Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯୁବ ଚାଷୀଙ୍କ ପଶୁପ୍ରେମ, ଯୋଡ଼ା ବଳଦ ପାଇଁ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ବିବାହ ମଣ୍ଡପ

ବେଙ୍ଗାଲୁରୁ : ଯୁବ ଚାଷୀଙ୍କ ନିଆରା ପଶୁ ପ୍ରେମ । ଯୋଡ଼ା ବଳଦ ପାଇଁ ନିର୍ମାଣ କଲେ ସ୍ୱତନ୍ତ୍ର ବିବାହ ମଣ୍ଡପ । ସମସ୍ତେ ନିଜ ବିବାହକୁ ଟିକିଏ ସ୍ୱତନ୍ତ୍ର କରିବାକୁ ଚାହିଁଥାଆନ୍ତି  ।  ନିଜ ବିବାହକୁ ସ୍ବତନ୍ତ୍ର କରିବା ଉଦ୍ଦେଶ୍ୟରେ ଅଭିନବ ପ୍ରୟାସ କରିଛନ୍ତି ପଶୁପ୍ରେମୀ ମହେଶ । ଯାହା…

୫ ବର୍ଷ ଝିଅ ଶରୀରରୁ ମିଳିଲା ଜିକା ଭାଇରସ, ଚିନ୍ତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜିକା ଭାଇରସ । ୫ ବର୍ଷର ଝିଅ ଶରୀରରୁ ମିଳିଛି ଜିକା ଭାଇରସ । ଏହି ଖବର ପ୍ରଚାର ହେବା ପରେ ଖେଳି ଯାଇଛି ଆତଙ୍କ । ବଢିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା। କର୍ଣ୍ଣାଟକରେ ଚିହ୍ନଟ ହୋଇଛି ପ୍ରଥମ ଜିକା ଭାଇରସ। ରାଜ୍ୟର ରାଇଚୁର ଜିଲ୍ଲାରେ ଜଣେ ୫ ବର୍ଷୀୟ ଝିଅ…

ଭାରତୀୟ ଯବାନଙ୍କ ସାହସ ଦେଖି ଫେରିଗଲେ ଡ୍ରାଗନ ସେନା-ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ତଓ୍ୱାଙ୍ଗ ଠାରେ ଚୀନ ସେନା ଭାରତକୁ ଅନୁପ୍ରବେଶ କରିବାକୁ  ଚାହୁଁଥିଲେ । ଏହାର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ସେନା । ଏଲଏସିର ସ୍ଥିତିକୁ ବଦଳାଇବା ପାଇଁ ଚୀନ ବାରମ୍ବାର ଚେଷ୍ଟା କରୁଛି । ଭାରତୀୟ ସେନାର ଖୁବ ସାହାସର ସହିତ ଏହାର ମୁକାବିଲା କରୁଛନ୍ତି । ଚୀନ ସେନାକୁ ନିଜ…

ସଂସଦ ଆକ୍ରମଣରେ ବଳିଦାନକୁ ସ୍ମରଣ କଲେ ଶାସକ ଓ ବିରୋଧୀ

ନୂଆଦିଲ୍ଲୀ: ଆଜି ସଂସଦ ଆକ୍ରମଣକୁ ୨୧ ବର୍ଷ । ସଂସଦରେ ସହିଦଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ସଂସଦ ପରିସରରେ ସହିଦ୍ ଯବାନଙ୍କ ଫଟୋରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାଙ୍କ ସହିତ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦିପ ଧନଖଡ,…

ଯୋଧପୁରରେ ସିଲିଣ୍ଡର ବ୍ଲାଷ୍ଟ, ମୃତ୍ୟୁ ସଂଖ୍ୟା ୧୮ କୁ ବୃଦ୍ଧି

ରାଜସ୍ଥାନ : ବିବାହ ଖୁସିରେ ଲାଗିଲା ଗ୍ରହଣ । ବରଯାତ୍ରୀ ବାହାରିବା ପୂର୍ବରୁ ଫାଟିଲା ଗ୍ୟାସ ଟାଙ୍କି । ଯୋଧପୁର ସିଲିଣ୍ଡର ବ୍ଲାଷ୍ଟ ମାମଲା । ବିବାହ ମହତ୍ସୋବରେ ଭୋଜି ପ୍ରସ୍ତୁତ ସମୟରେ ଏହି ଅଘଟଣ ଘଟିଥିଲା । ଦୁର୍ଘଟଣାରେ ୫ ଜଣ ଅତିଥିଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ ଜଣ ଆହତ ହୋଇଥିଲେ ।…

ଡ୍ରାଗନ ସେନାର ଔଦ୍ଧତ୍ୟ, ଜରୁରୀ ବୈଠକ ଡକାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ପୁଣି ଡ୍ରାଗନ ସେନାର ଔଦ୍ଧତ୍ୟ । ଭାରତୀୟ ସେନା ପୋଷ୍ଟ ହଟାଇବାକୁ ଚୀନସେନା ପିଏଲଏର ଉଦ୍ୟମ । ଅରୁଣାଚଳପ୍ରଦେଶର ତଓ୍ୱାଙ୍ଗ ଠାରେ ଭାରତୀୟ ସେନା ସହ ମୁହାଁମୁହିଁ । ୯ ତାରିଖରେ ଭାରତୀୟ ସେନା ସହ ଚୀନ ସେନା ହାତାହାତି ହୋଇଥିବା ଜଣାପଡିଛି । ସାଟେଲାଇଟ୍ ଚିତ୍ରରୁ ସାମ୍ନାକୁ ଆସିଲା…

ଆପଣ ପ୍ରଧାନମନ୍ତ୍ରୀଙ୍କୁ ମନ୍-କି-ବାତ୍ କହିବାକୁ ଚାହୁଁଛନ୍ତି କି? ମୋଦୀ ଦେଲେ ସୁଯୋଗ

ନୂଆଦିଲ୍ଲୀ : ଆପଣଙ୍କ କିଛି ସମସ୍ୟା ଅଛି କି? ଆପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିବାକୁ ଚାହୁଁଛନ୍ତି କି ? ଆପଣ ଦେଶର ବିକାଶ ପାଇଁ କିଛି ଉପାୟ ଭାବିଛନ୍ତି କି? ଏପରିକି କେନ୍ଦ୍ର ସରକାରଙ୍କୁ କେଉଁ ଦିଗଦର୍ଶନ ଦେବା ପାଇଁ ଚାହୁଛନ୍ତି, ତାହା ମଧ୍ୟ କହିପାରିବେ । ଆପଣଙ୍କୁ ଏହି…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ମନ୍ତବ୍ୟରେ କଂଗ୍ରେସ ନେତା ରାଜା ପଟେରିଆ ଗିରଫ

ଭୋପାଳ: ମହଙ୍ଗା ପଡ଼ିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ମନ୍ତବ୍ୟ । କଂଗ୍ରେସ ନେତା ରାଜା ପଟେରିଆ ଗିରଫ । ଆଜି ସକାଳ ସାଢେ ୫ଟାରେ ମଧ୍ୟପ୍ରଦେଶର ଦମୋହରୁ ଗିରଫ ହୋଇଛନ୍ତି ପାଟେରିଆ । ଗତକାଲି ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା…

ମୁମ୍ବାଇରେ ଆଜିଠାରୁ ଶୁକ୍ରବାର ଯାଏ ଜି ୨୦ର ପ୍ରଥମ ବୈଠକ

ମୁମ୍ବାଇ: ଭାରତର ଜି ୨୦ ଅଧ୍ୟକ୍ଷତା ଅଧୀନରେ ବିକାଶ କାର୍ଯ୍ୟ ଗୋଷ୍ଠୀ (ଡିଡବ୍ଲ୍ୟୁଜି)ର ପ୍ରଥମ ବୈଠକ ଆଜିଠାରୁ (୨୦୨୨ ଡିସେମ୍ବର ୧୩) ୧୬ ପର୍ଯ୍ୟନ୍ତ ମୁମ୍ବାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଜି ୨୦ ସଦସ୍ୟ, ଅତିଥି ଦେଶ ଗୁଡିକ ତଥା ଆମନ୍ତ୍ରିତ ଅନ୍ତର୍ଜାତୀୟ ସଂଗଠନ ବ୍ୟକ୍ତିଗତ ଭାବରେ…