Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୩ ମିନିଟ୍‌ର ଆଇଟମ ଗୀତ ପାଇଁ ୨ କୋଟି ଟଙ୍କା ଫି’ ନେଲେ ଉର୍ବଶୀ

ମୁମ୍ବାଇ : ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଉର୍ବଶୀ । ଉର୍ବଶୀ ନିଜର ଗ୍ଲାମର ଏବଂ ଷ୍ଟାଇଲ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । କିନ୍ତୁ ଏଥର ନିଜ ଫି’ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଉର୍ବଶୀ । ମାତ୍ର ତିନି ମିନିଟର ଏକ ଆଇଟମ ଗୀତ ପାଇଁ ୨ କୋଟି ଟଙ୍କା ଫି’ ନେଇଛନ୍ତି । ଦକ୍ଷିଣ…

ମାଲିକ ଟଙ୍କା ନ ଦେବାରୁ ରୋଷେଇ ଘରେ ବିଷାକ୍ତ ଅସରପା ଛାଡ଼ିଲେ ରୋଷେୟା: ଭୋଗିଲେ ୧୭ ମାସ ଜେଲ ଦଣ୍ଡ

କଥାରେ ଅଛି କ୍ରୋଧ ମଣିଷର ବଡ଼ ଶତ୍ରୁ । ରାଗିଥିବା ସମୟରେ ମଣିଷ ତାର ବୁଦ୍ଧି, ବିବେକକୁ ହରାଇ ବସିଥାଏ । ବ୍ରିଟେନର ଜଣେ ରୋଷେୟା ତାଙ୍କ କ୍ରୋଧକୁ ନିୟନ୍ତ୍ରଣ କରି ନ ଏମିତି କିଛି କାରନାମା କରିଛନ୍ତି ଯେଉଁଥିପାଇଁ ତାଙ୍କୁ ୧୭ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଛି । ଏଭଳି ଏକ ରୋଚକ ଘଟଣା ଘଟିଛି…

ସ୍କୁଲରେ ଛାଡ଼ିବାକୁ ଯାଉଥିଲା ମା’, ପଛ ସିଟ୍‌ରେ ପୁଅର କାର୍ଯ୍ୟ ଦେଖିଲେ ହେବେ ଆଶ୍ଚର୍ଯ୍ୟ..

ନୂଆଦିଲ୍ଲୀ: ସାଧାରଣତଃ ଛୋଟ ପିଲାମାନେ ସ୍କୁଲ ଯିବା ପାଇଁ ରାଜି ନ ହେଲେ, ବାପା-ମା’ମାନେ ଆକଟ କରି ବୁଝାଇଥାନ୍ତି । ଯଦି ପିଲାଟି ରାଜି ନ ହୁଏ, ତେବେ ଜୋରଜବରଦସ୍ତ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଯାଇଥାଆନ୍ତି ବାପା ମା’। ସୋସିଆଲ ମିଡିଆରେ ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି।…

ବର୍ଷା ପରେ କାହିଁକି ଦୃଶ୍ୟମାନ ହୁଏ ଇନ୍ଦ୍ରଧନୁ ?

ବ୍ୟୁରୋ : ଆପଣମାନେ ନିଶ୍ଚିତ ଭାବେ ଆକାଶରେ ଇନ୍ଦ୍ରଧନୁକୁ କିଛି ସମୟ ପାଇଁ ଦେଖିଥିବେ। ପ୍ରାୟତଃ ଏହା ବର୍ଷାଦିନରେ ଦେଖାଯାଏ। ଏହାଛଡ଼ା ଆକାଶରେ ଏକାସଙ୍ଗରେ ବିଭିନ୍ନ ରଙ୍ଗ ଦେଖିବାକୁ ମଳିଥାଏ। ଯାହା ଧନୁ ପରି, ତେଣୁ ଏହାକୁ ଇନ୍ଦ୍ରଧନୁ କୁହାଯାଏ। ତେବେ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି…

ବିଗ୍ ବ୍ରଦରର ପ୍ରତିଯୋଗୀ ହେବେ ଲୋକପ୍ରିୟ କଳାକାର ଅବଦୁ ରୋଜିକ୍

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ରିୟାଲିଟି ସୋ’ ବିଗ୍ ବସ୍ । ତାଜାକିସ୍ତାନର ଅବଦୁ ରୋଜିକ୍ ଏହି ରିଆଲିଟି ସୋ’ରୁ ବେଶ୍ ଲୋକପ୍ରିୟ ହୋଇଥିଲେ । ବିଗ୍ ବସ୍ ୧୬ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଭାରତ ସମେତ ବିଦେଶରେ ମଧ୍ୟ ଲୋକଙ୍କ ମନ ଜିଣିଥିଲେ ଅବଦୁ। ପୂର୍ବରୁ  ଭାରତରେ ଅବଦୁଙ୍କ…

୩ ହଜାର ୯୦୦ କର୍ମଚାରୀଙ୍କୁ ଛଟେଇ କରିବ ଆଇବିଏମ୍‌

ନୂଆଦିଲ୍ଲୀ : ଆର୍ଥିକ ମାନ୍ଦାବସ୍ଥା ସ୍ଥିତି ଦେଇ ଗତି କରୁଛି ବିଭିନ୍ନ କମ୍ପାନୀ । ପ୍ରଥମେ ଟ୍ୱିଟର,ଗୁଗୁଲ ପରେ ଆମାଜନ ଆଉ ଏବେ ଆଇବିଏମ କ୍ରପ୍‌ କମ୍ପାନୀ ଏହି ତାଲିକାରେ ଯୋଡ଼ି ହୋଇଯାଇଛି । ପ୍ରଥମେ ଟ୍ୱିଟର କମ୍ପାନୀର ସିଇଓ ଏଲନ୍‌ ମସ୍କ କମ୍ପାନୀରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ…

ନାଇଜେରିଆରେ ବୋମା ବିସ୍ଫୋରଣ

ନୂଆଦିଲ୍ଲୀ : ନାଇଜେରିଆର ଉତ୍ତର-ମଧ୍ୟ ରାଜ୍ୟ ନସାରାଓ୍ବା ବେନ୍ୟୁ ଅଞ୍ଚଳରେ ବୋମା ବିସ୍ଫୋରଣ । ବୋମା ମାଡ଼ରେ ୧୨ରୁ ଅଧିକ ଗୋ-ପାଳକ ଏବଂ ସେଠାରେ ଉପସ୍ଥିତ ଥିବା ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତ ମାନଙ୍କୁ…

ବର୍ଜ୍ୟବସ୍ତୁରୁ ପୋଟ୍ରେଟ୍ ତିଆରି ନିଶାରେ ମାତିଛନ୍ତି ନାଇଜେରିଆ ଯୁବକ

ନୂଆଦିଲ୍ଳୀ : ଆପଣମାନେ ଜାଣିଥିବେ ସାଧାରଣତଃ ସମସ୍ତଙ୍କର କିଛି ନା କିଛି ହବି ଥାଏ । କାହାର ବହି ପଢିବା ,ଗୀତ ଗାଇବା କି ଗୀତ ଶୁଣିବା, ରୋଷେଇ କରିବା ତ ଆଉ କାହାର ଅଳିଆ ଆବର୍ଜନାରୁ ସୁନ୍ଦର ଆର୍ଟ କରିବା  ଆଦି ଥାଏ। ହେଲେ କେହି ପୁରୁଣା ଚପଲରୁ ପୋଟ୍ରେଟ୍ ତିଆରି କରିବା କେବେ ଶୁଣିଛନ୍ତି…

୩ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା

ଥାନେ : ମହାରାଷ୍ଟ୍ରର ଭିୱାଣ୍ଡିରୁ ଆସିଲା ଲଜ୍ଜାଜନକ ଘଟଣା। ୩ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ କରାଯାଇଛି ହତ୍ୟା । ସୂଚନା ଅନୁଯାୟୀ, ପିଡ଼ୀତାଙ୍କ ବାପା ଜଣେ ସ୍କ୍ରାପ ଦୋକାନ କରିଥିବା ବେଳେ ମା’ ବ୍ୟାଗ ତିଆରି ୟୁନିଟରେ କାମ କରନ୍ତି । ଘଟଣା ଦିନ ପୀଡ଼ିତାଙ୍କ ପରିବାର ଲୋକ କାମ…

ଖନନ କାର୍ଯ୍ୟ ଚାଲିଥିବା ବେଳେ ଭୁଶୁଡ଼ି ପଡ଼ିଲା ଏକାଧିକ ଘର: ଜଣେ ମୃତ, ଏକାଧିକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଆଗ୍ରାରେ ଗୁରୁବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଖନନ କାର୍ଯ୍ୟ ଚାଲିଥିବା ବେଳେ ଏକାଧିକ ଘର ଭୁଶୁଡ଼ି ପଡ଼ିଛି। ଏଥିରେ ଏକାଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ତେବେ ୩ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ…