Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହୁତ ହୁତ ହୋଇ ଜଳିଗଲା କାଠ ଗୋଦାମ, ୧୧ ଜୀବନ୍ତଦଗ୍ଧ

ସିକନ୍ଦରାବାଦ: ତେଲେଙ୍ଗାନା ସିକନ୍ଦରାବାଦର ଭୋଇଗୁଡା ଅଞ୍ଚଳରେ ଥିବା ଏକ କାଠ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାରମ୍ଭିକ ଭାବେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଜଣେ ନିଆଁର ଆଁରୁ ବର୍ତ୍ତିଯାଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ…

ପୁଣି ବିଗିଡିଲା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା , ଏୟାର ଆମ୍ୱୁଲାନ୍ସରେ ଯିବେ ଦିଲ୍ଲୀ ଏମ୍ସ

ଦିଲ୍ଲୀ : ପୁଣି ବିଗିଡିଲା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା । ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଞ୍ଚିରୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯିବ  । ଲାଲୁଙ୍କ କିଡନୀ ଓ ହାର୍ଟରେ ସମସ୍ୟା ଥିଲା । ସେ କିଛି ଦିନ ହେବ ରାଞ୍ଜି ହସ୍ପିଟାଲରେ ଚିକିତ୍ସିତ…

‘ରଦ୍ଦ ହୋଇଥିବା ତିନି କୃଷି ଆଇନକୁ ସମର୍ଥନ କରୁଥିଲେ ୮୫ ପ୍ରତିଶତ’

ନୂଆଦିଲ୍ଲୀ: ରଦ୍ଦ ହୋଇଥିବା ତିନି କୃଷି ଆଇନ ପୁଣି ଥରେ ଚର୍ଚ୍ଚାରେ। ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ତିନି କୃଷି ଆଇନକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ ନକରିବା ସପକ୍ଷରେ ଥିଲା। ସରକାର ରଦ୍ଦ କରିବା ପରିବର୍ତ୍ତେ ଫିକ୍ସ ପ୍ରାଇସ ବା ଦାମରେ ଫସଲ କିଣିବାର ଅଧିକାର ପ୍ରଦାନ କରିବା ଏବଂ…

୩୫ ହଜାର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କଲେ ମାନ୍ ସରକାର

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ପରେ ଭଗବନ୍ତ ମାନ ଏବେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। ଭଗବନ୍ତ ମାନ ମଙ୍ଗଳବାର ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି, ରାଜ୍ୟର ଗ୍ରୁପ୍ ସି ଏବଂ ଗ୍ରୁପ୍ ଡିର ପ୍ରାୟ ୩୫ ହଜାର ଅସ୍ଥାୟୀ କର୍ମଚାରୀଙ୍କୁ ସରକାର ସ୍ଥାୟୀ ଚାକିରି…

ଲୋକସଭାରୁ ଇସ୍ତଫା ଦେଲେ ଅଖିଳେଶ ଓ ଆଜମ ଖାନ୍

ଲକ୍ଷ୍ମୌ: ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଆଜି (ମଙ୍ଗଳବାର) ଲୋକସଭାରୁ ଇସ୍ତଫା ଦେଇଛନ୍ତି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ଅଖିଳେଶ ଯାଦବ କରହଲ ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ତାଙ୍କ ସହିତ ଅଖିଳେଶ ଯାଦବ ୨୦୧୯ରେ ଆଜାମଗଡ ଲୋକସଭା ଆସନରୁ…

ଟିଏମସି ନେତାଙ୍କୁ ହତ୍ୟା ପରେ ଗାଁରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୧୦ ଜୀବନ୍ତଦଗ୍ଧ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା। ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କୁ ହତ୍ୟା ପରେ ଗତକାଲି ରାତିରେ ବୀରଭୂମର ରାମପୁରହାଟର ବୋଗତୁଇ ଗାଁରେ କିଛି ଲୋକ ନିଆଁ ଲଗାଇ ଦେଇଥିଲେ। ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୩୮ ଜଣ ଆହତ ହୋଇଥିବା କୁହାଯାଉଛି।…

[ଦେଖନ୍ତୁ ଭିଡିଓ] ଯୁଦ୍ଧ ବିରୋଧରେ ଧାରଣା ବେଳେ ରୁଷ୍ ସେନାର ଆଖିବୁଜା ଗୁଳିମାଡ଼

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନରେ ଆତଙ୍କ ଖେଳାଉଛି ରୁଷ୍ ସେନା । ଏବେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି । ଆବାସିକ ସ୍ଥଳୀ ଉପରେ ହମଲା କରୁଛି । ଯୁଦ୍ଧ ବିରୋଧରେ ଧାରଣ ବେଳେ ଲୋକଙ୍କ ଉପରେ ବି ଗୁଳିମାଡ଼ କରୁଛି । ଖେରସୋନରୁ ଏଭଳି ଚିତ୍ର ସାମନାକୁ ଆସିଛି । ସୋସିଆଲ୍ ମିଡିଆରେ ଭାଇରାଲ୍…

NATO ବିରୋଧରେ ବଡ଼ ବୟାନ ଦେଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୭ ଦିନରେ ପହଞ୍ଚିଲାଣି ରୁ୍ଷ୍-ୟୁକ୍ରେନ୍ ଲଢ଼େଇ । ରୁଷ୍ ଜୋରଦାର ହମଲା କରୁଛି । ଶକ୍ତିଶାଳୀ ପୁଟିନ୍ ସେନା ଆଗରେ ମୁଣ୍ଡ ନୁଆଇବା ସ୍ଥିତିରେ ନାହିଁ ଯୁକ୍ରେନ୍ । ଏଭଳି ସ୍ଥିତିରେ ନାଟୋ ବିରୋଧରେ ବଡ଼ ବୟାନ ରଖିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ନାଟୋ…

୫୦ ଟଙ୍କା ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍

ଭୁବନେଶ୍ୱର: ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ପେଟ୍ରୋଲ ଓ ଡିଜେଲ୍ ସହ ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡର । ୫୦ ଟଙ୍କା ବୃଦ୍ଧି ହୋଇଛି । ଆଜିଠୁ ଲାଗୁ ହୋଇଛି ନୂଆ ଦର । ଫଳରେ ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ୍ ୯୨୬ରୁ ବଢ଼ି ୯୭୬ ଟଙ୍କା ହୋଇଛି । ୨୦୨୧ ଅକ୍ଟୋବର ୬ ତାରିଖରେ ଦେଶରେ ଶେଷ ଥର…

ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

ଭୁବନେଶ୍ୱର: ଦେଶରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଚାରି ମାସ ପରେ ତୈଳ ଦର ବୃଦ୍ଧି ହୋଇଛି । ପେଟ୍ରୋଲ ଓ ଡିଜେଲ୍ ଦାମରେ ୮୦ ପଇସା ଲେଖାଏ ବୃଦ୍ଧି ହୋଇଛି । ଆଜିଠୁ ଲାଗୁ ହୋଇଛି ବର୍ଦ୍ଧିତ ଦର । ଭୁବନେଶ୍ୱରରେ ପେଟ୍ରୋଲ୍ ଦାମ୍ ଲିଟ୍ର ପିଛା ୧୦୨ ଟଙ୍କା ୬୬ ପଇସା ଓ ଡିଜେଲ୍ ଦାମ୍ ୯୨…