Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳି ମାରିଥିବା ବ୍ୟକ୍ତି କିଏ ?

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନାରା ନାମକ ସହରରେ ଉଦବୋଧନ ଦେବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଆକ୍ରମଣକାରୀ ଅତି ନିକଟରୁ ତାଙ୍କ ଉପରକୁ ଦୁଇଟି ଗୁଳି ଚଳାଇଥିଲା। ତେବେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି। ସିଞ୍ଜୋ ଆବେ ଗୁଳିର ଶିକାର ହେବା ପରେ…

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳିମାଡ, ମୋଦୀ ସମେତ ବାଇଡେନ ଏବଂ ଅନ୍ୟାନ୍ୟ ନେତା କଲେ ନିନ୍ଦା

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଏକ ସାଧାରଣ ସଭାରେ ଉଦବୋଧନ ଦେଉଥିବା ବେଳେ ହଠାତ୍ ତାଙ୍କ ପଛରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ, ଏହା ପରେ ସିଞ୍ଜୋ ଆବେ ତଳେ ପଡ଼ି ଯାଇଥିଲେ । ଏହି ସମୟରେ ତାଙ୍କୁ…

ସିଞ୍ଜୋ ଆବେଙ୍କୁ ଗୁଳିମାଡ, ଅବସ୍ଥା ସଂକଟାପନ୍ନ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ । ସିଞ୍ଜେଙ୍କ ମୁଣ୍ଡରେ ବାଜିଛି ଗୁଳି, ବେକରେ ବାଜିଛି ଗୁଳି । ଭାଷଣ ଦେଉଥିବା ବେଳେ ଗୁଳିମାଡ ହୋଇଥିବା ସୂଚନା । ଗୁଳିମାଡ କରିଥିବା ଦୃର୍ବୃତ୍ତକୁ ଗିରଫ କରିଛି ପୋଲିସ ।  ସିଞ୍ଜୋ ଆବେ ପଶ୍ଚିମ…

ପହଁଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ: ନବୀନ ନିବାସରରେ କରିବେ ମଧ୍ୟାହ୍ନ ଭୋଜନ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ  ଭୁବନେଶ୍ବରରେ ପହଁଚିଛନ୍ତି ।  ସକାଳେ ଦିଲ୍ଲୀରୁ ବାହାରି ଭୁବନେଶ୍ବର  ବିମାନବନ୍ଦରରେ ଆସି ପହଁଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି । ବିଜେପି ସଭାପତି ସମୀର ମହାନ୍ତିଙ୍କ ସହ ଅନେକ ବିଜେପି ନେତା…

ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ସ୍ଥିର ଅଛି

ନୂଆଦିଲ୍ଲୀ: ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ସ୍ଥିର ଅଛି । ଏମ୍ସରେ ଚିକିତ୍ସିତ ହେଉଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି ଖବର ପ୍ରକାଶିତ ହୋଇଥିଲା ।   ଲାଲୁଙ୍କ ଶରୀର ନିସ୍ତେଜ ହେବାରେ ଲାଗିଛି …

ଓଡ଼ିଆ ସୋସାଇଟି ଅଫ୍ ଦ ଆମେରିକାସର ୫୩ତମ ସମ୍ମିଳନୀ

କାଲିଫର୍ଣ୍ଣିଆ: ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ଏକ ଅଭିନବ ପ୍ଲାଟଫର୍ମ ହେଉଛି ‘ମୋ କଲେଜ’ ଅଭିଯାନ। ରାଜ୍ୟ ସରକାରଙ୍କର ଏହି ପ୍ରମୁଖ କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହେଉଛନ୍ତି। ଶିକ୍ଷାର୍ଥୀ ଓ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ…

କଂଗ୍ରେସ ନେତା ରାଜ ବବ୍ବରଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ

ଲକ୍ଷ୍ନୌ: କଂଗ୍ରେସ ନେତା ରାଜ ବବ୍ବରଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ହୋଇଛି । ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ମାମଲାରେ ତାଙ୍କୁ ଲକ୍ଷ୍ନୌର ଏକ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡ ସହ ୮ହଜାର ୫୦୦ ଟଙ୍କା ଜୋରିମନା ଶୁଣାଇଛନ୍ତି । ୧୯୯୬ ମେ' ନିର୍ବାଚନ ସମୟରେ ରାଜ୍ ଜଣେ ନିର୍ବାଚନ…

ତିନିଦିନିଆ ‘ଅଖିଳ ଭାରତୀୟ ଶିକ୍ଷା ସମାଗମ’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ବାରାଣସୀ: ଜାତୀୟ ଶିକ୍ଷା ନୀତିର ମୂଳ ଆଧାର ଶିକ୍ଷାକୁ ଏକ ସଂକୀର୍ଣ୍ଣ ଚିନ୍ତାଧାରାରୁ ବାହାର କରିବା । ଶିକ୍ଷାକୁ  ଏକବିଂଶ ଶତାବ୍ଦୀର ଆଧୁନିକ ଚିନ୍ତାଧାରା ସହିତ ଯୋଡିବା ବୋଲି ଗୁରୁବାର ଉତ୍ତର ପ୍ରଦେଶର ବାରାଣସୀ ଠାରେ ତିନିଦିନିଆ ‘ଅଖିଳ ଭାରତୀୟ ଶିକ୍ଷା ସମାଗମ’କୁ ଉଦଘାଟନ କରିବା ଅବସରରେ…

ଭାରତ ମୁହାଁ ଶ୍ରୀଲଙ୍କା ଶରଣାର୍ଥୀ; ତାମିଲନାଡୁ ଶିବିରରେ ଆଶ୍ରୟ ନେଇଛନ୍ତି ଶତାଧିକ

ରାମେଶ୍ୱରମ: ଶ୍ରୀଲଙ୍କାର ସଂକଟ ପରିସ୍ଥିତି ପାଇଁ ଦେଶ ଛାଡ଼ି ପଳାୟନ କଲେଣି ଦେଶବାସୀ । ତାମିଲନାଡୁରେ ଶତାଧିକ ଶରଣାର୍ଥୀ ଆସି ଆଶ୍ରୟ ନେଇଛନ୍ତି । ମଙ୍ଗଳବାର ଆଠ ଜଣ ଶ୍ରୀଲଙ୍କା ନାଗରିକ ଜଳପଥରେ ଆସି ଭାରତ ଉପକୂଳରେ ପହଞ୍ଚିଛନ୍ତି । ଜଳପଥରେ ଡଙ୍ଗା ନେଇ ଅସୁରକ୍ଷିତ ଭାବେ ଆସୁଥିବା ବେଳେ…

ରାଜ ବାବରଙ୍କୁ ୨ ବର୍ଷର ଦଣ୍ଡାଦେଶ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବ ପ୍ରଦେଶ ଅଧ୍ୟକ୍ଷ ରାଜ ବାବରଙ୍କୁ ଏମପି-ଏମଏଲଏ କୋର୍ଟ ୬୫୦୦ ଟଙ୍କା ଜରିମାନା ଓ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ବଜୀରଗଂଜ କୋତୱାଲୀରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା । ମତଦାନ କେନ୍ଦ୍ର ମଧ୍ୟରେ ପ୍ରବେଶ କରି ପୋଲିଂ ଏଜେଂଟଙ୍କ ସମେତ ଡ୍ୟୁଟିରେ…