Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ଶିବ ନବରାତ୍ରୀ: ଦେଖି ଆଶ୍ଚର୍ଯ୍ୟ ହେବେ ମହାକାଳଙ୍କର ଏହି ଶେଷନାଗ ବେଶ

ଉଜୈନି: ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ୱର ମନ୍ଦିରରେ ବାବା ମହାକାଳଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ ଦିନ ବାବା ମହାକାଳ ବର ହେବେ । ସେଦିନ ତାଙ୍କ ଦେବୀ ପାର୍ବତୀଙ୍କ ସହ ବିବାହ ହେବ । କିନ୍ତୁ ଏହାପୂର୍ବରୁ ମହାକାଳ ମନ୍ଦିରରେ…

କେବେ ପଡୁଛି ହୋଲି, କିପରି କରିବେ ହୋଲିକା ଦହନ

ଭୁବନେଶ୍ଵର: ହିନ୍ଦୁ ଧର୍ମ ଅନୁସାରେ ହୋଲି ପର୍ବର ବିଶେଷ ମହତ୍ତ୍ୱ ରହିଛି । ଏହି ପର୍ବ ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ । କିନ୍ତୁ ହୋଲିର ଗୋଟିଏ ଦିନ ପୂର୍ବରୁ ହୋଲିକା ଦହନ ହୋଇଥାଏ । ଏହାକୁ ଛୋଟ ହୋଲି ମଧ୍ୟ କୁହାଯାଏ । ଏହି ଦିନ, ସୂର୍ଯ୍ୟାସ୍ତ ପରେ ହୋଲିକାଙ୍କୁ…

ମହାଶିବରାତ୍ରୀରେ କରନ୍ତୁ ଏହି ୫ଟି ଦାନ, ମିଳିବ ଶୁଭଫଳ

ଭୁବନେଶ୍ଵର: ଆସନ୍ତା ମାର୍ଚ୍ଚ ୮ତାରିଖରେ ପଡୁଛି ମହାଶିବରାତ୍ରୀ । ପ୍ରତିବର୍ଷ ଫାଲଗୁନ୍ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ ପର୍ବ ପାଳନ କରାଯାଏ । ଶାସ୍ତ୍ର ଅନୁସାରେ, ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ହୋଇଥିଲା । ଏହି ଦିନ ଦେଶର କୋଣ ଅନୁକୋଣରେ ଥିବା ସମସ୍ତ ଶୈବ ପୀଠରେ…

କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ

କୋରାପୁଟ : ଓଡ଼ିଶା ଲଳିତ କଳା ଏକାଡେମୀ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ସହଯୋଗରେ କୋରାପୁଟର ଦେଓମାଳୀଠାରେ ଏକ ରାଜ୍ୟ ସ୍ତରୀୟ ଯୁବ ଚିତ୍ରଶିଳ୍ପୀ ଶିବିର ଆୟୋଜିତ ହୋଇଯାଇଛି । ଏହି ଚିତ୍ରକଳା ପ୍ରଦର୍ଶନୀକୁ ପ୍ରଦର୍ଶନୀ…

ମହାଶିବରାତ୍ରୀରେ ପାଇବାକୁ ଚାହୁଁଛନ୍ତି ମହାଦେବ ଆଶିର୍ବାଦ, ତେବେ ପୂଜାରେ ଲଗାନ୍ତୁ ଏହି ପୁଷ୍ପ

ଭୁବନେଶ୍ଵର: ସନାତନ ଧର୍ମରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ମହାଶିବରାତ୍ରୀ ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଦିନ ଭଗବାନ ଶିବଙ୍କର ମା’ ପାର୍ବତୀଙ୍କ ସହ ବିବାହ ସମ୍ପର୍ଣ୍ଣ ହୋଇଥିଲା । ଏହି ଦିନ ଭଗବାନ ଶିବ ଜ୍ୟୋତିର୍ଲିଙ୍ଗ ଅବତାରରେ ମଧ୍ୟ ପ୍ରକଟ ହୋଇଥିଲେ । ଶିବ…

ବସନ୍ତ ପଞ୍ଚମୀରେ ଏପରି ସଜାନ୍ତୁ ଗୃହ, ପ୍ରସନ୍ନ ହେବେ ମା’ ସରସ୍ଵତୀ

ଭୁବନେଶ୍ଵର: ଆସନ୍ତାକାଲି ବସନ୍ତ ପଞ୍ଚମୀ । ଏହି ବସନ୍ତ ପଞ୍ଚମୀରେ ଜ୍ଞାନର ଦେବୀ ମା’ ସରସ୍ଵତୀଙ୍କୁ ପୂଜାର୍ଚ୍ଚନା କରାଯାଏ । ତେଣୁ ବସନ୍ତ ପଞ୍ଚମୀକୁ କେହି କେହି ସରସ୍ଵତୀ ପୂଜା ବୋଲି ମଧ୍ୟ କହିଥାଆନ୍ତି । ଏହି ପୂଜା ପାଇଁ ଏବେ ଚଳଚଞ୍ଚଳ ସାରା ରାଜ୍ୟ । ସାଧାରଣତଃ ଶିକ୍ଷାନୁଷ୍ଠାନ,…

କାଠି କଣ୍ଢେଇ ଦେଇଛି ଉଷସୀଙ୍କୁ ପରିଚୟ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବ ଶୁକ୍ରବାର ଶେଷ ହୋଇଛି। ଉତ୍ସବରେ ସ୍ଥାନୀୟ କଳାକାରଙ୍କୁ ନେଇ ରାତ୍ରୀକାଳୀନ ବଜାର ଖୋଲା ଯାଇଛି। ଯେଉଁଠି ଓଡ଼ିଶାର କାରିଗରମାନେ ନିଜର ଉତ୍ପାଦ ଦେଖାଇବାକୁ ସୁଯୋଗ ପାଇଛନ୍ତି। ବର୍ତ୍ତମାନ ସମୟରେ ସବୁଠି…

ଆଜି ମହାପ୍ରଭୁଙ୍କ ପଦ୍ମ ବେଶ ନୀତି, ବିଶାଳ ପଦ୍ମକେଶରରେ ଶୋଭାପାଇବ କଳାଶ୍ରୀମୁଖ

ପୁରୀ: ପଦ୍ମଫୁଲ ଆଉ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କ ଖୁବ ନିବିଡ। ଖାସ ସେଇଥି ପାଇଁ ମହାପ୍ରଭୁଙ୍କ ବିଭିନ୍ନ ଅଙ୍ଗକୁ ପଦ୍ମ ସହ ତୁଳନା କରାଯାଏ । ଫୁଲମାନଙ୍କ ଭିତରେ କମଳ ବା ପଦ୍ମ ଶ୍ରେଷ୍ଠ ହୋଇଥିବାରୁ ମହାପ୍ରଭୁଙ୍କ ବର୍ଷକୁ ଗୋଟିଏ ଥର ପଦ୍ମ ବେଶରେ ସଜ୍ଜିତ କରାଯାଏ। ଏ ବର୍ଷର ଏହି…

ଆଦିବାସୀ ମେଳାରେ ଜନଜାତି କଳାକାରଙ୍କ ଦ୍ୱାରା ମଞ୍ଚସ୍ଥ ବହୁଭାଷୀ ନାଟକ ଏକ ପ୍ରମୁଖ ଆକର୍ଷଣ

ଭୁବନେଶ୍ୱର : ଓଡ଼ିଶାର ଅନୁସୂଚିତ ଜନଜାତିଙ୍କ ଭାଷାର ସଂରକ୍ଷଣ, ପ୍ରଚାର ଓ ପ୍ରସାର ନିମନ୍ତେ ୟୁନିଟ୍-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବହୁଭାଷୀ ନାଟକ ମହୋତ୍ସବରେ ବାଲ୍ୟ ବିବାହ ସମ୍ପର୍କିତ ସଚେତନତା ଉପରେ ଆଧାରିତ କୋରାପୁଟିଆ ଦେଶୀଆ ଭାଷାର ଏକ ସୁନ୍ଦର ନାଟକ "ଦେଖ୍ ମେଟା…

୧୦ମ ଓଡ଼ିଶୀ ଗୁରୁକୂଳ ପ୍ରତିଷ୍ଠା ଏବଂ ବିଦ୍ୟାର୍ଥି ଦିବସ ପାଳିତ

ସାକ୍ଷୀଗୋପାଳ : ଗୁରୁକୂଳ ମୁକ୍ତାକାଶ ରଙ୍ଗମଞ୍ଚରେ ସତ୍ୟବାଦୀ ଅଞ୍ଚଳ ବଡ଼ହାଟ ଗ୍ରାମସ୍ଥିତ ରାମହରି ଦାସ ଓଡ଼ିଶୀ ଗୁରୁକୂଳ ର ୧୦ମ ପ୍ରତିଷ୍ଠା ଏବଂ ବିଦ୍ୟାର୍ଥି ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅମିୟ କୁମାର ପଟ୍ଟନାୟକ, ଗୁରୁ ବିଜୟ କୁମାର ଜେନା, ଯନ୍ତ୍ରୀ ଅସୀମ…