Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜେଲରୁ ବାହାରିବେ ବିକନୀ କିଲର ଶୋଭରାଜ

କାଠମାଣ୍ଡୁ: ବିକନୀ କିଲର ଭାବେ କୁଖ୍ୟାତ ଫ୍ରାନ୍ସର ଚାର୍ଲସ ଶୋଭରାଜ ଜେଲରୁ ବାହାରିବେ । ବୁଧବାର ନେପାଳ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେବ ପରେ ୭୦ ଦଶକର କେତେକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଆଖି ସାମ୍ନାରେ ଲୋକଙ୍କର ନାଚି ଉଠିଛି । ଦୁଇ ଆମେରିକୀୟ ପର୍ଯ୍ୟଟକଙ୍କ ହତ୍ୟା କରିବା ଅଭିଯୋଗରେ…

‘କୋଭିଡ୍ ଯାଇନି, ଭିଡ଼କୁ ଗଲେ ମାସ୍କ ପିନ୍ଧ ଓ ପ୍ରିକସନ୍ ଡୋଜ୍ ନିଅ’

ନୂଆଦିଲ୍ଲୀ : କୋଭିଡ-୧୯ ଏଯାଏଁ ଯାଇନି । କେନ୍ଦ୍ର ସରକାର ଦେଲେ ଚେତାବନୀ । ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ଦେଲେ ପରାମର୍ଶ । ଚୀନରେ କୋଭିଡ୍ କେସ୍ ବୃଦ୍ଧିକୁ ନେଇ ସତର୍କ ହୋଇଛନ୍ତି ଭାରତ ସରକାର । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ହାଇଲେବଲ୍ ବୈଠକ ହୋଇଛି ।…

ଆସନ୍ତା ୪୮ ଘଣ୍ଟାରେ ଶ୍ରୀଲଙ୍କା ଆଡ଼କୁ ମାଡ଼ିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର: ଆଜି ସକାଳେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଓ୍ୱେଲ ମାର୍କଡ୍ ଲଘୁଚାପ ସୃଷ୍ଟି ହୋଇଛି । କିନ୍ତୁ ଏହା ଭାରତ ଉପକୂଳ ଆଡ଼କୁ ଅଗ୍ରସର ହେବନାହିଁ । ବଙ୍ଗୋପସାଗର ଉପରେ ଅବପାତରେ ପରିଣତ ହୋଇ ଭାରତ ମହାସାଗର ନିକଟରେ ଏହା ଘୁରିବୁଲିବ । ପରେ  ଲଘୁଚାପ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ…

ନୂଆ ବର୍ଷରୁ ଆସିବ ୧୦୦୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ: ନୂଆ ବର୍ଷରେ ଆସିବ ନୂଆ ନୋଟ୍‌  । ସେ ପୁଣି ୧୦୦୦ ଟଙ୍କିଆ ନୋଟ୍‌  । ବଜାରକୁ ୧୦୦୦ ଟଙ୍କିଆ ନୋଟ୍ ଆସିବା ନେଇ ଚାଲିଛି ଚର୍ଚ୍ଚା। ସୂଚନା ଅନୁଯାୟୀ, ବଜାରକୁ ୧୦୦୦ ଟଙ୍କିଆ ନୋଟ୍‌ ଆଣିବା ପାଇଁ ଲୋକମାନେ ଦାବି କରି ଆସୁଥିଲେ  । ତେବେ କେନ୍ଦ୍ର ସରାକର ୨୦୦୦ ଟଙ୍କା ନୋଟ୍…

ଜଣେ ବୋକାକୁ ଦାୟିତ୍ୱ ଦେଇ ଖୁବ୍‌ ଶୀଘ୍ର ଛାଡ଼ିଦେବି ସିଇଓ ପଦ : ଏଲନମସ୍କ

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ଟ୍ୱିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ। ଏନେଇ ଏଲନ ମସ୍କ ସ୍ପଷ୍ଟ କରିଛନ୍ତି । ଜଣେ ବୋକା ଲୋକଙ୍କୁ ଖୋଜି ଏହି ଦାୟିତ୍ୱ ଦେବେ ବୋଲି ଟ୍ୱିଟ୍‌ରେ ଲେଖିବା ପରେ ଏନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ, କିଛିଦିନ ତଳେ ସୋଶିଆଲ ମିଡିଆରେ ଏକ ସର୍ଭେ…

୫୦ ଡିଫଲ୍ଟରଙ୍କ ଏନପିଏ ୯୨,୫୭୦ କୋଟି ଟଙ୍କା, ତାଲିକାର ଶୀର୍ଷରେ ମେହୁଲ ଚୋକ୍ସିଙ୍କ ନାଁ

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରିନାହାଁନ୍ତି ୫୦ ଜଣ ଓ୍ୱିଲଫୁଲ୍ ଡିଫଲ୍ଟର । ସେମାନଙ୍କ ମୋଟ ୯୨ହଜାର ୫୭୦ କୋଟି ଟଙ୍କା ବକେୟା ରହିଛି । ଗତ ମାର୍ଚ୍ଚ ଶେଷ ସୁଦ୍ଧା ଏତେ ପରିମାଣରେ ଅର୍ଥ ଏନପିଏ ହୋଇଥିବା କହିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭଗଓ୍ୱତ କରାଡ…

ବିଦେଶରେ ହୁ ହୁ ବଢୁଛି କରୋନା, ଦେଶରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ ଆଜି

ନୂଆଦିଲ୍ଲୀ: ଚୀନ ପରେ ଜାପାନ ଓ ଅନ୍ୟ କେତେକ ଦେଶରେ ବି କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦେଖି ଆକ୍ସନ ମୋଡରେ ଭାରତ ସରକାର । କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଗୁଆ ପଦକ୍ଷେପ ନେଲାଣି । ଆଜି କେନ୍ଦ୍ର ସରକାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞ ମାନଙ୍କ ବୈଠକ…

କୋଭିଡ ପାଇଁ ଚୀନରେ ଭୟାବହ ସ୍ଥିତି, ଡ୍ରାଗନ ପିଉଛି ଲେମ୍ବୁ ପାଣି!

ବେଜିଂ: କରୋନାର ତୃତୀୟ ଲହର ଚାଲିଛି ଚୀନରେ। ସଂକ୍ରମଣ ବଢିବା ସହିତ ମୃତ୍ୟୁ ସଂଖ୍ୟା ବଢିବା ପରେ ଚିନ୍ତାରେ ବେଜିଂ।କୋଭିଡ ନିୟମ କୋହଳ ହେବା ପରେ ସ୍ଥିତି ଅଣାୟତ ହେବାରେ ଲାଗିଛି। ଶବ ସତ୍କାର ପାଇଁ ତିନି-ଚାରି ଦିନ ସମୟ ଲାଗୁଥିବା ସୂଚନା ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚୀନ୍…

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଥିବା ଦୁର୍ବଳ ଆସନକୁ ନେଇ ପାଟନାରେ ଆସନ୍ତାକାଲି ବିଜେପିର ବୈଠକ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ଦୁର୍ବଳ ଆସନ ସଂଖ୍ୟା ବୃଦ୍ଧି ପାଇଛି। ଦୁର୍ବଳ ଆସନ ସଂଖ୍ୟାକୁ ବିଜେପି ୧୪୪ ରୁ ୧୬୦ କୁ ବୃଦ୍ଧି କରିଛି। କିଭଳି ଦୁର୍ବଳ ଆସନରେ ଦଳ ମଜବୁତ ହେବ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ବିହାର ରାଜଧାନୀ ପାଟନାରେ ଆସନ୍ତାକାଲି ଠାରୁ ୨ ଦିନ…

ଭୁଟ୍ଟୋଙ୍କ ମୁଣ୍ଡ ପାଇଁ ବିଜେପି ନେତାଙ୍କ ୨ କୋଟି ଅଫର ଘୋଷଣା, ରାଗିଗଲେ ପାକ୍ ମନ୍ତ୍ରୀ

ଇସଲାମାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀଙ୍କ ମୁଣ୍ଡ ପାଇଁ ୨ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶର ବିଜେପି ନେତା। ଏହାପରେ ଭୁଟ୍ଟୋ ବିଜେପି ଉପରେ…