Latest Odisha News

BREAKING NEWS

Browsing Category

ନବରଙ୍ଗପୁର

Nabarangpur

ମାର୍ଗଶୀର ପ୍ରଥମ ଗୁରୁବାରରେ ନବରଙ୍ଗପୁରକୁ ଆସିଲେ ଲକ୍ଷ୍ମୀ, ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର: ମାର୍ଗଶୀର ପ୍ରଥମ ଗୁରୁବାରରେ ନବରଙ୍ଗପୁରକୁ ଆସିଲେ ଲକ୍ଷ୍ମୀ । ନବରଙ୍ଗପୁର ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେଲା ଲକ୍ଷ୍ମୀ ବସ ଯୋଜନା । ଭିଡିଓ କନଫରେସିଙ୍ଗ ମାଧ୍ୟମରେ ଯୋଡି ହୋଇ ୪୫ ଟି ଲକ୍ଷ୍ମୀବସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5T ସଚିବ ଭିକେ…

ଅଜଣା ରୋଗ ଉଜାଡ଼ିଲା ଶୈଶବ, ଅସହାୟ ଚନ୍ଦ୍ର ସହୁଛି ଅସହନୀୟ ଯନ୍ତ୍ରଣା

ନବରଙ୍ଗପୁର: ଅଜଣା ରୋଗରେ ଆକ୍ରାନ୍ତ ଶିଶୁ। ଚିକିତ୍ସା ରେ ଅର୍ଥ ସାଜିଛି ବାଧକ। ଶୈଶବରେ ସାଙ୍ଗ ସାଥୀ ମେଳରେ ଖେଳିବା ବୁଲିବା ବୟସ। ହେଲେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି ପାଞ୍ଚ ବର୍ଷର ଶିଶୁ ଚନ୍ଦ୍ର ନାୟକ। ଖେଳିବା ବୁଲିବା ବୟସରେ ବିଛଣାରେ ପଡି ରହୁଥିବା ଶିଶୁଟି ହେଉଛି ନବରଙ୍ଗପୁର ଜିଲ୍ଲା…

‘କୌନ୍ ବନେଗା କରୋଡ୍ ପତି’ର ହଟ୍‌ସିଟ୍‌ରେ ଉମରକୋଟର ପୁଅ ଶାଶ୍ୱତ ପଟ୍ଟନାୟକ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାର ଗର୍ବ ଓ ଗୌରବ ଶାଶ୍ୱତ ପଟ୍ଟନାୟକ ଖେଳୁଛନ୍ତି 'କୌନ୍ ବନେଗା କରୋଡ୍ ପତି'। ବିଗ୍-ବି ଅମିତାଭ ବଚ୍ଚନଙ୍କ ସହ ସୋନି ଟିଭି ଚ୍ୟାନେଲରେ ଆସିଲେ ନଜର। ଏହି ଖେଳ ପାଇଁ ସେ ହୋଇଛନ୍ତି ମନୋନୀତ। ଉମରକୋଟ ଆଦର୍ଶ ବିଦ୍ୟାଳରେ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି ଶାଶ୍ୱତ।…

ଟିପ୍ପର ଓଲଟି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣା : ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ

ନବରଙ୍ଗପୁର : ଚିତ୍ରକୋଣ୍ଡା ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ।  ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା  ଥାନା ଅନ୍ତର୍ଗତ ମୋତିଗାଁରେ ପହଁଚିଲା ୬ ମୃତଦେହ। ଶହଶହ ଲୋକଙ୍କ କାନ୍ଦବୋବାଳି ଏବଂ ଶୋକାକୁଳ ପରିବେଶ ରେ ଫାଟିପଡ଼ୁଛି ଗାଁ ମଶାଣି । ସୂଚନା ଅନୁସାରେ ଗତକାଲି…

ଅବକାରୀ ଅଧୀକ୍ଷକ ଗିରଫ : ଠାବ ହେଲା ଆୟଠାରୁ ୨୦୮ ପ୍ରତିଶତ ଅଧିକ ସମ୍ପତ୍ତି

ନବରଙ୍ଗପୁର : ନବରଙ୍ଗପୁର ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟ ଗିରଫ  । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ଗଙ୍ଗା ପାଇକରାୟଙ୍କର ନିଜ ଆୟ ଠାରୁ ୨୦୮ ପ୍ରତିଶତ ଅଧିକ ସମ୍ପତ୍ତି ରହିଛି  । ଗଙ୍ଗାଙ୍କ ପତ୍ନୀଙ୍କ ନାଁରେ ବି ମାମଲା ରୁଜ୍ଜୁ…

ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଅବକାରୀ ଅଧିକାରୀ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟଙ୍କ ଘରେ ରେଡ୍ କରାଯାଉଛି  । ଡି ଏସ୍‌-ଥ୍ରୀ ସିନେମା ହଲ ନିକଟ ଭଡ଼ା ଘରେ ଚଢାଉ ଚାଲିଛି  । ନବରଙ୍ଗପୁର ଓ ଜୟପୁର ସମେତ ୪ଟି ସ୍ଥାନରେ ଚଢାଉ…

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ଗୁରୁତର, ଡ୍ୟାନ୍ସ ଗାର୍ଲ ହସ୍ପିଟାଲରେ ଭର୍ତ୍ତି

ନବରଙ୍ଗପୁର: ଏକ ଡ୍ୟାନ୍ସ ଗ୍ରୁପ ଆସିଥିବା ଜଣେ ଡ୍ୟାନ୍ସରକୁ ଛୁରା ମାଡ଼। ନୃତ୍ୟ କଳାକାରଙ୍କୁ ଛୁରା ମାଡ଼ କରି ଚାଲିଗଲା ତା ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ୟୁ.ଭି-୫୨ (UV 52) ନମ୍ବର ଗ୍ରାମରେ। ସୂଚନା ଅନୁସାରେ ଉକ୍ତ ଗ୍ରାମରେ ଚାଲିଥିବା କାଳୀ ପୂଜାରେ…

ଦୁର୍ଦ୍ଧିନରେ କଟୁଛି ପାରା ଆଥାଲେଟଙ୍କ ଜୀବନ : ଦିନେ ଜାତୀୟସ୍ତରରେ ରାଜ୍ୟ ଓ ଜିଲ୍ଲା ପାଇଁ ମେଡାଲ ଜିତିଥିଲେ, ଏବେ…

ନବରଙ୍ଗପୁର : ସରକାରଙ୍କ କ୍ରୀଡା ନୀତି କୁ ଉପହାସ । ଦିନେ ଜାତୀୟସ୍ତରରେ ମେଡାଲ ଜିତି ରାଜ୍ୟ ଓ ଜିଲ୍ଲା ପାଇଁ ମେଡାଲ ଜିତିଥିଲେ  । ଆଉ ଆଜି ପର ବିଲରେ ମୂଲ ଲାଗୁଛନ୍ତି  । ନା ମିଳୁଛି ପ୍ରେତ୍ସାହନ ନା ମିଳୁଛି ସରକାରୀ ସହାୟତା । ଏହି ଯୁବକ ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି…

ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ଶୋଇଥିଲେ , ଜଳିଗଲେ ବୃଦ୍ଧ

ଉମରକୋଟ : ଘରେ ଶୋଇଥିବାବେଳେ ଜଳିଗଲେ ବୃଦ୍ଧ  । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଉମରକୋଟ ଝରିଗାଁ ବ୍ଲକ ବୁଟିସର୍ଗି ଗାଁରେ । ଗତକାଲି ରାତିରେ ଏଭଳି ଅଘଟଣ ଘଟିଛି  । ମୃତକ ବୁଟିସର୍ଗି ଗାଁର ଭିକାରୀ ମାଳି ବୋଲି ଜଣାପଡିଛି । ଭିକାରୀ କାଲି ରାତିରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ…

ନବମ ଦିନରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ କଲେ…

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ଵକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ…