Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଲ୍ଏସି ନିକଟରୁ ଧରା ପଡ଼ିଥିବା ଚୀନ୍‌ ସେନାକୁ ଫେରାଇଲା ଭାରତ

ନୂଆଦିଲ୍ଲୀ: ଜାନୁଆରୀ ୮ରେ, LAC ଅତିକ୍ରମ କରି ଭାରତୀୟ ସୀମାକୁ ପସି ଆସିଥିବା ଚୀନ୍‌ ସେନାକୁ ଆଜି ଚୁସୁଲରେ ଫେରାଇଦିଆଯାଇଛି। ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶୁକ୍ରବାର ଦିନ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଅତିକ୍ରମ କରି ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ…

ଲଣ୍ଡନରୁ ଦିଲ୍ଲୀ ଆସିଥିବା ଏୟାର ଇଣ୍ଡିଆ ବିମାନରେ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଲଣ୍ଡନ-ଦିଲ୍ଲୀ ବିମାନରେ ଯାତ୍ରା କରୁଥିବା ୪ ଜଣ ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଜେନେଷ୍ଟ୍ରିଙ୍ଗ୍ ଡାଇଗ୍ନୋଷ୍ଟିକ୍ ସେଣ୍ଟରର ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି ଯେ ଏୟାର ଇଣ୍ଡିଆର ଲଣ୍ଡନ-ଦିଲ୍ଲୀ ବିମାନରେ ଯାତ୍ରା କରୁଥିବା…

ସିଡନୀ ଟେଷ୍ଟ ଡ୍ର: ଲଢ଼ିଲେ ଅଶ୍ୱିନ-ହନୁମା ବିହାରୀ, ଭାଗିଦାରୀ ଇନିଂସ ଖେଳିଲେ ପୂଜାରା-ପନ୍ଥ

ସିଡନୀ: ଭାରତ-ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟ ଡ୍ର ହୋଇଛି । ବିଶାଳ ୪୦୭ ରନ୍ ବିଜୟ ଲକ୍ଷ୍ୟକୁ ଦେଢ଼ ଦିନରେ ପାର କରିବା ସମ୍ଭବ ହେଲାନି । କିନ୍ତୁ ଅଷ୍ଟ୍ରେଲିଆ ହାତରୁ ବିଜୟ ବାଜିକୁ ପଲଟାଇ ଦେଲା ଟିମ୍ ଇଣ୍ଡିଆ । ଶେଷ ଦିନରେ ଧୈର୍ୟ୍ୟର ସହ କଙ୍ଗାରୁ ବାହିନୀ ବୋଲରଙ୍କୁ ସାମନା କରିଥିଲେ ଅଶ୍ୱିନ ଓ…

କୃଷି ଆଇନ ଓ ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ରକୁ କଡ଼ା ଭର୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ଓ ଏହାକୁ ବିରୋଧ କରି ଚାଷୀ ସଂଗଠନ ଚଳାଇଥିବା ଆନ୍ଦୋଳନକୁ ନେଇ କେନ୍ଦ୍ର ଉପରେ ସୁପ୍ରିମକୋର୍ଟ ଖପ୍ପା । ଆଜି ଏସମ୍ପର୍କିତ ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ହାଜିର କରିଛନ୍ତି ସର୍ବୋଚ୍ଚ ଅଦାଲତ । ଆପୋଷ ବୁଝାମଣା ନେଇ କେନ୍ଦ୍ରର ଭୂମିକା…

ଇତିହାସ ରଚିଲେ ଏୟାର ଇଣ୍ଡିଆର ମହିଳା ପାଇଲଟ୍: ନର୍ଥ ପୋଲ ଦେଇ ସାନ ଫ୍ରାନ୍ସିସ୍କୋରୁ ପହଞ୍ଚିଲେ ଭାରତ

ବେଙ୍ଗାଲୁରୁ: ଏୟାର ଇଣ୍ଡିଆର ମହିଳା ପାଇଲଟ ଟିମ୍ ଇତିହାସ ରଚିଛନ୍ତି । ବିଶ୍ୱର ଦୀର୍ଘତମ ଆକାଶ ପଥ ନର୍ଥ ପୋଲରେ ବିମାନ ଉଡ଼ାଣ କରି କିର୍ତ୍ତୀମାନ ରଚିଛନ୍ତି । ମହିଳା ପାଇଲଟ୍ ଟିମ୍ ଆମେରିକାର ସାନ ଫ୍ରାନ୍ସିସ୍କୋରୁ ୧୬ହଜାର କିଲୋମିଟର ଅତିକ୍ରମ କରି ବାଙ୍ଗାଲୋରରେ ପହଞ୍ଚିଛନ୍ତି । ୧୭…

୯ ରାଜ୍ୟକୁ ମାଡି ଗଲାଣି ବାର୍ଡ ଫ୍ଲୁ ବିପଦ; ପ୍ରଭାବିତ ସ୍ଥାନ ପରିଦର୍ଶନ କରିବା ପାଇଁ ସ୍ୱତନ୍ତ୍ର ଦଳ ଗଠନ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ମଧ୍ୟ ମାଡିଗଲାଣି ବାର୍ଡ ଫ୍ଲୁର ଆତଙ୍କ। ଏହାସହିତ ଅନ୍ୟ ସାତୋଟି ରାଜ୍ୟ ଉତ୍ତରପ୍ରଦେଶ, କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଗୁଜୁରାଟରେ ପୂର୍ବରୁ ପକ୍ଷୀ ମୃତ୍ୟୁର କାରଣ ବାର୍ଡ ଫ୍ଲୁ ବୋଲି ସ୍ପଷ୍ଟ ହୋଇଛି। ଏଥି ସହିତ…

ଟିକାକରଣ ପୂର୍ବରୁ ଆଜି ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରେ କରୋନା ବିରୋଧୀ ଲଢ଼େଇରେ ବଡ଼ ଅଭିଯାନ ଆରମ୍ଭ କରିବ ଭାରତ । ଦେଶବ୍ୟାପୀ ଆରମ୍ଭ ହେବ କୋଭିଡ୍ ଟିକାକରଣ । ତାପୂର୍ବରୁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲରେ ଏହି ବିଚାରବିମର୍ଶ ହେବ ।…

କାବୁ ପାଉଛି କରୋନା: ଦେଶରେ ୨.୧୩% ଆକ୍ଟିଭ୍ କେସ୍, ସୁସ୍ଥହାରା ୯୬%

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ଟିଭ୍ କେସ୍ । ସୁସ୍ଥହାର ବଢି ଚାଲିଛି । ବର୍ତ୍ତମାନ ଦେଶରେ ୨ଲକ୍ଷ ୨୨ହଜାର ୫୨୬ଟି ସକ୍ରିୟ ମାମଲା ରହିଛି । ଅର୍ଥାତ ମୋଟ୍ ସଂକ୍ରମତିଙ୍କ ୨.୧୩% ଆକ୍ଟିଭ କେସ୍ ରହିଛି । ଦେଶରେ ସୁସ୍ଥହାର ରହିଛି ୯୬.୪୩% । ଦେଶରେ କରୋନାରୁ ସୁସ୍ଥ ହେଲେଣି ମୋଟ୍ ୧କୋଟି…

ଇସ୍ରାଏଲ୍‌: ପିଏମ୍‌ ବେଞ୍ଜାମିନଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ବିକ୍ଷୋଭକାରୀ

ନୂଆଦିଲ୍ଲୀ: ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୋଧରେ ହଜାର ହଜାର ଲୋକ ଇସ୍ରାଏଲର ରାସ୍ତାରେ ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ଇସ୍ତଫା ଦାବି କରିଛନ୍ତି। ବିକ୍ଷୋଭକାରୀମାନେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ସେମାନେ କରୋନା ମହାମାରୀର ମୁକାବିଲା କରିବାରେ…

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା; ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ନିଖୋଜ ବିମାନ ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାରୁ ଉଡ଼ିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଇଣ୍ଡୋନେସିଆର ଅନୁସନ୍ଧାନକାରୀମାନେ ଆଜି ଦୁର୍ଘଟଣା ସ୍ଥଳ ନିକଟରେ ବିମାନର ଭଗ୍ନାଂବଶେଷ ପାଇଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ବିମାନଟି ସମାନ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।…