Latest Odisha News

BREAKING NEWS

Browsing Category

ନୂଆପଡ଼ା

Nuapara

କାହା ସ୍ବାର୍ଥରେ ମନରେଗା ଯୋଜନା ? ଅଡିଟ୍ ବେଳେ ଧରାପଡିଲା ସତ

ନୂଆପଡା :  ମନରେଗା ଯୋଜନାରେ ମହାଘୋଟାଲା । ସରକାର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି  । ହେଲେ ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଁଞ୍ଚୁନି ।  ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ଖାମଖିଆଲ ନୀତି ଯୋଗୁଁ ଅର୍ଥ ହେରଫେର ଓ ମନରେଗା କାମରେ…

ATM କାଟି ଲକ୍ଷଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ନୂଆପଡା: ATM କାଟି ଲକ୍ଷଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଥାନାରେ ଅଭିଯୋଗ ପରେ ତଦନ୍ତ ଚଳାଇଛି ପୋଲିସ । ନୂଆପଡା ଜିଲ୍ଲା ଖଡ଼ିଆଳରେ ଥିବା ଏକ ଏଟିଏମକୁ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଖଡ଼ିଆଳ ମିଶନ ନିକଟରେ ଥିବା…

ଚାଲିଛି ପିସି କାରବାର, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିମ୍ନମାନର ରାସ୍ତା ନିର୍ମାଣ କରି ମାଲେମାଲ୍ ବିଭାଗ ଓ ଠିକାଦାର

ନୂଆପଡା: ପିସି ରେ ପେଷି ହେଉଛି ନୂଆପଡା ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ୟାଳୟ  । ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ କୋଟିକୋଟି ଟଙ୍କାର ରାସ୍ତା କାମରେ ନିମ୍ନମାନର ରାସ୍ତା ନିର୍ମାଣ କରି ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଛାଡି ଯାଇଛନ୍ତି ଉଭୟ ବିଭାଗ ଓ ଠିକାଦାର…

ପିଏଲଜିଏ ୨୩ ବର୍ଷ ପୂର୍ତ୍ତି ପାଳନ ଅବସରରେ ଲାଗିଲା ମାଓ ବ୍ୟାନର

ନୂଆପଡା: ଆଜିଠାରୁ ଡିସେମ୍ବର ଆଠ ତାରିଖ ଯାଏ ମାଓବାଦୀ ପାଳିବେ ପିଏଲଜିଏ ସପ୍ତାହ । ପିଏଲଜିଏର ୨୩ବର୍ଷ ପୂର୍ତ୍ତି ଅଵସର ମାଓବାଦୀ ମାନେ ଏହି ସପ୍ତାହକୁ ଜୋର ସୋରରେ ପାଳନ କରିବା ପାଇଁ ଆହ୍ୱାନ କରିଛନ୍ତି । ଏଥିପାଇଁ ନୂଆପଡାରେ ମାଓ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ସମସ୍ତ ବ୍ୟାନର ଲାଲ ରଙ୍ଗର…

ସରକାର ଯୋଜନା ପାଲଟିଛି ସାତ ସପନ, ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି ଦିବ୍ୟାଙ୍ଗ ଯୁଧିଷ୍ଠିର

ନୂଆପଡା: ସରକାର ଗରିବ ଶ୍ରେଣୀର ଲୋକଙ୍କୁ ଗ୍ରାମୀଣ ଆବାସରେ ଘର ଖଣ୍ଡିଏ ଯୋଗାଇବାର ବ୍ୟବସ୍ଥା କରିଛନ୍ତି । ଏମିତିକି ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରାଥମିକତା ଦେବାର ନିୟମ ରହିଛି । ଏ ହେଉଛନ୍ତି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଖାସବାହାଲ ପଞ୍ଚାୟତ ଚଚରାଭଟା ଗ୍ରାମର ଦିବ୍ୟାଙ୍ଗ…

୪ମାସ ହେଲା ମିଳୁନି ଚାଉଳ , ଓଳିଏ ଖାଇଲେ ଓଳିଏ ଉପାସ ଲୋକେ

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଳକର ଲର୍କୀ ଗାଁ। ଏହା ହେଉଛି ଏକ ଆଦିବାସୀ ବହୁଳ ପଛୁଆ ଗାଁ । ଏହି ଗାଁର ପ୍ରାୟ ଅଧିକାଂଶ ଲୋକ ଚାଷବାସ ସହ ଶ୍ରମିକ ଭାବେ କାମ କରି ନିଜ ପେଟ ପୋଷନ୍ତି । ଏମାନେ ସାଧାରଣତଃ ପିଡିଏସ ଚାଉଳ ଉପରେ ନିର୍ଭର କରିଥାନ୍ତି । ହେଲେ ଗଣ୍ଡାମେର ପଞ୍ଚାୟତ ର ଏହି…

ସହର ଭିତରେ ରାଜ କରୁଛି ବିଦେଶୀ ମଦ ଦୋକାନ, ପରିବେଶ ଦୂଷିତ ସହ ଦୁର୍ଘଟଣାକୁ କରୁଛି ଆମନ୍ତ୍ରଣ

ନୂଆପଡା: ନୂଆପଡା ଜିଲ୍ଲାର ଐତିହାସିକ ଓ ସଂସ୍କୃତି ସମ୍ପନ୍ନ ଖଡ଼ିଆଳ ସହରର ଜନ ଗହଳି ସ୍ଥାନରେ ରାଜ କରୁଛି ବିଦେଶୀ ମଦ ଦୋକାନ । ଏନେଇ ଦିନକୁ ଦିନ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସହ ଜନ ଅସନ୍ତୋଷ ଦେଖାଦେଉଛି । ମଦ ଦୋକାନ ଗୁଡିକ ସହରର ପ୍ରାଣକେନ୍ଦ୍ରରେ ଥିବା ହେତୁ ବିଗୁଡୁଛି ପରିବେଶ…

ଧାନମଣ୍ଡି ଶୁଭାରମ୍ଭ : ଏବେ ମଣ୍ଡିରେ ଚାଲିବ ଧାନ ବିକ୍ରି

ନୂଆପଡା : ନୂଆପଡା ଜିଲ୍ଲା ତରବବୋଡ଼ଠାରେ ଚଳିତବର୍ଷ ୨୦୨୩-୨୪ ଖରିଫ ଋତୁ ପାଇଁ ଧାନମଣ୍ଡି ଶୁଭାରମ୍ଭ ହୋଇଯାଇଛି । ଜ଼ିଲ୍ଲାପାଳ ହେମକାନ୍ତ ସାଏ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଧାନମଣ୍ଡିର ଶୁଭ ଉଦଘାଟନ କରିଛନ୍ତି । ଜ଼ିଲ୍ଲା ଯୋଗାଣ ଅଧିକାରୀ ପି.କେ.ରାଉତରାୟ, ଆର ଏମ ସି ଅଧିକାରୀ…

ବିଜେଡିର ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ବିଜେପିର ରଣ ହୁଙ୍କାର

ନୂଆପଡ଼ା: ଶାସକ ଦଳରେ ଚାଲିଥିବା ଦୁର୍ନୀତି ବିରୋଧରେ ବିଜେପି ରଣହୁଙ୍କାର ଦେଇଛି। ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ପିସି କାରବାରରେ ଲିପ୍ତ ଥିବା ନେଇ ଅଭିଯୋଗ କରି ସାରା ରାଜ୍ୟରେ ବିଜେପି ବ୍ଲକ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ନୂଆପଡା ଜିଲ୍ଲାରେ…

ପିଡିଏସ ଚାଉଳ ଘୋଟାଲା, ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ହିତାଧିକାରୀ

ନୂଆପଡା: ନୂଆପଡା ଜିଲ୍ଲାରେ PDS ଘୋଟଲାର ଖବର ଏକ ସାଧାରଣ ବ୍ୟାପାର ଭଳି ମନେ ହେଉଥିବା ବେଳେ ବର୍ତ୍ତମାନ ଏହା ଏକ ସାଧାରଣ ଖବରରେ ପରିଣତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଯୋଗାଣ ସହାୟକ ମାନେ ଗରିବ ହିତାଧିକାରୀଙ୍କୁ ଚାଉଳ ଦେବାରେ ବ୍ୟତିକ୍ରମ କରି ଉପରିସ୍ଥ ଅଧିକାରୀ ଓ…