Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାତୀୟ ସ୍ତରରେ ଏମ୍ସ ଭୁବନେଶ୍ୱର ଆବାସିକ ଡାକ୍ତରୀ ଛାତ୍ରଙ୍କ କୃତିତ୍ୱ

ଭୁବନେଶ୍ୱର :  ଚଳିତ ମାସ ଏମ୍ସ ଭୁ‌ବନେଶ୍ବର ଜାତୀୟ ସ୍ତରରେ ଚମତ୍କାର ଭାବେ ସଫଳତା ପାଇଛନ୍ତି । ଏମ୍ସ ଭୁ‌ବନେଶ୍ବର ୬ଜଣ ଆବାସିକ ଡାକ୍ତରୀ ଛାତ୍ର ତିନି ଭିନ୍ନ ଭିନ୍ନ ଜାତୀୟ ଶୈକ୍ଷିକ କାର୍ଯ୍ୟକ୍ରମର ସଂପୃକ୍ତ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ଭୁ‌ବନେଶ୍ବର ଏମ୍ସ ପାଇଁ ଗୌରବ…

୫୦୦ ଟଙ୍କାରେ ନେଇପାରିବେ ଜେଲର ମଉଜ

ହଲଦିୱାନୀ: ଜ୍ୟୋତିଷ ଶାସ୍ତ୍ରରେ ବନ୍ଧନ ଯୋଗ ଥିବା ବ୍ୟକ୍ତି କିଛି ଦିନ ଜେଲରେ ରହି ଏଥିରୁ ମୁକ୍ତି ପାଇବା ପାଇଁ ଚାହିଁଥାଏ । ସେହିପରି ଜେଲ ଭିତରର ଦୁନିଆ କିପରି ତାହା ମଧ୍ୟ ଜାଣିବାକୁ ଅନେକଙ୍କ ମନରେ ଉତ୍କଣ୍ଠା ରହିଥାଏ । ଉତରାଖଣ୍ଡର ହଲଦୀୱାନୀ ଜେଲ ମାଧ୍ୟମରେ ଏବେ ସମସ୍ୟାର ସମାଧାନ…

ଦେଶର ଗରିବ ଲୋକଙ୍କ ପାଇଁ ଖୁସି ଖବର , ବର୍ଷ ଶେଷ ଯାଏଁ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ତିନି ମାସ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର  । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ,ଏହି ବର୍ଷ ଶେଷ ଯାଏଁ ଏହି ଯୋଜନାକୁ ବଢାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ…

ହିଜାବ ଆନ୍ଦୋଳନ: ଷ୍ଟେଜରେ ଚୁଟି କାଟି ସମର୍ଥନ ଜଣାଇଲେ ଟର୍କୀଶ ଗାୟିକା ମେଲେକ

ତେହେରାନ:ଇରାନରେ ହିଜାବକୁ ବିରୋଧ କରି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏହାକୁ ସମର୍ଥନ କରୁଥିବା ମହିଳାମାନଙ୍କୁ ଇରାନ ସରକାର ଗୁଳି କରି ମାରିବା ଘଟଣା ପରେ ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଫଳରେ ଆନ୍ଦୋଳନ କମିବା ବଦଳରେ ବଢ଼ୁଛି । ଟର୍କୀଶ ଗାୟିକା ମେଲେକ ମୋସୋ ଏହି…

ଲେଫ୍ଟନାଣ୍ଟ ଜେନେରାଲ ଅନୀଲ୍ ଚୌହାନଙ୍କୁ CDS ଭାବେ ନିଯୁକ୍ତି

ନୂଆଦିଲ୍ଲୀ: ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ୍ ଚୌହାନଙ୍କୁ ଦେଶର ପରବର୍ତ୍ତୀ ସିଡିଏସ୍ ଭାବେ ନିଯୁକ୍ତି ମିଳିଛି । ଶ୍ରୀ ଚୌହାନ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ରହିବା ସହ ଅତିରିକ୍ତ ଭାବେ ଭାରତ ସରକାରଙ୍କ ମିଲିଟାରୀ ଆଫେୟାର୍ସ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇବେ ।…

ଜଣେ ବ୍ୟକ୍ତିଙ୍କ ପେଟରୁ ବାହାରିଲା ୬୨ ଷ୍ଟିଲ ଚାମଚ

ମୁଜାଫରନଗର: ମୁଜାଫରନଗରରେ ଏବେ ଅବିଶ୍ୱସନୀୟ ଖବର ସମ୍ମୁଖକୁ ଆସିଛି । ଏଠାରେ ଡାକ୍ତରଖାନାରେ ଯନ୍ତ୍ରଣା ପାଇଁ ଚିକତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ପେଟରୁ ୬୨ ଷ୍ଟିଲ ଚାମଚ ବାହାରିଛି । ଅପରେଶନ ପରେ ଯୁବକଙ୍କ ଅବସ୍ଥା ଉଦବେଗଜନକ ରହିଛି । ରିପୋର୍ଟ ମୁତାବକ ମନ୍ସରପୁରର ବୋପାଡା ଗ୍ରାମର ୩୨…

ପିଏଫଆଇ ପରେ ଆରଏସଏସକୁ ବ୍ୟାନ କରିବାକୁ ଉଠିଲା ଦାବି

ନୂଆଦିଲ୍ଲୀ: ବିହାର ରାଜଧାନୀ ପାଟନାରୁ ଫୁଲହାରୀ ସରିଫ ଆତଙ୍କୀ ମଡ୍ୟୁଲ ପ୍ରଥମେ ସାମ୍ନାକୁ ଆସିଥିଲା। ଏହାପରେ ଧୀରେ ଧୀରେ ତଦନ୍ତ ହେବାରୁ ଫୁଲୱାରୀ ସରିଫର ମିଶନ ୨୦୪୭ ସୁଦ୍ଧା ଭାରତକୁ ଏକ ଇସଲାମ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୋଜନା ଥିବା ସାମ୍ନାକୁ ଆସିଥିଲା। ସେହିପରି ୧୨ ଜୁଲାଇରେ…

ତେଜସ୍ବୀ ଯାଦବଙ୍କୁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହେଁ : ଲାଲୁ

ନୂଆଦିଲ୍ଲୀ: ବିହାରରେ ସରକାର ବଦଳିବା ପରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବେ ଏବଂ ବିହାର ମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବ ଦାୟିତ୍ୱ ଗ୍ରହଣ କରିବେ। ଏପରି ଏକ ଚର୍ଚ୍ଚା ବିଭିନ୍ନ ସମୟରେ ହେଉଛି। ଆଉ ଏବେ ଏହି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ଆରଜେଡି ସୁପ୍ରିମୋ ତଥା ବିହାରର…

କ୍ୟୁବାରେ ତାଣ୍ଡବ ରଚିବା ପରେ ଫ୍ଲୋରିଡା ଆଡେ ମାଡି ଚାଲିଛି ସାମୁଦ୍ରିକ ଝଡ

ଫ୍ଲୋରିଡା: କ୍ୟାରବିୟାନ ସମୁଦ୍ରରେ ସୃଷ୍ଟି ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ ଇୟାନ କ୍ୟୁବାରେ ତାଣ୍ଡବ ରଚିବା ପରେ ଏବେ ଫ୍ଲୋରିଡା ଆଡେ ମାଡି ଚାଲିଛି । କ୍ୟୁବାରେ ୨୦୫ କିଲୋମିଟର ପ୍ରତି ଘଂଟା ବେଗରେ ପବନ ବୋହିବା ସହ ଝଡ ତୋଫାନ ହୋଇଥିଲା । ଏହା କିଛି ମାତ୍ରାରେ ଦୁର୍ବଳ ହୋଇ ଆଗାମୀ ୮ ଘଂଟା…

ରେଲଓ୍ୱେ ନିଯୁକ୍ତି ଘୋଟାଲା: ଅକ୍ଚୋବର ୧୮ରେ ହାଜର ହେବାକୁ ତେଜସ୍ୱୀଙ୍କୁ ସମନ

ନୂଆଦିଲ୍ଲୀ: ଆଇଆରସିଟିସି ସ୍କାମରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କୋର୍ଟରେ ହାଜର ହେବେ। ଏଥିପାଇଁ ଦିଲ୍ଲୀର ଏକ କୋର୍ଟ ସମନ କରି ହାଜର ହେବାକୁ କହିଛନ୍ତି। ଏହି ଦୁର୍ନୀତି ମାମଲାରେ ତେଜସ୍ୱୀ ଜାମିନରେ ଅଛନ୍ତି। ନିକଟରେ ସେ ସିବିଆଇକୁ ଧମକ ଦେଇଥିଲେ। ଏହାପରେ ସିବିଆଇ ତେଜସ୍ୱୀ…