Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସିଗାରେଟ୍ ଟାଣିବା ଦ୍ୱାରା କରୋନା ସଂକ୍ରମିତ ହେବାର ଆଶଙ୍କା ବୃଦ୍ଧି ପାଇଥାଏ

ଲଣ୍ଡନ: କରୋନା ମହାମାରୀ ଦୁନିଆରେ ହଇଚଇ ସୃଷ୍ଟି କରୁଛି। ସାରା ବିଶ୍ୱରେ କରୋନା ନୂଆ ଷ୍ଟ୍ରେନ୍ ମାମଲା ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ କରୋନାରୁ ରକ୍ଷା ପାଇବା ପାଇଁ ଉଦ୍ୟମ ଜାରି ରହିଛି। ଏକ ନୂତନ ଅଧ୍ୟୟନରେ କୁହାଯାଇଛି ଯେ ସିଗାରେଟ୍ ଟାଣିବା ଦ୍ୱାରା କରୋନା ସଂକ୍ରମିତ ହେବାର ଆଶଙ୍କା…

ଦେଶବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର: ଗତ ୨୪ ଘଣ୍ଟାରେ ବାହାରିନି କୌଣସି କରୋନା ନୂଆ ଷ୍ଟ୍ରେନ୍‌ ମାମଲା

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନେଇ ଏକ ଆଶ୍ୱସ୍ତିକର ଖବର ସାମ୍‌ନାକୁ ଆସିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ବ୍ରିଟେନରେ କରୋନା ନୂଆ ଷ୍ଟ୍ରେନ୍ ହେବାର କୌଣସି ମାମଲା ହୋଇନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର ଏହାର ସୂଚନା ଦେଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୯୦ ଜଣ ଲୋକ ସଂକ୍ରମିତ…

ଏଥର ଭାରତରେ ପ୍ରସ୍ତୁତ ହେବ ରାଫେଲ, ପାନ୍ଥର ହେଲିକପ୍ଟର

ନୂଆଦିଲ୍ଲୀ: ଫ୍ରାନ୍ସ ରବିବାର ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଏକ ବହୁତ ବଡ ଅଫର ଦେଇଛି । ଏହା ମାଧ୍ୟମରେ ରାଫେଲ ବିମାନ ଓ ପାନ୍ଥର ହେଲିକପ୍ଟର ଭାରତରେ ଆସେମ୍ବଲ କରାଯିବ । ଏଥିଯୋଗୁ ଖର୍ଚ୍ଚ କମିବା ସହ ମେକ ଇନ ଇଣ୍ଡିଆ ଅଭିଯାନକୁ ଆଗକୁ ବଢ଼ାଇବାରେ ସହାୟ ହେବ । ଦୁଇ ଦେଶ ପରସ୍ପର ମଧ୍ୟରେ…

ସିଡନୀ ଟେଷ୍ଟ: ବିଜୟଠାରୁ ୩୦୯ ରନ୍ ପଛରେ ଟିମ୍ ଇଣ୍ଡିଆ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ଜିତିବାକୁ ହେଲେ ଭାରତକୁ ଆଗରେ ଆହୁରି ୩୦୯ ରନ୍ ଦରକାର । ହାତରେ ଗୋଟିଏ ଦିନ ଖେଳ ବାକି ଅଛି । ଆଜି ଚତୁର୍ଥ ଦିନ ଖେଳ ଶେଷ ହୋଇଛି । ଷ୍ଟମ୍ପ ଅପସାରଣ ସୁଦ୍ଧା ଟିମ୍ ଇଣ୍ଡିଆ ଦୁଇ ଓ୍ୱିକେଟ ହରାଇ କରିଛି ୯୮ ରନ୍ । ଅପରାଜିତ ଅଛନ୍ତି ଚେତେଶ୍ୱର…

ଦିଦିଙ୍କ ବଡ଼ ଘୋଷଣା: ପଶ୍ଚିମବଙ୍ଗରେ ଲୋକଙ୍କୁ ମାଗଣାରେ କୋଭିଡ୍ ଭ୍ୟାକସିନ୍

କୋଲକାତା: ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରହିଛି । ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ତୀବ୍ର ହୋଇଛି ରାଜନୈତିକ ବୟାନବାଜି । ଏହାରି ଭିତରେ ବଡ଼ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ । ଲୋକଙ୍କୁ ମାଗଣାରେ କୋଭିଡ୍…

ଆବୁଧାବିରେ ନିର୍ମିତ ହେବ ପ୍ରଥମ ହିନ୍ଦୁ ମନ୍ଦିର, ଖର୍ଚ୍ଚ ହେବ ୯୦୦ କୋଟି

ଆବୁଧାବି: ଆବୁଧାବିରେ ନିର୍ମିତ ହେବ ପ୍ରଥମ ହିନ୍ଦୁ ମନ୍ଦିର । ୧୬.୭ ଏକର ଜମିରେ ୯୦୦ କୋଟି ବଜେଟରେ ଏହାକୁ ତିଆରି କରାଯାଉଛି । ପ୍ରାରମ୍ଭିକ ଅଟକଳ ଅନୁସାରେ ଏହା ୨୦୨୩ ଭିତରେ ସମ୍ପୂର୍ଣ୍ଣ ହୋଇଯିବ । ୟୁଏଇରେ ପ୍ରାୟ ୩୩ ଲକ୍ଷ ଭାରତୀୟ ରହୁଛନ୍ତି । ଏହି ମନ୍ଦିର ସେମାନଙ୍କ ଆସ୍ଥାର କେନ୍ଦ୍ର…

ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କୁ ମନେଇବା ପାଇଁ ଚେନ୍ନାଇରେ ପ୍ରଶଂସକଙ୍କ ପ୍ରଦର୍ଶନ ଜାରି

ଚେନ୍ନାଇ: ନିକଟରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବାକୁ ମନା କରିଦେଇଥିଲେ। ଯାହା ଫଳରେ ତାଙ୍କ ଫ୍ୟାନ୍ସ ଏହି ଖବର ଶୁଣିବା ପରଠାରୁ ଦୁଃଖରେ ଅଛନ୍ତି। ଚେନ୍ନାଇ ପୋଲିସ ରବିବାର ଦିନ ରଜନୀକାନ୍ତ ଫ୍ୟାନ୍ କ୍ଲବର ସଦସ୍ୟମାନଙ୍କୁ ବଲୁଭର୍ କୋଟାମରେ…

ଯିବା ପୂର୍ବରୁ କ’ଣ ରହିଛି ଟ୍ରମ୍ପ୍‌ଙ୍କ ବଡ଼ ଟାର୍ଗେଟ୍‌

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ବର୍ତ୍ତମାନ କିଛି ଦିନ ବାକି ଅଛି। ଟ୍ରମ୍ପ ତାଙ୍କର ଶେଷ ଦିନରେ ଟ୍ୱିଟର ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଟାର୍ଗେଟ କରିପାରନ୍ତି। ସିଏନ୍ଏନ୍ ଅନୁଯାୟୀ, ଆମେରିକା ସଂସଦର କ୍ୟାପିଟଲ୍ ହିଲ୍ କମ୍ପ୍ଲେକ୍ସରେ…

କରୋନା ଟିକା ନେଲେ ବ୍ରିଟେନ ରାଣୀ ଏବଂ ପ୍ରିନ୍ସ ଫିଲିପ

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥ ଏବଂ ତାଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କୁ କରୋନା ଟିକା ଦିଆଯାଇଛି। ବକିଙ୍ଗହମ୍ ପ୍ୟାଲେସ୍‌ରେ ଏକ ପ୍ରକାଶନରେ କୁହାଯାଇଛି ଯେ ୱିଣ୍ଡସର୍ ଦୁର୍ଗରେ ୯୪ ବର୍ଷିୟ ରାଣୀ ଏବଂ ୯୯ ବର୍ଷିୟ ଫିଲିପଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଇଥିଲା। ଉଲ୍ଲେଖ ଥାଉ…

ସିଡନୀ ଟେଷ୍ଟ: ଭାରତ ଆଗରେ ୪୦୭ ରନ୍ ବିଜୟ ଲକ୍ଷ୍ୟ

ସିଡନୀ: ତୃତୀୟ ଟେଷ୍ଟରେ ଭାରତ ଆଗରେ ୪୦୭ ରନ୍ ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ । ୬ ଓ୍ୱିକେଟରେ ୩୧୨ରନ କରି ଦ୍ୱିତୀୟ ଇନିଂସ ଘୋଷଣା କରିଛି କଙ୍ଗାରୁ ବାହିନୀ । ଆଜି ମ୍ୟାଚର ଚତୁର୍ଥ ଦିନ । ତେଣୁ ଏତେ ବଡ଼ ଟାର୍ଗେଟକୁ ହାସଲ କରିବା ଭାରତ ପକ୍ଷେ ସହଜ ନୁହେଁ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ…