Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୂଆ ନିର୍ବାଚନ କମିସନରଙ୍କୁ କେମିତି ନିଯୁକ୍ତ କରିଛ, ଦସ୍ତାବିଜ ଦାଖଲ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ କମିସନର ଅରୁଣ ଗୋଏଲଙ୍କ ନିଯୁକ୍ତି ସମ୍ପର୍କିତ ଫାଇଲ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଆଜି (ନଭେମ୍ବର ୨୪) କୋର୍ଟରେ ଏ ସଂକ୍ରାନ୍ତରେ ସମସ୍ତ ଦସ୍ତାବିଜ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। ମୁଖ୍ୟ…

ତିହାର ଜେଲରେ ଭିଆଇପି କଏଦୀଙ୍କୁ ଭିଆଇପି ସୁବିଧା ନେଇ ବିଜେପି, କଂଗ୍ରେସ କଲେ ପ୍ରଶ୍ନ

ନୂଆଦିଲ୍ଲୀ: ଭାରତର ଜେଲରେ ସାଧାରଣ କଏଦୀ ଏବଂ ଭିଆଇପି କଏଦୀଙ୍କୁ ଭିନ୍ନ ଭିନ୍ନ ସୁବିଧା ମିଳୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୁଏ । ତେବେ ଦିଲ୍ଲୀର ତିହାର ଜେଲରେ ଭିଆଇପି ନେତାଙ୍କୁ ଯେଉଁଭଳି ସୁବିଧା ମିଳୁଛି ତାକୁ ନେଇ ସାରା ଦେଶରେ ଚର୍ଚା ହେଉଛି । ଏହାକୁ ନେଇ ଦିଲ୍ଲୀରେ କଂଗ୍ରେସ ଏବଂ…

EWS କୋଟା ପ୍ରସଙ୍ଗରେ ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବା ଗରିବ ଶ୍ରେଣୀର ଲୋକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତି ଉପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା EWS କୋଟା ଉପରେ ସୁପ୍ରିମକୋର୍ଟ ମୋହର ମାରିଥିଲେ। ଏବେ ଏହାକୁ ଚ୍ୟାଲେଞ୍ଜ କରାଯାଇ ସୁପ୍ରିମକୋର୍ଟରେ ପୁନଃ ପିଟିସନ ଦାଖଲ ହୋଇଛି।…

ନିର୍ବାଚନ କମିସନରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଖଣ୍ଡପୀଠ ଓ କେନ୍ଦ୍ର ସରକାର ମଧ୍ୟରେ ବିତର୍କ

ନୂୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତି ପାଇଁ କଲେଜିୟମ ଭଳି ଏକ ବ୍ୟବସ୍ଥା ହେଉ । ଏଭଳି ଏକ ଆବେଦନ ଉପରେ ସୁପ୍ରିମକୋର୍ଟରେ ଖଣ୍ଡପୀଠ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ବିତର୍କ ହୋଇଛି। ଯେଉଁଥିରେ କଲେଜିୟମ ବ୍ୟବସ୍ଥାକୁ କେନ୍ଦ୍ର ସରକାର ପକ୍ଷ ରଖି ବିରୋଧ କରିଛନ୍ତି। ତେବେ…

ଅଫତାବ ମୋତେ ମାରିଦେବ: ମହାରାଷ୍ଟ୍ର ପୋଲିସ ଚାହିଁଥିଲେ ବଞ୍ଚିଯାଇଥାନ୍ତେ ଶ୍ରଦ୍ଧା

ମୁମ୍ବାଇ: ଶ୍ରଦ୍ଧା ହତ୍ୟା ମାମଲାକୁ ନେଇ ମହାରାଷ୍ଟ୍ର ପୋଲିସର ଅବହେଳା ସାମ୍ନାକୁ ଆସିଛି । ୨ ବର୍ଷ ପୂର୍ବରୁ ପ୍ରେମିକ ଅଫତାବ ଶ୍ରଦ୍ଧାଙ୍କୁ କାଟିକି ଫୋପାଡି ଦେବାକୁ ଧମକ ଦେଇଥିଲା । ଏଥିପାଇଁ ଶ୍ରଦ୍ଧା ପୋଲିସକୁ ଚିଠି ଲେଖିଥିଲେ । ଚିଠିରେ ଶ୍ରଦ୍ଧା ଲେଖିଥିଲେ ସେ ଥାନାକୁ…

ରାଜ୍ୟରେ ବ୍ୟାନ ହେବ ଅନଲାଇନ୍‌ ଗେମ୍‌, ବରିଷ୍ଠ କମିଟିରେ ଉପସ୍ଥାପିତ ହେବ ପ୍ରସ୍ତାବ

ନୂଆଦିଲ୍ଲୀ : ଖୁବ ଶୀଘ୍ର ରାଜ୍ୟରେ ଅନଲାଇନ୍ ଗେମ୍ ଉପରେ ଲାଗିବ ପ୍ରତିବନ୍ଧକ। ଅନଲାଇନ୍ ଖେଳ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଗୃହ ବିଭାଗ ଆଇନର ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ବରିଷ୍ଠ କମିଟିରେ ଏହି ପ୍ରସ୍ତାବ ଉପସ୍ଥାପନା କରାଯିବ । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର…

ଦିଶାଙ୍କ ମୃତ୍ୟୁ ଏକ ଦୁର୍ଘଟଣା : ସିବିଆଇ

ମୁମ୍ବାଇ: ଦିଶା ସାଲିଆନ ମୃତ୍ୟୁ ମାମଲାରେ ଆଜି ସିବିଆଇ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୟାନ ଜାରୀ କରାଯାଇଛି । ଦିଶାଙ୍କ ମୃତ୍ୟୁ ଏକ ଦୁର୍ଘଟଣାଜନିତ । ମଦ୍ୟପାନ ଯୋଗୁ ନିଶାଗ୍ରସ୍ତ ଅବସ୍ଥାରେ ସେ ଭାରସମ୍ୟ ହରାଇ ୧୨ତମ ମହଲାରୁ ଖସି ପଡିବାରୁ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ସିବିଆଇ କହିଛି ।…

ଖେଳ ପରେ ଷ୍ଟାଡିୟମ ସଫା କଲେ ଜାପାନୀ ଦର୍ଶକ, ବିହ୍ୱଳ ହେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ:  ଆରମ୍ଭ ହୋଇ ଯାଇଛି ଫିଫା ବିଶ୍ୱକପ  ।  ନଭେମ୍ବର ୨୦ରେ ଆରମ୍ଭ ହୋଇଛି ଫୁଟବଲ ମହାକୁମ୍ଭ । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଚାଲିଥିଲା ଖେଳ । ଖେଳରେ କିଏ ହାରିଲା, କିଏ ଜିତିଲା ସେ ବିଷୟରେ ଆମେ କହିବାକୁ ଚାହୁଁନୁ । ଆମେ ଏଠି ବିଶ୍ୱକପର ଏକ ଦୃଶ୍ୟ ସମ୍ପର୍କରେ କହିବାକୁ…

ୱାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ, ୧୦ ମୃତ

ନ୍ୟୁୟର୍କ: ଆମେରିକା ଭର୍ଜିନିଆର ଚେସାପିକ୍ ସ୍ଥିତ ଓ୍ୱାଲମାର୍ଟ ଷ୍ଟୋରରେ ଜଣେ ଅଜ୍ଞାତ ବ୍ୟକ୍ତି ଅତର୍କିତ ଗୁଳିମାଡ କରିଛନ୍ତି । ଏହି ଗୁଳିକାଣ୍ଡରେ  ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଗୁରୁତର ହୋଇଛନ୍ତି । ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାଟି…

ରାଗିଗଲେ ବିଧାୟକ, ସରକାରୀ କର୍ମଚାରୀଙ୍କ କଲର ଧରି ଟାଣିଲେ

ହାଇଦ୍ରାବାଦ:  ବିଧାୟକଙ୍କ ଆସିବାର ଥିଲା । କିନ୍ତୁ ଆସିବା ପୂର୍ବରୁ ସ୍କୁଲ ଉଦଘାଟନ କରିଦେଲେ ଅଧିକାରୀ । ବାସ୍, ରାଗିଗଲେ ବିଧାୟକ । ଆଉ ତା’ ପରେ ଯାହା ହେଲା... । ସିଧା ସରକାରୀ କର୍ମଚାରୀଙ୍କ କଲର ଧରି ଟାଣି ଆଣିଲେ ବିଧାୟକ ।   ସେତିକି ନୁହେଁ, ମୁହଁକୁ ଯାହା ଆସିଲା  ତା ଗାଳି  ଦେଇ…