Latest Odisha News

BREAKING NEWS

Browsing Category

ବାଣିଜ୍ୟ

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର; ଯାତ୍ରା ସମୟରେ ପାଇପାରିବେ ମନ ପସନ୍ଦ ଖାଦ୍ୟ, ଆଇଆରସିଟିସି ଆଣିଲା ଏହି ସୁବିଧା

ନୂଆଦିଲ୍ଲୀ/ଭୁବନେଶ୍ବର: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଆଇଆରସିଟିସି (IRCTC) ଇ-କ୍ୟାଟରିଂ ପୋର୍ଟାଲ ମାଧ୍ୟମରେ ଯାତ୍ରୀମାନଙ୍କୁ ପ୍ରି-ଅର୍ଡର ଖାଦ୍ୟ ଡେଲିଭରି ପାଇଁ 'ସ୍ୱିଗି' ସହିତ କଥାହୋଇଛି । IRCTC ର ଏହି ପଦକ୍ଷେପ ସହିତ ଯାତ୍ରୀମାନେ ସେମାନଙ୍କର ପ୍ରିୟ ଖାଦ୍ୟ ପାଇପାରିବେ ।…

୨୦୩୦ ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଅର୍ଥବ୍ୟବସ୍ଥିତ ରାଷ୍ଟ୍ର ହେବ, ରିପୋର୍ଟରେ ଆସିଲା ଚମକାଇଲା ଭଳି ତଥ୍ୟ

ନୂଆଦିଲ୍ଲୀ: ଭାରତର ଅର୍ଥବ୍ୟବସ୍ଥା ଦୃତ ବେଗରେ ବୃଦ୍ଧି ପାଉଛି। ବିଶ୍ୱ ବ୍ୟାଙ୍କ, ସଂଯୁକ୍ତ ରାଷ୍ଟ୍ର, ଅନ୍ତର୍ଜାତୀୟ ମନେଟାରି ଫଣ୍ଡ ଭଳି ଏଜେନ୍ସିଙ୍କ କହିବା ଅନୁଯାୟୀ ଭାରତୀୟ ଅର୍ଥବ୍ୟବସ୍ଥା ବିଶ୍ୱର ସବୁଠାରୁ ଦୃତ ବିକଶିତ ରାଷ୍ଟ୍ର ଭାବେ ଉଭା ହୋଇଛି। ଭାରତ ବର୍ତ୍ତମାନ ୭ ପ୍ରତିଶତରୁ…

ଏହି ଯୋଜନାରେ ମହିଳାଙ୍କୁ ଏକ କୋଟି ଦେଉଛନ୍ତି ମୋଦି ସରକାର, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ବର୍ଗକୁ ଧ୍ୟାନରେ ରଖି ଆରମ୍ଭ କରିଥିବା ସମସ୍ତ ଯୋଜନା ମଧ୍ୟରେ ମୋଦୀ ସରକାର ମହିଳାମାନଙ୍କ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ଅଧୀନରେ ଦେଶର ମହିଳାମାନଙ୍କୁ ଏକ କୋଟି ଟଙ୍କାର ଋଣ ଦିଆଯିବ ଏବଂ ତାହା ମଧ୍ୟ ଅତି ସହଜ ସର୍ତ୍ତରେ ଦିଆଯିବ।…

ପିଆଜ ଦରରେ ୪୦ ପ୍ରତିଶତ ବୃଦ୍ଧି !, ସରକାର ଦେଲେ ସଫେଇ

ନୂଆଦିଲ୍ଲୀ: ପିଆଜ ରପ୍ତାନୀ ଉପରୁ ବ୍ୟାନ ହଟିବା ଖବର ବ୍ୟାପିବା ପରେ ଆଜି ଅଚାନକ ପିଆଜ ଦର ବୃଦ୍ଧି ପାଇଥିଲା। ଏହାକୁ ନେଇ ସରକାର ସ୍ପଷ୍ଟ କରିଛନ୍ତି ଯେ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଜାରି ରହିବ। ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଯାଇଥିବା…

ସ୍କିଲଡ଼୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଦିନକୁ ଦିନ ଶିଳ୍ପ କ୍ଷେତ୍ରରେ ଆଗକୁ ବଢୁଛି ଓଡ଼ିଶା। ଓଡ଼ିଶାର ଦକ୍ଷ ମାନବ ସମ୍ବଳ ଉପରେ ସାରା ବିଶ୍ବର ନଜର । କର୍ପୋରେଟ ଦୁନିଆରେ ସ୍କିଲଡ଼୍ ଇନ୍ ଓଡ଼ିଶାର ଚାହିଦା ଅଧିକ । ଓଡ଼ିଶାରେ ରୂପାନ୍ତର ଚାଲିଥିବା ବେଳେ, ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା ସାଙ୍ଗକୁ ଦକ୍ଷତା ବିକାଶ ଉପରେ…

ପୋଷ୍ଟ ଅଫିସ ଦେଉଛି ସେଭିଂ ଆକାଉଣ୍ଟରେ ସବୁଠାରୁ ଅଧିକ ସୁଧ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆପଣ ନିବେଶ କରିବା ଦିଗରେ ଅଳ୍ପବହୁତେ ଚିନ୍ତା କରୁଥିବେ। କେଉଁଠାରେ ନିବେଶ କଲେ ଆପଣଙ୍କୁ ଅଧିକ ଲାଭ ମିଳିପାରିବ। ଯଦି କୌଣସି ଯୋଜନାରେ ଆପଣ ନିବେଶ କରିଛନ୍ତି ତେବେ ଏଥିରେ କୌଣସି କ୍ଷତି ନାହିଁ। କାରଣ ଆପଣ ଅଧିକ ସୁଧ ହାରର ଲାଭ ପାଇପାରିବେ। ଆଉ ଯଦି ଆପଣ…

ଉପଭୋକ୍ତାଙ୍କୁ ଖୁସି ଖବର ଦେଲା Paytm

ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର କାର୍ଯ୍ୟାନୁଷ୍ଠାନ ମଧ୍ୟରେ ପେଟିଏମ୍ ଆକ୍ସିସ୍ ବ୍ୟାଙ୍କ ସହ ଚୁକ୍ତି ହୋଇଛି। ବ୍ୟବସାୟୀଙ୍କ ଦେୟ ସମାଧାନ ପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ପେଟିଏମର ପ୍ୟାରେଣ୍ଟ୍ କମ୍ପାନୀ One97…

ପେଟିଏମ ଉପଭୋକ୍ତାଙ୍କୁ ବଡ଼ ଆଶ୍ୱସ୍ତି, ଫେବୃଆରୀ ୨୯ ବଦଳରେ ଏହି ତାରିଖ ପର୍ଯ୍ୟନ୍ତ କରି ପାରିବେ ବ୍ୟବହାର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମକୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି। ଏହାକୁ 15 ଦିନ ବୃଦ୍ଧି କରିଛି। ରିଜର୍ଭ ବ୍ୟାଙ୍କ ଏହି ରହିତାଦେଶ ଲାଗୁ କରିବାର ସମୟସୀମାକୁ ବୃଦ୍ଧି କରିଛନ୍ତି। ଏହି ରହିତାଦେଶ କାର୍ଯ୍ୟକାରୀ କରିବାର ଶେଷ ତାରିଖ ୨୯ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ…

ଏହି ୫ ପ୍ରକାର ନେଣଦେଣ ଉପରେ ଆସିପାରେ ଆୟକର ନୋଟିସ, ଜାଣନ୍ତୁ ପୂରା ଡିଟେଲ୍ସ

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବହାର ବହୁମାତ୍ରାରେ ବୃଦ୍ଧି ପାଇଛି କିନ୍ତୁ ତଥାପି ଅନେକ ଲୋକ ନଗଦ ଅର୍ଥ କାରବାର କରିବାରେ ବିଶ୍ୱାସ ରଖୁଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଦେଶର ଅଧିକାଂଶ ପରିବାର ପୁରୁଣା ପଦ୍ଧତି ଉପରେ ନିର୍ଭର କରନ୍ତି ଯେପରିକି ଘରେ ଅଧିକ ନଗଦ ରଖିବା, ନଗଦ…

ପେଟିଏମ ପରେ ଭିସା-ମାଷ୍ଟର କାର୍ଡକୁ ବଡ଼ ଝଟକା ଦେଲା RBI

ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ପଦକ୍ଷେପ ନେବା ପରେ ରିଜର୍ଭ ବ୍ୟାଙ୍କ ଆଉ ଏକ ବଡ ନିଷ୍ପତ୍ତି ନେଇଛି। RBI କ୍ରମରେ ଭିସା ଏବଂ ମାଷ୍ଟରକାର୍ଡ ନେଟୱାର୍କକୁ ଛୋଟ ଉଦ୍ୟୋଗ ଦ୍ୱାରା କରାଯାଇଥିବା କାର୍ଡ ଭିତ୍ତିକ ବ୍ୟବସାୟିକ ଦେୟ ବନ୍ଦ କରିବାକୁ କୁହାଯାଇଛି। ଇକୋନୋମିକ୍…