Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରୁ ୨୪ ଘଣ୍ଟାରେ ୧୮, ୬୪୫ କରୋନା ପଜିଟିଭ୍, ୨୦୧ ମୃତ

ନୂଆଦିଲ୍ଲୀ: ଦେଶରେ କୋଟିଏରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି । ସୁସ୍ଥସଂଖ୍ୟା ବି କୋଟିଏ ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୧୮ହଜାର ୬୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୯ ହଜାର ୨୯୯ ଆକ୍ରାନ୍ତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା…

ଅନ୍ଧାରରେ ଛଟପଟ ହେଲା ପୁରା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନରେ ରାତିରେ ଅଚାନକ ପଳାଇଗଲା ବିଜୁଳି । ଅନ୍ଧରରେ ରହିଲା ଅନେକ ପ୍ରମୁଖ ସହର । ଗତକାଲି ଗୁରୁତର ବିଜୁଳି ବିଭ୍ରାଟ ହୋଇଛି । କରାଚି, ଲାହୋର, ଇସ୍‌ଲାମାବାଦ, ରାୱଲପିଣ୍ଡି, ମୁଲତାନ୍‌ ଓ ଅନ୍ୟ ସହରରେ ଲୋକ ଅନ୍ଧାରରେ ରାତି କାଟିଥିଲେ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ…

ଇଣ୍ଡୋନେସିଆ ବିମାନ ସମୁଦ୍ରରେ ଖସି ପଡ଼ିଥିବା ଆଶଙ୍କା, ସମୁଦ୍ରରୁ ମିଳିଛି ଭଗ୍ନାଂବଶେଷ !

ଇଣ୍ଡୋନେସିଆରେ ନିଖୋଜ ବିମାନର ଏଯାଏ କୌଣସି ପତ୍ତା ମିଳିନି । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସି ପଡ଼ିଥିବା ଆଶଙ୍କା କରାଯାଉଛି । ନିଖୋଜ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିବାକୁ ଜାରି ରହିଛି ସର୍ଚ୍ଚ ଅପରେସନ୍ । ଦୁର୍ଘଟଣାର ସ୍ଥାନର ସନ୍ଧାନ ମିଳିଥିଲା ଇଣ୍ଡୋନେସିଆ ସରକାର…

ସତ ମାନିଲା ପାକିସ୍ତାନ: ବାଲାକୋଟ ଏୟାର ଷ୍ଟ୍ରାଇକରେ ମରିଥିଲେ ୩୦୦ ଆତଙ୍କୀ

ନୂଆଦିଲ୍ଲୀ: ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକରେ ମରିଥିଲେ ପାକିସ୍ତାନର ୩୦୦ ଆତଙ୍କବାଦୀ । ଏନେଇ ପାକିସ୍ତାନର ପୂର୍ବତନ କୁଟନୀତିଜ୍ଞ ଆଘା ହିଲାଲି ମାନିଛନ୍ତି । ପୂର୍ବରୁ ବାଲାକୋଟ ଏୟାର ଷ୍ଟ୍ରାଇକରେ କାହାର ପ୍ରାଣ ଯାଇନି ବୋଲି ଯୁକ୍ତି ରଖି ଆସୁଥିଲା ପାକିସ୍ତାନ । ଏବେ ଆଘା ହିଲାଲି ଏକ…

ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଇଁ କମିଟି ଗଠିତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ

ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଯେଉଁଥିରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କମିଟି ଗଠନ ସମ୍ପର୍କିତ ଏକ ଗେଜେଟ…

ନିଖୋଜ ଇଣ୍ଡୋନେସିଆ ବିମାନର ଅବଶେଷ ମିଳିଲା

ଜାକାର୍ତା: ଇଣ୍ଡୋନେସିଆର ଶ୍ରୀବିଜୟା ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ନିଖୋଜ ହୋଇଥିବା ଯାତ୍ରୀବାହୀ ବିମାନ ଏସଜେ-୮୨ର ଅବଶେଷ ମିଳିଥିବା ନେଇ ଡେଲି ମେଲରେ ଖବର ପ୍ରକାଶ ପାଇଛି । ସମୁଦ୍ର ମଧ୍ୟରୁ ମିଳିଥିବା ଏହି ଅବଶେଷ ହଜିଥିବା ବିମାନର କି ନାହିଁ ତାହା ଅଫିସିଆଲ ଭାବେ ସ୍ପଷ୍ଟ କରାଯାଇ…

୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ୍ୟ ରଖିଛି ଭାରତ; ପୀୟୁଷ ଗୋୟଲ

ନୂଆଦିଲ୍ଲୀ: ୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ୍ୟ ହାସଲ କରିବାକୁ ଭାରତ ସମଗ୍ର ଇକୋସିଷ୍ଟମକୁ ମଜବୁତ କରୁଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଶନିବାର ଏହା କହିଛନ୍ତି। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି…

ରାକ୍ଷୀ ସାୱନ୍ତଙ୍କ ଶେଯ ସଜାଡିଲେ ସଲମାନ୍ !

ମୁମ୍ବାଇ: ସତରେ, ଟିଆର୍‌ପି ଚକ୍କରରେ ସଲମାନଙ୍କୁ କେତେ କ’ଣ କରିବାକୁ ପଡୁଛି । ଅଥଚ ଏଥିପାଇଁ ସେ କୋଟିକୋଟି ଟଙ୍କା ନେଉଛନ୍ତି । ବିଗ୍‌ବସ୍‌ର ରେଟିଂ ବଢାଇବା ପାଇଁ କେତେବେଳେ ବାଥରୁମ୍ ତ ପୁଣି କେତେବେଳେ ଶେଯ ବି ସଜାଡିବାକୁ ସେ ପଛାଉନାହାନ୍ତି । କିଛି ଏଭଳି ଡ୍ରାମା ନେଇ ପୁଣିଥରେ…

ରେକର୍ଡ ଭାଙ୍ଗିଲା କେଜିଏଫ-୨ ଟିଜର୍‌

ହାଇଦ୍ରାବାଦ: ୟଶ ଓ ସଂଜୟ ଦତ୍ତଙ୍କ ଆଗାମୀ ଫିଲ୍ମ କେଜିଏଫ-୨ । ଦର୍ଶକଙ୍କ ମନକୁ ଆନ୍ଦୋଳିତ କରିବା ପାଇଁ ବାସ୍ ଏହି ଫିଲ୍ମର ଟାଇଟଲ୍ ହିଁ ଯଥେଷ୍ଟ । ନିକଟରେ ଏହି ଫିଲ୍ମର ଟିଜର୍ ବେଶ ଧମାକାଦାର ଅନ୍ଦାଜରେ ୟୁଟ୍ୟୁବ୍‌ରେ ରିଲିଜ୍ ହୋଇଥିଲା । ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ଏହାର ଟିଜର୍ ଏକ…

କରୋନା ଟିକାକରଣକୁ ନେଇ ବଡ଼ ଘୋଷଣା; ଜାନୁଆରୀ ୧୬ ରୁ ଆରମ୍ଭ ହେବ ଦେଶବ୍ୟାପୀ ଟିକାକରଣ ଅଭିଯାନ

ନୂଆଦିଲ୍ଲୀ: କରୋନା ଟୀକାକରଣକୁ ନେଇ ବିଷୟରେ ଦେଶରେ ଏକ ବଡ଼ ଘୋଷଣା କରାଯାଇଛି। ଜାନୁଆରୀ ୧୬ ରୁ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଆରମ୍ଭ ହେବ। ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଗଧାଡିର ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରାଥମିକତା ଦିଆଯିବ। ପ୍ରାରମ୍ଭରେ ପ୍ରାୟ ୩ କୋଟି ଲୋକଙ୍କୁ କରୋନା…