Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଲଓ୍ୱାମାରେ ସିଆରପିଏଫ୍ ଟିମ୍ ଉପରେ ଆତଙ୍କୀ ହମଲା

ଜମ୍ମୁ କଶ୍ମୀର: ପୁଲଓ୍ୱାମାରେ ପୁଣି ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କୀ ହମଲା ହୋଇଛି । ଆଇଡି ବିସ୍ଫୋରଣ କରି ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି । ଆଇଡି ବିସ୍ଫୋରଣ ପରେ ପରେ ସିଆରପିଏଫ୍ ଟିମ୍ ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ । ପୁଲଓ୍ୱାମାର…

କରୋନା ପଜିଟିଭ ଚିହ୍ନଟ ହେଲେ ଡୋନାଲ ଟ୍ରମ୍ପ ଜୁନିଅରଙ୍କ ପ୍ରେମିକା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା କହର । ଏଥିରେ ସର୍ବାଧିକ ପ୍ରଭାବିତ ଆମେରିକାରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଙ୍କ ବଡ଼ପୁଅ ଡୋନାଲ୍‌ଡ୍ ଟ୍ରମ୍ପ୍‌ ଜୁନିୟର୍‌ଙ୍କ ପ୍ରେମିକା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…

ଆସାମ ରାଜଭବନ କ୍ୟାମ୍ପସ୍ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଗୁଆହାଟୀ: ଆସାମ ରାଜଭବନ କ୍ୟାମ୍ପସ ପରିସରକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । କ୍ୟାମ୍ପସ ଭିତରୁ କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ । ଗତକାଲି କାମରୁପ୍ ମହାନଗର ନିଗମ ଡେପୁଟୀ କମିଶନର ଏସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଥିଲେ । ରାଜଭବନ ପରିସର…

ଦୁଷ୍କର୍ମ ଅଭିଯୁକ୍ତଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ମହିଳା ଏସଆଇ

ଅହମଦାବାଦ: ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଖସାଇଦେବା ପାଇଁ ୩୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଜଣେ ଗିରଫ ହୋଇଛନ୍ତି ଜଣେ ମହିଳା ପୋଲିସ ଅଧିକାରୀ । ଗିରଫ ପରେ ମହିଳା ଏସ୍ଆଇଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ମିଳିଥିବା ସୂଚନାନୁସାରେ, ଗୁଜୁରାଟର ଅହମଦାବାଦ ମହିଳା ପୋଲିସ ଥାନାର…

ଦୁଇ ଲକ୍ଷ ପଜିଟିଭ୍ କେସ୍ ଛୁଇଁଥିବା ଦେଶର ପ୍ରଥମ ରାଜ୍ୟ ମହାରାଷ୍ଟ୍ର

ମହାରାଷ୍ଟ୍ର: ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ପ୍ରତିଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବରେ ମହାରାଷ୍ଟ୍ରରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ବାହାରିଛି ସର୍ବାଧିକ ୭ ହଜାର ୭୪ଟି…

ଆଠ ପୋଲିସ କର୍ମୀଙ୍କୁ ହତ୍ୟା କରିଥିବା ଡନ ବିକାଶ ଦୁବେ ଏବେ ବି ଫେରାର, ତଦନ୍ତର ଘଟଣାକ୍ରମ

ଲକ୍ଷ୍ନୌ:କାନପୁର ପୋଲିସ ଟିମ୍ ଉପରେ ଆକ୍ରମଣ କରି ୮ଜଣଙ୍କୁ ହତ୍ୟା କରିଥିବା କୁଖ୍ୟାତ ଡନ ବିକାଶ ଦୁବେ ଏବେ ବି ଫେରାର ଅଛି । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପୋଲିସ କଣ ରଣନୀତି ଆପଣାଇଛନ୍ତି ଆସନ୍ତୁ ଜାଣିବ । ୧. ବିକାଶ ଦୁବେ ଏବଂ ତାର ସହଯୋଗୀଙ୍କୁ ଧରିବା ପାଇଁ ପୋଲିସ ୨୫…

ବୈଠକ ବାତିଲ, ଓଲୀଙ୍କୁ ନେଇ ନିଷ୍ପତି ୨ ଦିନ ଘୁଂଚିଲା

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କ ଇସ୍ତଫା ନେଇ ହେବାକୁ ଥିବା ଷ୍ଟାଣ୍ଡିଂ କମିଟି ବୈଠକ ଶନିବାର ଶେଷ ମୂହର୍ତରେ ଏହାକୁ ୨ ଦିନ ଘୁଂଚାଇ ଦିଆଯାଇଛି । ସୋମବାର ଏହି ବୈଠକ ବସିବ । ଅନ୍ୟ ଅର୍ଥରେ ସ୍ଥିତି ସୁଧାରିବା ପାଇଁ ଓଲୀଙ୍କ ନିକଟରେ ଦୁଇ ଦିନ ସମୟ ରହିଛି । ଦଳ ନ…

କରୋନା ଯାଂଚ ଲାଗି ଚୀନ୍ ଯିବେ WHOର ବିଶେଷଜ୍ଞ ଟିମ୍‌

ନୂଆଦିଲ୍ଲୀ: ଏନେ ଚୀନ୍‌କୁ ମହଙ୍ଗା ପଡିପାରେ କରୋନା ଭାଇରସର ତଥ୍ୟ ଲୁଚାଇବା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ୍ ଆସନ୍ତା ସପ୍ତାହରେ ଚୀନ୍ ଗସ୍ତ କରି କରୋନା ଭାଇରସ ବାବଦରେ ଅନୁଧ୍ୟାନ କରିବ। କେମିତି କରୋନା ଆସିଲା, କିଭଳି ବ୍ୟାପିଲା ଏସବୁ ଦିଗକୁ ନେଇ WHO ଟିମ୍ ତଦନ୍ତ କରିବ ବୋଲି…

ଯୁଦ୍ଧ ପ୍ରସ୍ତୁତିରେ ଚୀନ; ଭିଡ଼ିଓ ଜାରି କଲା ଗ୍ଲୋବାଲ୍ ଟାଇମ୍ସ !

ବେଜିଂ: କରୋନା ମହାମାରୀ ଚୀନ ଲାବୋରେଟୋରୀରେ ସୃଷ୍ଟି ହୋଇଥିବା ନେଇ ଆମେରେକୀୟ ରାଷ୍ଟ୍ରପତି ଯେଉଁଦିନ ଠାରୁ ଘୋଷଣା କରିଥିଲେ ସେହିଦିନଠାରୁ ଚୀନ ରକ୍ତମୁଖା ପାଲଟି ଯାଇଛି । ଭାରତୀୟ ମହାସାଗର ହେଉକି ଚୀନ ସାଗର ଅରୁଣାଚଳ ପ୍ରଦେଶ ହେଉ କି ତାଇୱାନ ଚୀନ ତାହାର ସାମରିକ ଶକ୍ତି ଉପଯୋଗ କରି ନିଜର…

ନିଆରା ଷ୍ଟାଇଲ, ପୁନେର ଏହି ବ୍ୟକ୍ତି ପିନ୍ଧିଲେ ଗୋଲ୍ଡେନ୍ ମାସ୍କ, ଭିଡିଓ ଭାଇରାଲ

ପୁନେ: ଏବେ କରୋନା ରୋକିବ ସୁନା । ସୁନାର ମାସ୍କ ଅଟକାଇବ ସଂକ୍ରମଣ । କଥାଟା ସୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ପୁନେର ଜଣେ ଏଭଳି ବ୍ୟକ୍ତି ଅଛନ୍ତି ଯିଏକି କରୋନା କାଳରେ ସୁନାର ମାସ୍କ ପିନ୍ଧିଛନ୍ତି । ରୋଗଠାରୁ ବଳିଯାଇଛି ତାଙ୍କ ଷ୍ଟାଇଲ । ସମସ୍ତ ଟ୍ରେଣ୍ଡକୁ ସେ ପଛରେ ପକାଇ…