Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରୋଗୀଣା ପୁଅର ଯନ୍ତ୍ରଣା ସହି ପାରିଲେନି, ପରିବାର ସହ ଜୀବନ ହାରିଲେ ବିଜେପି ନେତା

ବିଦିଶା: ଆଖି ସାମ୍ନାରେ କଏଷ୍ଟ ପାଉଥିଲା ପୁଅ । ନିଜର ସାମର୍ଥ୍ୟ ଅନୁସାରେ ସବୁ ପ୍ରକାର ଚିକିତ୍ସା କରାଇଲେ । ହେଲେ କିଛି ଲାଭ ହେଲାନି । ନା ପୁଅକୁ ସୁସ୍ଥ କରିପାରିଲେ ନା ପୁଅର କଷ୍ଟ ଦେଖିପାରିଲେ । ଶେଷରେ ନେଲେ ଏମିତି ଚରମ ନିଷ୍ପତ୍ତି । ମଧ୍ୟପ୍ରଦେଶ ବିଦିଶାରୁ ଆସିଛି ଛାତି ଥରାଉ ଦେବା…

ଅଦରକାରୀ ଜିନିଷରୁ ଇଲେକ୍ଟ୍ରିକ୍ ବାଇକ୍: ଜଣେ କି ୨ଜଣ ନୁହେଁ, ବସି ପାରିବେ ୬ ଜଣ  ଲୋକ

 ଆଜମଗଡ଼: ଯୁଗ ବଦଳୁଛି, ଦରଦାମ ମଧ୍ୟ ବଢିବାରେ ଲାଗିଛି । ତା ଭିତରେ ପେଟ୍ରୋଲ ଦର ଏବେ ଆକାଶ ଛୁଆଁ । ସେଥିପାଇଁ ଏବେ ଇଲେକ୍ଟ୍ରିକ୍ ଗାଡିର ଚାହିଦା ବେଶ୍ ବଢୁଛି । ଏମିତି ଏକ ଇଲେକ୍ଟ୍ରିକ୍ ବାଇକ୍ ତିଆରି କରିଛନ୍ତି ୟୁପି ଆଜମଗଡର ଅସଦ ଅବଦୁଲ୍ଲା । ଯାହା ସାଧାରଣ ଲୋକଙ୍କ ପାଇଁ ବହୁତ ଉପଯୋଗୀ…

କମିଲା ପାକିସ୍ତାନ ଟଙ୍କାର ମୂଲ୍ୟ

ପାକିସ୍ତାନ: ପାକିସ୍ତାନରେ ଆର୍ଥିକ ସଙ୍କଟ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଆର୍ଥିକ ସଙ୍କଟ ଯୋଗୁଁ ଏବେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ରେକର୍ଡ ହ୍ରାସ ପାଇଛି । ପାକିସ୍ତାନୀ ଟଙ୍କା ଗୋଟିଏ ଡଲାର ତୁଳନାରେ ୨୫୫ରେ ପହଞ୍ଚିଛି । ଯାହା  ସବୁଠୁ ନିମ୍ନ ସ୍ତର ଅଟେ । ତେବେ କୁହାଯାଉଛି…

ଆମେରିକାର ଟାର୍ଗେଟ୍‌: ISIS ବରିଷ୍ଠ ସଂଚାଳକ ସହ ୧୦ ଆତଙ୍କବାଦୀ ସଫା

ୱାଶିଟନ ଡିସି: ସୋମାଲିଆରେ ଆତଙ୍କବାଦୀ ସଫେଇ ଅଭିଯାନ ଜାରି ରଖିଛି ଆମେରିକା। ଉତ୍ତର ସୋମାଲିଆରେ ପ୍ରାଦୁର୍ଭାବ ବଢ଼ାଇଥିବା ଇସ୍ଲାମିକ ଷ୍ଟେଟ୍ ଆତଙ୍କବାଦୀଙ୍କର ବିରୋଧରେ ଆମେରିକା ନିଜର ସ୍ୱତନ୍ତ୍ର ଅପରେସନ ଚଳାଇଛି। ଏହି ଅପରେସନରେ ଜାନୁଆରୀ ୨୫ ତାରିଖରେ ଆମେରିକା ସେନା ଆତଙ୍କବାଦୀ ସଂଗଠନ…

ୟୁକ୍ରେନ୍‌କୁ ଟକ୍କର ଦେବା ଋଷ ପକ୍ଷେ ହେବ କଷ୍ଟକର

ନୂଆଦିଲ୍ଲୀ : ୟୁକ୍ରେନକୁ ଟକ୍କର ଦେବା ଏଣିକି ଋଷ ପକ୍ଷେ ହେବ କଷ୍ଟକର । ଖୁବ୍ ଶୀଘ୍ର ଆମେରିକାଠାରୁ ୟୁକ୍ରେନ ପାଇବ ୩୧ଟି ଶକ୍ତିଶାଳୀ M1 ଆବ୍ରାହମସ୍ ଟ୍ୟାଙ୍କ । ଏନେଇ ଘୋଷଣା କରିଛି ଆମେରିକା । ସେପଟେ ଜର୍ମାନୀ ବି ଲିଓପାର୍ଡ ଟ୍ୟାଙ୍କ ଯୋଗାଇବାକୁ ଘୋଷଣା କରିଛି । ଯୁଦ୍ଧ ପ୍ରସଙ୍ଗରେ…

ରାମଦେବ କହିଲେ ୪ ଭାଗରେ ପାକିସ୍ତାନ ଭାଗ ହେବ

ହରିଦ୍ୱାର: ଗଣତନ୍ତ୍ର ଦିବସ ଅବସରରେ ହରିଦ୍ୱାରରେ ବାବା ରାମଦେବଙ୍କ ଏକ ବୟାନ ପୁନର୍ବାର ଚର୍ଚ୍ଚାର ପରିସରକୁ ଆସିଛି । ପତଞ୍ଜଳୀ ଯୋଗପୀଠରେ ଆୟୋଜିତ ଗଣତନ୍ତ୍ର ଦିବସ ଉତ୍ସବ ଅବସରରେ ସେ କହିଛନ୍ତି ପାକିସ୍ତାନ ୪ ଭାଗରେ ଭାଗ ହୋଇଯିବ । ପାକିସ୍ତାନଠାରୁ ବେଲୁଚିସ୍ତାନ ଅଲଗା ହୋଇ ସ୍ୱତନ୍ତ୍ର…

ମୃତ୍ୟୁର ୧୭ ବର୍ଷ ପରେ ଧୁମ୍‌ଧାମ୍‌ରେ ପାଳିତ ହେଲା ବିବାହ

ନୂଆଦିଲ୍ଲୀ: ବାଜା ବାଜୁଥିଲା । ନାଚଗୀତ ମଧ୍ୟ ହେଉଥିଲା । ବରବେଶରେ ସଜ୍ଜେଇ ମଧ୍ୟ ହୋଇଥିଲେ ବର । ଠିକ୍ ସମୟରେ ମଣ୍ଡପରେ ପହଞ୍ôଚଥିଲେ ବର ସହ ବରଯାତ୍ରୀ । ସେଠାରେ କନ୍ୟା ଘର ପକ୍ଷରୁ ବରକୁ ସ୍ୱାଗତ ମଧ୍ୟ କରାଗଲା । ହେଲେ ବର ବଦଳରେ ଥିଲା ବରଙ୍କ ଫଟୋ ଚିତ୍ର । ଏମିତି ଏକ ଅଜବ ବିବାହ ଉତ୍ସବ…

ଇଷ୍ଟର୍ଣ୍ଣ ଲଦାଖରେ ଅସ୍ତିତ୍ବ ହରାଉଛି ଭାରତ, ୨୬ଟି ପାଟ୍ରୋଲିଂ ପଏଣ୍ଟରେ ନାହିଁ ସେନାର ଅବସ୍ଥିତି

ନୂଆଦିଲ୍ଲୀ : ଇଷ୍ଟର୍ଣ୍ଣ ଲଦାଖରେ ଭାରତ ହରାଉଛି ଅସ୍ତିତ୍ବ ।୨୬ଟି ପାଟ୍ରୋଲିଂ ପଏଣ୍ଟରେ ନାହିଁ ସେନାର ଅବସ୍ଥିତି । ଲଦାଖର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ୬୫ ପ୍ଲସପଏଣ୍ଟରୁ ୨୫ଟିରେ ଭାରତ ନିୟନ୍ତ୍ରଣ ହରାଇଛି । ଚୀନ ସହ ସୀମା ବିବାଦକୁ ନେଇ ତିକ୍ତତା ଲାଗି ରହିଥିବା ବେଳେ…

ଲଂଚ ହେଲା ଭାରତର ନିଜସ୍ୱ ନାଜାଲ ଭ୍ୟାକ୍ସିନ ଇନକୋଭାକ

ନୂଆଦିଲ୍ଲୀ: କରୋନା ମହାମାରୀକୁ ରୋକିବା ପାଇଁ ଭାରତ ଆଉ ଏକ ପାଦ ଆଗେଇ ଯାଇଛି । ଗୁରୁବାର ନାଜାଲ ଭ୍ୟାକ୍ସିନ ଇନକୋଭାକ ବିଧିବଦ୍ଧ ଭାବେ ଲଂଚ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭେୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତୀ ଜିତେନ୍ଦ୍ର ସିଂ ଏହାକୁ ଲଂଚ କରିଛନ୍ତି । ଭାରତ…

ହାତ ଘଣ୍ଟାରେ ଖଞ୍ଜା ଯାଇଛି ୧୭,୫୨୪ଟି ହୀରା: ଗିନିଜ୍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନିତ

ନୂଆଦିଲ୍ଲୀ: ଦୃଢ ଇଛାଶକ୍ତି ଥିଲେ ସବୁକିଛି ସମ୍ଭବ । ଏମିତି ଜଣେ ଯୁବକ ହୀରାରେ ଏକ ହାତଘଣ୍ଟା ତିଆରି କରି ନିଜ ନାମକୁ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନିତ କରିପାରିଛନ୍ତି । ସେ ଯେଉଁ ଘଣ୍ଟା ତିଆରି କରିଛନ୍ତି, ତାହା ଦେଖିବାକୁ କୌଣସି ଅଳଙ୍କାରଠାରୁ ବି କମ୍ ନୁହେଁ । ମିରଟରେ…