Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପେନ୍‌ସିଲ୍ ବୋମା କାରଖାନାରେ ନିଆଁ ଲାଗି ୮ ମୃତ, ୪ ଆହତ

ଗାଜିଆବାଦ: ପେନ୍‌ସିଲ୍ ବୋମା ତିଆରି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ । ନିଆଁ ଲାଗି ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଘଟିଛି ଏଭଳି ଅଘଟଣ । ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଏବଂ ଜଣେ ଛୁଆ ରହିଛି। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇ…

ଗୋବର କିଣିବେ ଛତିଶଗଡ ସରକାର

ରାୟପୁର: ଛତିଶଗଡ ସରକାର ଗୋଧନ ନ୍ୟାୟ ଯୋଜନା ଅନୁସାରେ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ପଶୁପାଳନକୁ ପ୍ରୋତ୍ସାହନ ଦେବା ପାଇଁ କୃଷି ମନ୍ତ୍ରୀ ରବୀନ୍ଦ୍ର ଚୌବେ ଗାଈର ଗୋବର କିଣିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । କିଲୋଗ୍ରାମ ପିଛା ୧ଟଙ୍କା ୫୦ ପଇସା ଦରରେ ସରକାର ଏହାକୁ…

ପୋଲିସକୁ ବଡ ସଫଳତା, ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ସହଯୋଗୀ ଗିରଫ

କାନପୁର: ସାରା ଦେଶରେ ଚହଳ ସୃଷ୍ଟି କରିଥିବା ପୋଲିସ କର୍ମୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେର ସହଯୋଗୀ ଦୟାଶଙ୍କର ଅଗ୍ନିହୋତ୍ରୀଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ତାଙ୍କ ଉପରେ ୨୫୦୦୦ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା । ଦୟାଶଙ୍କର ଫେରାର ଥିବା ବିକାଶ ନିକଟରେ ପହଂଚିବାରେ…

ଦକ୍ଷିଣ ଚୀନ ସାଗରରେ ଚୀନ-ଆମେରିକା ପରିସ୍ଥିତି ଉତେଜନାପୂର୍ଣ୍ଣ

ବେଜିଂ:ଦକ୍ଷିଣ ଚୀନ ସାଗରରେ ରବିବାର ଆମେରିକା-ଚୀନ ମଧ୍ୟରେ ଉତେଜନାପୂର୍ଣ୍ଣ ପରିସ୍ଥିତି ପୁନର୍ବାର ସୃଷ୍ଟି ହୋଇଛି । ସୁପର ପାୱାର ଆମେରିକା ବିବାଦୀୟ ସମୁଦ୍ର ସୀମାରେ ଯୁଦ୍ଧାଭ୍ୟାସ କରିଥିଲା । ଯାହାକୁ ଚୀନ କଡା ବିରୋଧ କରିଛି । ଏପରିକି ପରମାଣୁ କ୍ଷମତା ସମ୍ପନ୍ନ ୨ ଏୟାରକ୍ରାଫ୍ଟ…

କରୋନା ସଂକ୍ରମଣ: ପିଓକେରେ ୫୨ ପାକ୍ ସୈନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପାକ୍ ଅଧିକୃତ କାଶ୍ମୀର ଏବଂ ଗିଲଗିଟ୍‌-ବାଲତିସ୍ତାନରେ ନିୟୋଜିତ ପାକ୍ ସୈନିକଙ୍କ ଭିତରୁ ଏଯାଏଁ ୨୫୩୫ ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇସାରିଥିଲାବେଳେ ସେମାନଙ୍କ ଭିତରୁ ୫୨ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସମୁଦାୟ ଆକ୍ରାନ୍ତଙ୍କ ଭିତରୁ ୮୨୭ ଜଣ ଏବେ ଚିକିତ୍ସିତ ହେଉଛନ୍ତି ।…

ସୁଶାନ୍ତଙ୍କ ମୃତ୍ୟୁ ପଛରେ ସଲମାନଙ୍କ ହାତ ଥିବା କହିଲେ ତାଙ୍କ ନିକଟ ସମ୍ପର୍କୀୟ

ମୁମ୍ବାଇ: ବଲିଉଡ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପଛରେ ରହିଛି ସଲମାନ ଖାନଙ୍କ ହାତ ! ଏନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ନିକଟତମ ସମ୍ପର୍କୀୟ ଦେବେଜ ନାରାୟଣ । ନାରାୟଣ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ସଲମାନଙ୍କ ଘନିଷ୍ଠ ବନ୍ଧୁ ଥିବା କଂଗ୍ରେସ ବିଧାୟକ ବାବା ସିଦ୍ଦିକି…

ବିହାର ଓ ଉତ୍ତରପ୍ରଦେଶର ବଜ୍ରାଘାତ ନେଲା ୪୬ ଜୀବନ

ପାଟଣା: ବିହାର ଓ ଉତ୍ତରପ୍ରଦେଶରେ ଆକାଶରୁ ଖସିଲା ମୃତ୍ୟୁ ନେଲା ୪୬ ଜଣଙ୍କ ଜୀବନ। ଏହାସହ କିଛି ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଶନିବାର ଏହି ଦୁଇ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ ଓ ବଜ୍ରପାତ ହୋଇଥିଲା। ତେବେ ବଜ୍ରପାତ ଯୋଗୁ ଉତ୍ତର ପ୍ରଦେଶର…

କାରଗିଲରେ ୪.୭ ତୀବ୍ରତାର ଭୁମିକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଲଦାଖ ସ୍ଥିତ କାରଗିଲ ଠାରେ ରବିବାର ଦିନ ତୀବ୍ର ଭୁମିକମ୍ପର ଝଟକା ଅନୁଭୂତ ହୋଇଛି। ଯାହାଫଳରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି। ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୭ ମପା…

ଦଶମ ଟପ୍ପର ୨୪ କିଲୋମିଟର ସାଇକେଲ ଚଳାଇ ଯାଉଥିଲେ ସ୍କୁଲ

ମଧ୍ୟପ୍ରଦେଶ: କଥାରେ ଅଛି ପରିଶ୍ରମ କେବେ ବୃଥା ଯିବନି । ପରିଶ୍ରମର ଫଳ ସବୁବେଳେ ମିଠା ହୋଇଥାଏ । ଏକଥାକୁ ପ୍ରତିପାଦନ କରୁଛି କୁନି ଝିଅ ରୋଶନୀ ଭୋଦରିଆ । ଘର ମଧ୍ୟପ୍ରଦେଶରେ ଭିଣ୍ଡ ଜିଲ୍ଲାରେ । ଗାଁ ଅଜନୋଲ୍ । ଚଳିତବର୍ଷ ମଧ୍ୟପ୍ରଦେଶ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କମାଲ କରିଛନ୍ତ ।…

ଦେଶରେ ବଢୁଛି କରୋନା: ୨୪ ଘଣ୍ଟାରେ ସଂକ୍ରମିତ ହେଲେ ପାଖାପାଖି ୨୫ ହଜାର

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୨୪,୮୫୦ ଜଣ ସଂକ୍ରମିତ ହୋଇଥିବା ବେଳେ ୬୧୩ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୭୩,୧୬୫…