Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜମାଇ ଷଷ୍ଠିରେ ଜ୍ୱାଇଁଙ୍କ ପାଇଁ ୬୭ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କଲେ ଶାଶୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଜଣେ ମହିଳା ଏବେ ସୋସିଆଲ ସାଇଟରେ ବେଶ୍ ପ୍ରଶଂସା ପାଇବାରେ ଲାଗିଛନ୍ତି । ଏଠାରେ ଜମାଇ ଷଷ୍ଠିରେ ପରମ୍ପରା ରହିଛି ଘରର ଜ୍ୱାଇଁ ପାଇଁ ଶାଶୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିବେ । ଉପରୋକ୍ତ ମହିଳା ଜଣକ ନିଜ ଜ୍ୱାଇଁଙ୍କୁ ଖୁସି କରାଇବା ପାଇଁ ୬୭ ପ୍ରକାର…

ମହାକାଶକୁ ଯିବାରେ ବିଫଳ ହେଲା ଚୀନର ସବୁଠାରୁ ବିଶ୍ୱସନୀୟ ରକେଟ

ବେଜିଂ: ବିସ୍ତାରବାଦୀ ଦେଶ ଭାବେ ସାରା ବିଶ୍ୱରେ କଳଙ୍କ ସାଜିଥିବା ଚୀନକୁ ଶୁକ୍ରବାର ବଡ ଝଟକା ଲାଗିଛି । ସବୁଠାରୁ ବିଶ୍ୱସନୀୟ ରକେଟ କେୟୁଆଇଜେଡଏଚଓୟୁ-୧୧ ମହାକାଶକୁ ଯିବାରେ ବିଫଳ ହୋଇଛି । ଏହି ସାଟେଲାଇଟ ଲଂଚ ପାଇଁ ଚୀନ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଓ ସମୟ ଖର୍ଚ୍ଚ କରିଥିଲା । ୧୨ଟା…

ଚାଇନିଜ୍ ମୋବାଇଲ୍ ବ୍ରାଣ୍ଡ ସହିତ କୋଟି କୋଟି ଟଙ୍କାର ଡିଲ୍ ବାତିଲ୍ କଲେ କାର୍ତ୍ତିକ ଆର୍ୟନ

ମୁମ୍ବାଇ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତାକୁ ଦୃଷ୍ଟିରେ ରଖି ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ଚାଇନାର ମୋବାଇଲ୍ ବ୍ରାଣ୍ଡ ଓପୋ ସହିତ କୋଟି କୋଟି ଟଙ୍କାର ଚୁକ୍ତି ବାତିଲ କରିଥିବା ଜଣାପଡିଛି। ଓପୋର ବ୍ରାଣ୍ଡ ଆମ୍ବାସଡର ଥିବା ବଲିଉଡର ଏହି ଅଭିନେତା ହେଉଛନ୍ତି ପ୍ରଥମ…

ଫିଲ୍ମ ଷ୍ଟାଇଲରେ ଗ୍ୟାଙ୍ଗଷ୍ଟରକୁ ଗୁଳି, ବିକାଶ ଦୁବେର କ୍ରାଇମ୍ ସିନରୁ ଏନକାଉଣ୍ଟର କାହାଣୀ

ଗ୍ୟାଙ୍ଗଷ୍ଟର ଖାଇଲା ଗୁଳି । କାନପୁରରେ ୮ ପୋଲିସର ହତ୍ୟାକାରୀ ବିକାଶ ଦୁବେର ଖେଳ ଖମତ । ଫିଲ୍ମ ଷ୍ଟାଇଲରେ ଏନକାଉଣ୍ଟର । ଛଅ ଦିନର ଲୁଚକାଳି ପରେ ଗତକାଲି ମଧ୍ୟପ୍ରଦେଶରୁ ଧରା ଦେଇଥିଲା । ଆଜି ଫେରୁଥିଲା କାନପୁର । କଡ଼ା ସୁରକ୍ଷା ଭିତରେ ଆଣୁଥିଲା ଉତ୍ତରପ୍ରଦେଶ ଏସଟିଏଫ୍ । ଆଉ କିଛି ସମୟ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ନକ୍ସଲ

ପାଟଣା: ବିହାର ରାଜ୍ୟରେ ପଶ୍ଚିମ ଚମ୍ପାରଣ ଜିଲ୍ଲା ବହଗା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଛନ୍ତି ୪ ନକ୍ସଲ। ସଶସ୍ତ୍ର ସୁରକ୍ଷା ବାହିନୀ ଓ ସ୍ପେଶାଲ ଟାସ୍କଫୋର୍ସର ମିଳିତ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଛନ୍ତି ୪ ନକ୍ସଲ। ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ…

ପାକିସ୍ତାନକୁ ବଡ ଝଟକା; ବିମାନ ଉଡାଣ ଉପରେ ରୋକ ଲଗାଇଲା ଆମେରିକା

ନୂଆଦିଲ୍ଲୀ: କିଛି ଦିନ ହେବ ପାକିସ୍ତାନରେ ନକଲି ପାଇଲଟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହାଫଳରେ ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ (ପିଆଇଏ) ଉପରେ ଆମେରିକା ବ୍ୟାନ୍ ଲଗାଇଛି । ୟୁରୋପିଆନ୍ ୟୁନିୟନ୍ ଆଭିଏସନ ସେଫ୍ଟି ଏଜେନ୍ସି ଆଗାମୀ ୬ ମାସ ଯାଏଁ ପିଆଇଏର ଉଡାଣ ଉପରେ ରୋକ…

କରୋନା ତାଣ୍ଡବ: ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୬ ହଜାରରୁ ଅଧିକ ଆକ୍ରାନ୍ତ: ମୃତ୍ୟୁ ସଂଖ୍ୟା ୨୧,୬୦୪

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୨୬,୫୦୬ ଜଣ ସଂକ୍ରମିତ ହୋଇଥିବା ବେଳେ ୪୭୫ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୯୩,୮୦୨…

ଆଜି ବାହାରିବ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷାଫଳ । ଅପରାହ୍ଣ ୩ଟାରେ ରେଜଲ୍ଟ ବାହାରିବ । ବୋର୍ଡର ଓ୍ୱେବସାଇଟ୍, କ୍ୟାରିୟର ପୋର୍ଟାଲ୍ ଓ ଏସଏମଏସ୍ ଜରିଆରେ ଛାତ୍ରଛାତ୍ରୀ ନିଜର ପରୀକ୍ଷାଫଳ ଜାଣି ପାରିବେ । ପରୀକ୍ଷାର୍ଥୀ କାଉନସିଲର www.cisce.org,…

ପୋଲିସ ଗୁଳିରେ ମୋଷ୍ଟ ୱାଣ୍ଟେଡ଼ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ

କାନପୁର: ଉତ୍ତରପ୍ରଦେଶର କାନପୁରରେ ୮ ପୁଲିସ କର୍ମଚାରୀଙ୍କୁ ହତ୍ୟା ସମେତ ବହୁ ହାଇ ପ୍ରୋଫାଇଲ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀ ବିକାଶ ଦୁବେ ନିହତ । ମିଳିଥିବା ସୂଚନା ଅନୁସାରେ, ବିକାଶକୁ ସ୍ପେସିଆଲ ଟାସ୍କ ଫୋର୍ସଙ୍କ ସହ ମଧ୍ୟପ୍ରଦେଶରୁ କାନପୁର ଅଣାଯିବା…

ଚାଇନିଜ୍ ଆପ୍ସରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ମିଳିବ ଦେଶୀ ଆପ୍ସରେ ଚାକିରୀ

ନୂଆଦିଲ୍ଲୀ: ବିଭିନ୍ନ ଚାଇନିଜ୍ ଆପ୍ସରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଖୁସି ଖବର | ଦେଶୀ ଆପ୍ସରେ ଚାକିରୀ ପାଇଁ ବହୁତ ସଂଖ୍ୟାରେ କର୍ମଚାରୀ ଆବଶ୍ୟକ ହେବ | ଏହି ଦେଶୀ ଆପ୍ସ ଗୁଡିକ ସେହି କର୍ମଚାରୀଙ୍କ ଉପରେ ଫୋକସ କରୁଛି ଯେଉଁମାନଙ୍କର ଚାଇନିଜ୍ ଆପ୍ସରେ କାମକରିବାର ଭଲ ଅନୁଭବ…