[ଭିଡିଓ] ସେବାୟତଙ୍କ ମାଡରେ ଯାତ୍ରୀ ସହାୟକ ଗୁରୁତର !

ପୁରୀ: ମହାବାହୁଙ୍କ ଘର ଦୁଆର ସାମ୍ନାରେ ମାଡଗୋଳ । ଯାତ୍ରୀ ସହାୟକଙ୍କୁ ମାଡ ମାରି ଲହୁଲୁହାଣ କଲେ ସେବାୟତ । ଏହି ମାମଲାରେ ସିଂହଦ୍ୱାର ପୋଲିସ ଅଭିଯୁକ୍ତ ସେବାୟତ ରାମକୃଷ୍ଣ ଖୁଣ୍ଟିଆକୁ ଅଟକ ରଖିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ସକାଳୁ ଉତ୍ତରଦ୍ୱାର...

ହାଜତ ଭିତରେ ହାତ ଓ ବେକ କାଟିଦେଲା ଅଭିଯୁକ୍ତ

ପୁରୀ: ହାଜତରେ ଆତ୍ମହତ୍ୟା ଉଦ୍ୟମ କଲା ଅଭିଯୁକ୍ତ । ନିଜ ହାତ ଓ ବେକ କାଟି ଦେଲା । ପୁରୀ ତାଳବଣିଆ ଥାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ତାକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି...

ଶ୍ରୀମନ୍ଦିରରେ ଯାତ୍ରୀ ସହାୟକଙ୍କ ମୁଣ୍ଡକୁ କୁଡୁଆରେ ଛେଚି ଦେଲେ ସୁଆର ସେବାୟତ

ପୁରୀ: ଶ୍ରୀମନ୍ଦିରରେ ଯାତ୍ରୀ ସହାୟକ ଓ ସୁଆର ସେବାୟତ ମୁହାଁମୁହିଁ । ସୁଆର ସେବାୟତ କୁଡୁଆ ନେଇ ମନ୍ଦିରକୁ ଯାଉଥିବା ବେଳେ ଇଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ମୁଣ୍ଡକୁ କୁଡୁଆରେ ଛେଚି ଦେଲେ ସୁଆର ସେବାୟତ ।...

ଆଜି ଅପରାହ୍ନରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ

ପୁରୀ: ଆଜି ଅପରାହ୍ନରେ ପୁରୀରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ଚତୁପାର୍ଶ୍ୱ ଐତିହ୍ୟ କରିଡର ଓ ସୁରକ୍ଷା ଜୋନ ଯୋଜନାର ଚୁଡାନ୍ତ ପ୍ଲାନକୁ ଅନୁମୋଦନ...

ପୁରୀ ପୋଲିସର ସ୍ପେଶାଲ୍ ଅପରେସନ: ବିଭିନ୍ନ ସ୍ଥାନରୁ ୧୦ ଡକାୟତ ଗିରଫ

ପୁରୀ: ଅପରାଧୀଙ୍କୁ ସାବାଡ କରୁଛି ପୁରୀ ପୋଲିସ । ବିଭିନ୍ନ ସ୍ଥାନରେ ରେଡ୍ କରି ଡକାୟତଙ୍କୁ ପିନ୍ଧାଉଛି ହାଡ଼କଡ଼ି । ପୁରୀ ବଳିଆପଣ୍ଡା ଓ ପିପିଲି ଅଞ୍ଚଳରୁ ୧୦ ଜଣ ଲୁଟେରାଙ୍କୁ ଗିରଫ କରିଛି ପୁରୀ ପୋଲିସ । ସେମାନଙ୍କ ନିକଟରୁ ବିଭିନ୍ନ...

ବାଲୁକା କଳାରେ ଭାଲେଣ୍ଟାଇନ୍ ଡେ’ ଶୁଭେଚ୍ଛା, ଦେଶକୁ ଭଲ ପାଇବାର ବାର୍ତ୍ତା ଦେଲେ ସୁଦର୍ଶନ

ପୁରୀ: ଆଜି ଭଲେଣ୍ଟାଇନ ଡେ' ବା ପ୍ରେମ ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁନ୍ଦର୍ଶନ ପଟ୍ଟନାୟକ । ବାଲୁକା କଳାରେ ପ୍ରେମ ଦିବସର ଶୁଭେଚ୍ଛା ଜଣାଇବା ସହ...

ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ ଭାଇରାଲ ଘଟଣାରେ ସିଂହଦ୍ୱାର ଥାନାରେ ଏତଲା, ତଦନ୍ତ ଆରମ୍ଭ

ପୁରୀ: ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ କରିବା ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ । ମାମଲା...

ଆଜି ଦୁର୍ଲଭ ପଦ୍ମବେଶରେ ବିଭୂଷିତ ହେବେ ଶ୍ରୀବିଗ୍ରହ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ । ମସ୍ତକଠାରୁ ପାଦ ଯାଏ ପଦ୍ମ ଫୁଲରେ ବିଭୂଷିତ ହେବେ ଶ୍ରୀଜିଉ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଆଜି ରାତିରେ ବଡସିଂହାର ନୀତିରେ ମହାପ୍ରଭୁ ପଦ୍ମବେଶରେ ସଜିତ ହେବେ । ଆସନ୍ତାକାଲି...

ଅଦରକାରୀ କାଗଜରେ କାଳିଆ ଠାକୁରଙ୍କ ସୁନ୍ଦର କଳାକୃତି

ପୁରୀ: ଅଦରକାରୀ କାଗଜରେ କଳାକୃତି । ମୂର୍ତ୍ତି ନିର୍ମାଣ ବି ହେଉଛି । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି କିଛି କଳାକୃତି ନିର୍ମାଣ କରିଛନ୍ତି ପୁରୀର ଯୁବ ଶିଳ୍ପୀ ସୂର୍ଯ୍ୟକାନ୍ତ ଦାସ । ଅଦରକାରୀ କାଗଜରେ ସେ ନିର୍ମାଣ କରିଛନ୍ତି...

ଫସର ଫାଟିଲା ଡକାୟତି ଯୋଜନା: ପୁରୀରୁ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୀ: ଫେଲ୍ ମାରିଲା ଡକାୟତି ଯୋଜନା । ଚଢ଼ାଉ କରି ବାନ୍ଧିଲା ପୁରୀ ପୋଲିସ । ୭ ଜଣଙ୍କୁ ଗିରଫ କରିଛି ପୁରୀ ଠାଯାଇଛି । ଗତକାଲି ସନ୍ଧ୍ୟା ସମୟରେ ପୁରୀ ଜଗନ୍ନାଥବଲ୍ଲଭ ପାର୍କିଂ ନିକଟରେ ଏମାନେ ଡକାୟତି ଯୋଜନା କରୁଥିଲେ ।...

ସାହିତ୍ୟ