Latest Odisha News
Browsing Category

ଯାଜପୁର

Jajpur

ବନ୍ଦ ହେଲା ବାରୁଣୀ ସ୍ନାନ: ବୁଡ଼ ଅଂଚଳରେ ୧୪୪ ଧାରା

ଯାଜପୁର: ବନ୍ଦ ହେଲା ବାରୁଣୀ ସ୍ନାନ। ଯାଜପୁର ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ହେବାକୁ ଥିବା ବାରିଣୀ ବୁଡ଼ ଅଂଚଳରେ ଆଜି ଓ ଆସନ୍ତାକାଲି ପାଇଁ ୧୪୪ ଧାରା ଲଗାଇଛି ପ୍ରଶାସନ । କରୋନା କଟକଣା ପାଇଁ ୨ବର୍ଷ ହେଲା ବାରୁଣୀ ବୁଡ଼ ବନ୍ଦ ରହିଥିଲା ବେଳେ ଚଳିତ ବର୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ଆଶା…

ବାରୁଣୀ ଘାଟରେ ୧୪୪ ଧାରା ଜାରି , ବାରୁଣୀ ବୁଡ ବନ୍ଦ

ଯାଜପୁର : ବାରୁଣୀ  ଘାଟରେ ଲାଗିଲା ୧୪୪ ଧାରା ।ଆସନ୍ତା ୩୦ ତାରିଖରେ ବାରୁଣୀ ବୁଡ ସ୍ନାନ ଥିବା ବେଳେ ଯାଜପୁର ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିଛି । ୨୯ ଓ ୩୦ ତାରିଖ କଟକଣା ଜାରି କରିଛି ପ୍ରଶାସନ । ବ୍ୟାରେଜ ନିର୍ମାଣ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବାରୁଣୀ ବୁଡ ବନ୍ଦ…

ଯାଜପୁର ଓ ବୌଦ୍ଧ ଏନଏସି ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ଯାଜପୁର/ବୌଦ୍ଧ: ପୌର ନିର୍ବାଚନରେ ଆଜି ଆସିବ ରେଜଲ୍ଟ । ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଛି । ପ୍ରାରମ୍ଭିକ ଗଣତିରେ ବିଭିନ୍ନ ଏନଏସି, ମ୍ୟୁନିସିପାଲିଟିରେ ରହିଛନ୍ତି ବିଜେଡି ପ୍ରାର୍ଥୀ । ଯାଜପୁର ଓ ବୌଦ୍ଧ ଜିଲ୍ଲାରେ ଏନଏସି ଅଧ୍ୟକ୍ଷ ନିର୍ବାଚନରେ ବାଜି ମାରିଛି ବଜେଡି । ଏଠାର ଅଧ୍ୟକ୍ଷ ପଦ…

ଟାଟା ଷ୍ଟିଲ ମାଇନିଂ ସଷ୍ଟେନେବିଲିଟି ପାଇଁ ମର୍ଯ୍ୟାଦାଜନକ ଗୋଲ୍ଡେନ୍ ପିକକ୍ ପୁରସ୍କାର

ସୁକିନ୍ଦା: ସଷ୍ଟେନେବିଲିଟି ପାଇଁ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍)କୁ ମର୍ଯ୍ୟାଦାଜନକ ଗୋଲ୍ଡେନ୍ ପିକକ୍ ପୁରସ୍କାର-୨୦୨୧ରେ ସ୧ାନିତ କରାଯାଇଛି । ଦୀର୍ଘସ୍ଥାୟୀତ୍ୱ କ୍ଷେତ୍ରରେ ଏକ ବଡ଼ ସଫଳତା ଓ ପର୍ଯ୍ୟାବରଣ, ସାମାଜିକ ଓ କର୍ପୋରେଟ୍ ଶାସନ ନୀତିକୁ ପ୍ରୋତ୍ସାହିତ କରିବା ସହିତ…

ବାଲିଘାଟ ବିବାଦକୁ ନେଇ ବୋମା ମାଡ଼, ଜଣେ ମୃତ

ଯାଜପୁର: ବାଲିଘାଟ ବିବାଦକୁ ନେଇ ଫୁଟିଲା ବୋମା । ଚାଲିଗଲା ଜଣଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ମୃତକ ଜଣକ ସୁରେନ୍ଦ୍ର ଦାସ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ବିଞ୍ଝାରପୁର ଥାନା ଅନ୍ତର୍ଗତ ବଗମରା ପାଖ ମନେଇଗଣ୍ଡ ବାଲିଘାଟକୁ କେନ୍ଦ୍ରକରି ଏଭଳି ଘଟଣା…

[ଦେଖନ୍ତୁ ଭିଡିଓ] ପୌର ନିର୍ବାଚନ ନେଇ ମାହୋଲ ସରଗରମ: ନିର୍ବାଚନୀ ରାଲିରେ ଷ୍ଟାର ପ୍ରଚାରକ

ଯାଜପୁର: ପାଖେଇ ଆସୁଛି ପୌର ନିର୍ବାଚନ । ଆସନ୍ତା କାଲି ସରିବ ନିର୍ବାଚନ ପ୍ରଚାର । ଏଥିପାଇଁ ପ୍ରତ୍ୟେକ ପୌରାଂଚଳରେ ସରଗରମ ଚାଲିଛି ପ୍ରଚାର । ରାଜ୍ୟର ଅନ୍ୟତମ ପୁରାତନ ଯାଜପୁର ପୌରପାଳିକାରେ ମଧ୍ୟ ପ୍ରଚାର ଜୋରଦାର କରାଯାଇଛି । ବିଜୁ ଜନତା ଦଳ ପକ୍ଷରୁ ବିଶାଳ ବାଇକ ରାଲି କରାଯାଇଛି ।…

ଯାଜପୁର ନଦୀ ବୁଡି ଘଟଣା: ୬ ଜଣଙ୍କ ମୃତ ଦେହ ଉଦ୍ଧାର

ଯାଜପୁର: ଯାଜପୁର ବଡସୁଆର ବନ୍ଧମୁଣ୍ଡା ଖରସ୍ରୋତା ନଦୀ ବୁଡି ଘଟଣା । ଏଥିରେ ନିଖୋଜ ୬ ଜଣ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଗତକାଲି ସୁଦ୍ଧା ନିଖୋଜ ୫ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ସକାଳୁ ଶେଷ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଉଦ୍ଧାର ଯୁବକଙ୍କ ଶବ…

ଯାଜପୁର ଖରସ୍ରୋତାରେ ବୁଡ଼ି ଯାଇଥିବା ୬ ଜଣଙ୍କର ମୃତଦେହ ମିଳିଲା

ଯାଜପୁର: ବଡ଼ସୁଆର ନିକଟରେ ଖରସ୍ରୋତା ନଦୀରେ ବୁଡ଼ି ଯାଇଥିବା ୬ ଜଣ ଯୁବକଙ୍କ ମୃତଦେହ ମିଳିଛି । ଆଜି ଆଉ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ନାଁ ବିଶ୍ୱଜିତ ଜେନା । ଗତକାଲି ଯାଏ ୫ ଜଣଙ୍କର ମରଶରୀର ଉଦ୍ଧାର କରିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ତିନି ଦିନରେ…

ଖରସ୍ରୋତା ନଦୀରେ ୭ ଜଣ ବୁଡିଯିବା ଘଟଣା : ଚତୁର୍ଥ ଜଣକ ମୃତ ଦେହ ଉଦ୍ଧାର

ଯାଜପୁର  : ଖରସ୍ରୋତା ନଦୀରେ ଗତକାଲି ପିଲାମାନେ ବୁଡିଯିବା ଘଟଣା । ଖରସ୍ରୋତା ନଦୀରେ ୭ ଜଣ ବୁଡି ଯାଇଥିଲେ । ଚତୁର୍ଥ ଜଣଙ୍କ ମୃତ ଦେହ ଏବେ ଉଦ୍ଧାର ହୋଇଛି । । ଅଗ୍ନିସମ ବାହିନୀ କର୍ମଚାରୀ ମାନେ ୨୪ ଘଣ୍ଟା ହେବ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ସକାଳେ ଅଗ୍ନିସମ ବାହିନୀ କ୍ରିଷ୍ଣା…

ଖରସ୍ରୋତା ନଦୀରେ ୭ ଜଣ ବୁଡି ଯିବା ଘଟଣା : ମିଳିଲା ଆଉ ଜଣଙ୍କ ମୃତ ଦେହ , ୩ ନିଖୋଜ

ଯାଜପୁର  : ଯାଜପୁର ବନ୍ଧମୁଣ୍ଡା ମଙ୍ଗଳାଘାଟରେ ଖରସ୍ରୋତା ନଦୀରେ ଘଟିଥିବା ଅଘଟଣ ।ଆଉ ଜଣେ ଯୁବକଙ୍କ ମୃତ ଦେହ ଆଜି ସକାଳୁ ଉଦ୍ଧାର । ଓଡ୍ରାଫ୍ ଟିମ୍ ସକାଳୁ ସକାଳୁ ଖୋଜାଖୋଜି କରିବା ପରେ କ୍ରିଷ୍ଣା ଜେନା ନାମକ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି । ବର୍ତମାନ ମୃତ୍ୟୁ ସଂଖ୍ୟା ୩କୁ…