Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମେ’ ୨୬ରେ ହେବନି ୟୁପିଏସସି ପ୍ରିଲିମନାରୀ ପରୀକ୍ଷା

ନୂଆଦିଲ୍ଲୀ: ଘୁଞ୍ଚିଲା ୟୁପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷା । ମେ ୨୬ରେ ହେବାକୁ ଥିବା ପ୍ରିଲିମନାରୀ ଟେଷ୍ଟ କୁ ଜୁନ୍ ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ୟୁନିଅନ ପବ୍ଲିକ ସର୍ଭିସ କମିଶନ ସୂଚନା ଦେଇଛି । ସୂଚନା ମୁତାବକ, ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୟୁପିଏସସି ସିଭିଲ୍…

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେଉଛି ନାମାଙ୍କନ ଦାଖଲ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୧ଟି ରାଜ୍ୟର ୧୦୨ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ୧୦୨ଟି ଆସନ ଭିତରେ ତାମିଲନାଡୁର…

ହୃଦରୋଗ ଜନିତ ମୃତ୍ୟୁର କାରଣ ସାଜିପାରେ ମଧ୍ୟବର୍ତ୍ତୀକାଳୀନ ଉପବାସ

ନୂଆଦିଲ୍ଲୀ: ଓଜନ କମାଇ  ଶରୀରକୁ ସୁସ୍ଥ ରଖିବା ପାଇଁ ମଧ୍ୟବର୍ତ୍ତୀକାଳୀନ ଉପବାସ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ । ବଢ଼ିପାରେ ହୃଦରୋଗ ଜନିତ ମୃତ୍ୟୁ ଆଶଙ୍କା । ନିକଟରେ ଏକ ଅଧ୍ୟୟନରୁ ଏମିତି ଚିନ୍ତା ଜନକ ତଥ୍ୟ ମିଳିଛି। ବର୍ତ୍ତମାନ ସମୟରେ ମଧ୍ୟବର୍ତ୍ତୀକାଳୀନ ଉପବାସ…

ଲଗାତର ପଞ୍ଚମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ହେଲେ ଭ୍ଲାଦିମିର ପୁଟିନ

ମସ୍କୋ: ଲଗାତର ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହୋଇଛନ୍ତି ଭ୍ଲାଦିମିର ପୁଟିନ । ଆୟୋଜିତ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ୮୭.୮% ପ୍ରତିଶତ ଭୋଟ୍ ମିଳିଛି । କ୍ରମାଗତ ଭାବେ ସେ ପଞ୍ଚମ ଥର ଦେଶର ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଆଗାମୀ ୬ ବର୍ଷ ପାଇଁ ଶାସନ କରିବେ । ଭ୍ଲାଦିମର…

ଅରୁଣାଚଳ ପ୍ରଦେଶ ମାମଲାରେ ଚୀନ ଉପରେ ବର୍ଷିଲା ଭାରତ

ନୂଆଦିଲ୍ଲୀ: ଭାରତ ସରକାର ଅରୁଣାଚଳ ପ୍ରଦେଶକୁ ନେଇ ଚୀନର ବିବୃତ୍ତିକୁ ସମ୍ପୂର୍ଣ୍ଣ ରୂପେ ବିରୋଧ କରିବା ସହିତ ଏହାକୁ ଅବୈଧ ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଏବଂ ଏହା ଚୀର ଦିନ ପାଇଁ ଭାରତର ଅଂଶ ହୋଇ ରହିବ।…

ଜାଣନ୍ତୁ ଦେଶରେ କେବେ ପ୍ରଥମ ଥର ପାଇଁ ହୋଇଥିଲା ମେଣ୍ଟ ସରକାର, କଣ ରହିଛି ଇତିହାସ

ନୂଆଦିଲ୍ଲୀ: ୧୯୫୧-୫୨ ମସିହାରେ ପ୍ରଥମ ସାଧାରଣ ନିର୍ବାଚନ ପରେ ଦେଶରେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଥିବା ସରକାର ଗଠନ କରାଯାଇଥିଲା। ସବୁଠୁ ବଡ ଦଳ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସଫଳ ହୋଇଥିଲା। ସରକାର ଗଠନ ତଥା ପାଞ୍ଚ ବର୍ଷ ଧରି ଏହାକୁ ଚଳାଇବାରେ କୌଣସି ବଡ଼ ରାଜନୈତିକ…

୨୪ ଘଣ୍ଟାରେ ଦୁଇଥର ବଦଳିଲେ ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ

କୋଲକାତା: ପଶ୍ଚିମବଙ୍ଗର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ ନିଯୁକ୍ତ ହେବାର ୨୪ ଘଣ୍ଟା ମଧ୍ୟରେ ମଙ୍ଗଳବାର ନିର୍ବାଚନ ଆୟୋଗ ବିବେକ ସହାୟଙ୍କୁ ଏହି ପଦରୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ସଞ୍ଜୟ ମୁଖାର୍ଜୀଙ୍କୁ ନିଯୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ…

ପଞ୍ଜାବରେ ବଦଳିବ ରାଜନୈତିକ ଦୃଶ୍ୟପଟ୍ଟ, ପୁଣି ଏକାଠି ହେବେ ବିଜେପି-ଶିରୋମଣୀ ଅକାଳୀ ଦଳ

ଚଣ୍ଡିଗଡ: ଆସନ୍ତା ଜୁନ୍ ପହିଲାରେ ହେବାକୁ ଥିବା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଶିରୋମଣି ଅକାଳୀ ଦଳ (ଏସଏଡି) ମଧ୍ୟରେ ପୁନର୍ବାର ମେଣ୍ଟ ହେବାର ସମ୍ଭାବନାକୁ ନେଇ ପଞ୍ଜାବର ରାଜନୈତିକ ଦୃଶ୍ୟପଟରେ ଚର୍ଚ୍ଚା ଜୋର ଧରିଛି। ବିଜେପିର ବରିଷ୍ଠ ନେତା…

୧୨୦ ନଟଆଉଟ: ଏମାନେ ନେହେରୁଙ୍କଠାରୁ ଆରମ୍ଭ କରି ମୋଦିଙ୍କ ରାଜନୈତିକ ଯାତ୍ରା ଦେଖିଛନ୍ତି

ପ୍ରୟାଗରାଜ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ଉଦ୍ୟମ ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ଭୋଟରଙ୍କୁ ନେଇ ଅନେକ ନୂତନ ତଥ୍ୟ ସମ୍ମୁଖକୁ ଆସିଛି । ପ୍ରୟାଗରାଜରେ ଏପରି ଭୋଟର ଅଛନ୍ତି ଯେଉଁମାନେ କି ଜବାହାରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦିଙ୍କ ରାଜନୈତି ଯାତ୍ରା ଦେଖିଛନ୍ତି ।…

ଜେଡିୟୁକୁ ବଡ ଝଟ୍‌କା, ଦଳରୁ ଇସ୍ତଫା ଦେଲେ ମହାସଚିବ

ନୂଆଦିଲ୍ଲୀ: ଜେଡିୟୁର ଜାତୀୟ ସାଧାରଣ ସମ୍ପାଦକ ମହମ୍ମଦ ଅଲି ଅସରଫ ଫାତମି ମଙ୍ଗଳବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ଦରଭଙ୍ଗା ଆସନ ଜିତିବାକୁ ଆଶା ରଖିଥିବା ବେଳେ ସେ ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସର ସିଟ ବଣ୍ଟନ ପରେ ଇସ୍ତଫା ଦେଇଛନ୍ତି। ସେ ଏହା ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ସହ…