇଛି । ମନ୍ଦିର ପୂଜକ ଭୋଳାନାଥ ପଣ୍ଡା…

ଦଶରଥପୁରରେ ତହସିଲଦାରଙ୍କୁ ବାଲି ମାଫିଆଙ୍କ ହତ୍ୟା ଉଦ୍ୟମ

ଯାଜପୁର : ଯାଜପୁରରେ ପୁଣି ମାତିଲେ ବାଲି ମାଫିଆ । ଚଢାଉ ବେଳେ ତହସିଲଦାରଙ୍କୁ ଗାଡି ଚଢାଇବାକୁ ଉଦ୍ୟମ କରିବାକୁ ବି ପଚାଇଲେନି ବାଲି ମାଫିଆ । ଦଶରଥପୁର ତହସିଲରୁ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ । ଦଶରଥପୁର ତଦସିଲଦାର ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି…