Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରା ଅଭାବ ଇନ୍ଧନ ସଂକଟର କାରଣ

ଭୁବନେଶ୍ୱର : ପେଟ୍ରୋଲ ବୋଝେଇ ଜାହାଜ ପ୍ରାୟ ଦୁଇମାସ ଧରି ଶ୍ରୀଲଙ୍କା କୂଳରେ ଲାଗିଛି। କିନ୍ତୁ ଏହାର ଦେୟ ଦେବା ପାଇଁ ଶ୍ରୀଲଙ୍କା ନିକଟରେ ବିଦେଶୀ ମୁଦ୍ରା ନାହିଁ। ତେବେ ଦେଶରେ ଡିଜେଲର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍‌ ଥିବା ସରକାର କହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଶକ୍ତି ମନ୍ତ୍ରୀ…

ବୁର୍କିନି ଉପରୁ ହଟିଲା ବ୍ୟାନ୍, ସ୍ୱିମିଂ ପୁଲରେ ଆରମରେ ପହଁରିବେ ମୁସଲିମ୍ ମହିଳା

ଭୁବନେଶ୍ୱର: ବୁର୍କିନି ଉପରୁ ହଟିଲା ବ୍ୟାନ୍ । ଏବେ ବୁର୍କିନି ପିନ୍ଧି ପହଁରିପାରିବେ ମୁସଲିମ୍ ମହିଳା । ଫ୍ରେଞ୍ଚ ସହର ଗ୍ରେନୋବଲ ବୁର୍କିନି ନିଷିଦ୍ଧ ନିୟମକୁ ଉଚ୍ଛେଦ କରିଦେଇଛି । ମେ ୧୬ରେ ସହରର ସ୍ୱିମିଂ ପୁଲ୍ ଗୁଡ଼ିକରେ ଏକାଠି ହୋଇଥିଲେ ଶତାଧିକ ମୁସଲିମ୍ ମହିଳା । ନିଷିଦ୍ଧାଦେଶ…

ଦିଲ୍ଲୀ ଉପ ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ବୈଜଲ

ନୂଆଦିଲ୍ଲୀ: ଦିଲ୍ଲୀର ଉପ ରାଜ୍ୟପାଳ ପଦରୁ ଅନୀଲ ବୈଜଲ ହଠାତ ଇସ୍ତଫା ପ୍ରଦାନ କରିଛନ୍ତି । ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏ ନେଇ ବିଧିବଦ୍ଧ ଭାବେ ଇସ୍ତଫା ପତ୍ର ପଠାଇଛନ୍ତି । ୩୧ ଡିସେମ୍ବର ୨୦୧୬ରେ ୧୯୬୯ ମସିହା…

ଆତଙ୍କବାଦ କାର୍ଯ୍ୟକଳାପରେ ୧୩ ବର୍ଷୀୟ ନାବାଳକ ଗିରଫ

ଭୁବନେଶ୍ୱର: ଇଂଲଣ୍ଡରେ ୧୩ ବର୍ଷୀୟ ନାବାଳକ ଆତଙ୍କବାବଦୀ କାର୍ଯ୍ୟକଳାପ ପାଇଁ ଗିରଫ ହୋଇଛନ୍ତି । ୱେଷ୍ଟ-ଲଣ୍ଡନର ମେଟ୍ରୋପଲିଟାନ ପୋଲିସ ମଙ୍ଗଳବାର ଏହି ନାବାଳକକୁ ଗିରଫ କରିଛି । ସେ ଅନଲାଇନରେ ଇସଲାମ ଚରମପନ୍ଥୀ ଫଟୋ, ସୂଚନା ଏବଂ ଡକ୍ୟୁମେଣ୍ଟ ପଠାଉଥିଲେ । ବ୍ରିଟେନର ଆତଙ୍କବାଦ…

ହାର୍ଦ୍ଦିକଙ୍କ ଇସ୍ତଫା ବିଜେପି ଲେଖିଛି

ଭୁବନେଶ୍ୱର: ବୁଧବାର ସକାଳୁ ଗୁଜୁରାଟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ହାର୍ଦ୍ଧିକ ପଟେଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ହାର୍ଦ୍ଦିକଙ୍କ ପାଇଁ ବିଜେପି ଇସ୍ତଫା ଲେଖିଦେଇଛି । ଇସ୍ତଫା ପତ୍ରରେ କଂଗ୍ରେସର ରାଜ୍ୟ ନେତା ଏବଂ ଦିଲ୍ଲୀ ସ୍ତରୀୟ ନେତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଅତ୍ୟନ୍ତ…

ବଲିଉଡ ଫିଲ୍ମ ନୁହେଁ ପାନ ମସଲା ବିଜ୍ଞାପନ କରିବେ ମହେଶ ବାବୁ

ଭୁବନେଶ୍ୱର: ବଲିଉଡ୍ ପାଖେ ସେତେ ଟଙ୍କା ନାହିଁ ଯେ ମହେଶ ବାବୁଙ୍କୁ ନେଇ ଫିଲ୍ମ କରିପାରିବ । ମେ ୧୦ ତାରିଖରେ ଏଭଳି ମନ୍ତବ୍ୟ ଦେଇ ବିବାଦ ଭିତରେ ଫସିଯାଇଥିଲେ ଏହି ଦକ୍ଷିଣ ଭାରତ ଅଭିନେତା । ପରେ ସ୍ପଷ୍ଟୀକରଣ ଦେବା ପରେ ନେଟିଜେନ୍ ତାଙ୍କ ଉପରେ କିଛି ମାତ୍ରା ଶିଥିଳ ହୋଇଥିଲେ । କିନ୍ତୁ…

ସୁପ୍ରିମକୋର୍ଟ ରାୟ: ଜେଲରୁ ମୁକୁଳିବେ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ଦୋଷୀ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ଏଜି ପେରାରିଭଲନଙ୍କୁ ଜେଲରୁ ମିଳିବ ମୁକ୍ତି । ବୁଧବାର ସୁପ୍ରିମ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଭାରତୀୟ ସମ୍ବିଧାନର ଧାରା-୧୪୨ ଆଧାରରେ ସୁପ୍ରିମ କୋର୍ଟ ଏହି ରାୟ ଶୁଣାଇଛନ୍ତି ବୋଲି ଉଲ୍ଲେଖ…

କୋଇଲା ଦୁର୍ନୀତି: ମମତାଙ୍କ ସାଂସଦ ପୁତୁରା ଏବଂ ବୋହୂଙ୍କୁ ‘ସୁପ୍ରିମ’ ଝଟକା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ଦଳ ତୃଣମୂଳ କଂଗ୍ରେସକୁ ଝଟକା। କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ପଚରାଉଚରା କରିବାକୁ ପ୍ରବର୍ତ୍ତନ…

ରାଜ୍ୟରେ ଚାଷୀଙ୍କ ଜୋରଦାର ଆନ୍ଦୋଳନ, ବିମାନ ଧରି ଦିଲ୍ଲୀ ଆସିଲେ ମାନ୍

ଚଣ୍ଡିଗଡ: କ୍ଷମତାକୁ ଆସିବା ପୂର୍ବରୁ ଭଗଓ୍ୱନ୍ତ ମାନ୍ ଯେଉଁ ପ୍ରତିଶ୍ରୁତି ଚାଷୀଙ୍କୁ ଦେଇଥିଲେ ତାହା ସେ ପାଳନ କରିନାହାନ୍ତି । ଏପରି ଅଭିଯୋଗ ଆଣି ପଞ୍ଜାବରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଙ୍ଗଳବାର ବିଭିନ୍ନ କୃଷକ ସଂଗଠନର ନେତାମାନେ ଚଣ୍ଡିଗଡ଼ ଅଭିମୁଖେ ପଦଯାତ୍ରା କରି ଆପ୍…

କାନ୍ସ ରେଡ୍‌ କାର୍ପେଟରେ ଚମକିଲେ ଭାରତୀୟ ପ୍ରତିନିଧି ଦଳ

ନୂଆଦିଲ୍ଲୀ: କାନ୍ସ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ନେତୃତ୍ବରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ସଦସ୍ୟ ବିଶିଷ୍ଟ ଭାରତୀୟ ପ୍ରତିନିଧି ଦଳ ରେଡ୍‌ କାର୍ପେଟ୍‌ରେ ଚାଲିବା ସହ ଭାରତ ଇତିହାସ ରଚିଛି । ପ୍ରଥମ ଥର ପାଇଁ ଭାରତ…