Latest Odisha News

BREAKING NEWS

Browsing Category

ମୟୂରଭଞ୍ଜ

Mayurbhanj

ଶିମିଳିପାଳ ଅଞ୍ଚଳରୁ କଲରାପତରିଆ ବାଘଛାଲ ଜବତ: ଜଣେ ଗିରଫ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରୁ ପୁଣି କଲରାପତରିଆ ବାଘଛାଲ ଜବତ । ଏଥିସହ ଜଣକୁ ଗିରଫ କରିଛି ବନବିଭାଗ । ଶିମିଳିପାଲ ୱାଇଲ୍ଡ ଲାଇଫ ଇଣ୍ଟେଲିଜେନ୍ସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନର ଟିମ୍ ଚଢ଼ାଉ କରି ଏହି ବାଘଛାଲ ଜବତ କରିଛି ।…

ରାଜ୍ୟରେ ଚାଲିଛି ସ୍ୱଚ୍ଛତା ହିଁ ସେବା ଅଭିଯାନ, କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ଲକ୍ଷାଧିକ ଲୋକ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ଇତି ମଧ୍ୟରେ ୯ ବର୍ଷ ପୁରିବାକୁ ଯାଉଛି । ଏହି କ୍ରମରେ ଗତ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ…

ଖିଚିଂ ମନ୍ଦିରରୁ ଚୋରି, ୬ମାସ ମଧ୍ୟରେ ଏହା ଦ୍ଵିତୀୟ ଥର

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା କିଚେକେଶ୍ୱରୀ । ମା କିଚେକେଶ୍ୱରୀ ମନ୍ଦିର ଖିଚିଂ ଠାରେ ଅବସ୍ଥିତ । ଗତକାଲି ବିଳମ୍ବିତ ରାତ୍ରରେ ମା କିଚେକେଶ୍ୱରୀଙ୍କ ମୁଖ୍ୟ ଦାନ ହୁଣ୍ଡି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ମନ୍ଦିର ସମୁଖରେ ଥିବା ୩ ଟି ହୁଣ୍ଡି କାଟି…

ଜାତୀୟ ଯୋଗାସନ ପ୍ରତିଯୋଗିତା: ଭାଗ ନେବେ ମୟୂରଭଞ୍ଜର ୧୧ ଛାତ୍ରଛାତ୍ରୀ

କଟକ: ଓଡିଶା ଯୋଗ ଆସୋସିଏସନ ପକ୍ଷରୁ କଟକ ଠାରେ ଦୁଇ ଦିନିଆ ୨୯ ତମ ରାଜ୍ୟସ୍ତରୀୟ ଯୋଗାସନ ସ୍ପୋଟ୍ସ ଚମ୍ପିଆନସିପ ୨୦୨୩-୨୦୨୪ ଅନୁଷ୍ଠିତ ହୋଇଯାଇଛି । ୨ଦିନ ଧରି ଚାଲିଥିବା ଏହି ରାଜ୍ୟ ସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ ୧୭ ରୁ ଅଧିକ ଜିଲ୍ଲାର ୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ମୋଟ ୩୬୭ ଜଣ…

ଜିଲ୍ଲା ମାନ୍ୟତା ଦାବି: ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି : ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ  । ଜିଲ୍ଲା ସଂଘର୍ଷ ସମିତିର ଆହ୍ବାନ କ୍ରମେ ଏହି ବନ୍ଦ ପାଳନ କରାଯାଉଛି  । କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି କରାଯାଉଛି  । ବନ୍ଦ ପ୍ରଭାବରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ,  ସମସ୍ତ ବ୍ୟବସାୟିକ…

ଜୁଆ ଆଡ୍ଡା ଉପରେ ଚଢାଉ: ୭ ଜୁଆଡି ଗିରଫ, ୭୦ ହଜାର ଟଙ୍କା ସହ ୨୪ ଗାଡି ଜବତ

କରଞ୍ଜିଆ: ଚାଲିଥିଲା ଜୁଆ ଖେଳ ଆଉ ମାଡି ବସିଲା ପୋଲିସ  । ଜୁଆ ଖେଳ ଚାଲିଥିବାବେଳେ ପୋଲିସ ୭ ଜଣଙ୍କୁ ଗିରଫ କରିଛି  । ଏବଂ ନଗଦ ୬୯ ହଜାର ୫୦୦ ଟଙ୍କା ସହ ୨୪ଟି ଗାଡି ଜବତ କରିଛି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ  । ସୂଚନା ମୂତାବକ…

ପାରିବାରିକ କଳହର କରୁଣ ପରିଣତି: ଜନ୍ମ କଲା ଦେଢ଼ ମାସର ପୁଅକୁ ହତ୍ୟା କଲା ପିଶାଚ ମାଆ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ବାଙ୍କିଡିହି ଗାଁରେ  ଅଭାବନୀୟ ଘଟଣା ଘଟିଛି । ସ୍ୱାମୀ ସ୍ତ୍ରୀ ଝଗଡାରୁ ନିଜ ସନ୍ତାନକୁ ହତ୍ୟା କରିଛି ଜନ୍ମ କଲା ମା। ବାଙ୍କିଡିହି ଗାଁରେ ସାଲାଇ ନାଏକଙ୍କ ଦେଢ଼ ମାସର ଶିଶୁପୁତ୍ରକୁ ହତ୍ୟା କରି କେନାଲକୁ ଫିଙ୍ଗି ଦେଇଛି ଜନ୍ମକଲା ମା ପାର୍ବତୀ…

ଶିମିଳିପାଳରୁ ଠାବ ହେଲା ୧୧୧୫ ଫୁଟର ଆକର୍ଷଣୀୟ ଜଳପ୍ରପାତ

ବାରିପଦା: ମର୍ତ୍ତ୍ୟର ନନ୍ଦନକାନନ କୁହାଯାଉଥିବା ଶିମିଳିପାଳ ଜାତୀୟ ଉଦ୍ୟାନରେ ଆଜିବି ଅନେକ ଅନାଲୋଚିତ ଓ ଅନାବିଷ୍କୃତ ସ୍ଥାନ ରହିଛି। ଦୃଷ୍ଟି ଆଢୁଆଳରେ ରହିଥିବା ଏଭଳି ସ୍ଥାନ ଗୁଡିକୁ ଲୋକଲୋଚନକୁ ଆଣିବା ଓ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟନର ବିକାଶ ନିମନ୍ତେ ଦୀର୍ଘବର୍ଷ ଧରି କାର୍ଯ୍ୟରତ…

ପତ୍ରରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନ, ନିଆରା ଢଙ୍ଗରେ ଗୁରୁ ଦିବସ ପାଳିଲେ ଯୁବ ଚିତ୍ରଶିଳ୍ପୀ ସମରେନ୍ଦ୍ର

“ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର। ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ” ବାରିପଦା: ଆଜିହେଉଛି ପବିତ୍ର ଗୁରୁ ଦିବସ,ସମାଜ ରେ ଗୁରୁ ମାନଙ୍କ ସ୍ଥାନ ସର୍ବାଗ୍ରେ । ସମାଜ ଗଠନରେ ଗୁରୁର ଭୂମିକା ଅବର୍ଣ୍ଣନୀୟ । ତେବେ ଏଇ ପବିତ୍ର ଗୁରୁଦିବସ ଅବସରରେ ଶାଗୁଆନ…

ଶିମିଳିପାଳରେ ବଦଳୁଛି ମହାବଳ ବାଘଙ୍କ ରଙ୍ଗ, ବିଶେଷଜ୍ଞ ବି ଜାଣି ହେଉଛନ୍ତି ତାଜୁବ

ବାରିପଦା: ଶିମିଳିପାଳ ଅଭୟାରଣ୍ୟ ପାଇଁ ମାଡ଼ି ଆସିଛି ବିପଦ। କାରଣ ଅଭୟାରଣ୍ୟ ଭିତରେ ଥିବା ମହାବଳ ବାଘଙ୍କ ରଙ୍ଗ ବଦଳିବାରେ ଲାଗିଛି । ଅନ୍ୟ ପ୍ରଜାତି ବାଘଙ୍କ ସହ ସଙ୍ଗମ ହେବା ଫଳରେ ମହାବଳ ବାଘଙ୍କ ଜିନ୍‌ରେ ପରିବର୍ତ୍ତନ ଘଟୁଛି । ଦିନକୁ ଦିନ ମହାବାଳ ବାଘ ସବୁ ଅଧିକ କଳା ଦେଖାଯାଉଛନ୍ତି ।…