Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେନ୍ଦ୍ରୀୟ ତାଲିକାରେ ଅନ୍ୟାନ୍ୟ ପଛୁଆ ବର୍ଗର ଉପବର୍ଗୀକରଣ ପ୍ରସଙ୍ଗ: ଗଠିତ ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧିକୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନ୍ୟାନ୍ୟ ପଛୁଆବର୍ଗ (ଓବିସି)ଙ୍କ ଉପବର୍ଗୀକରଣ ପ୍ରସଙ୍ଗର ଅନୁଧ୍ୟାନ ଲାଗି ଗଠିତ ଆୟୋଗଙ୍କ କାର୍ଯ୍ୟକାଳ ୬ ମାସ ବା  ୨୦୨୧ ଜାନୁଆରୀ ୩୧ ପର୍ଯ୍ୟନ୍ତ ବଢ଼ାଇବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି।…

ବିବାଦୀୟ ଲଦାଖ ସୀମାରୁ ଚୀନ ହଟୁନି, ଭାରତର ଶକ୍ତି ପ୍ରଦର୍ଶନ

ଲେହ: ବିବାଦୀୟ ଲଦାଖ ସୀମାରେ ଚୀନ ହଟିବା ପରିବର୍ତେ ସୈନ୍ୟଙ୍କୁ ଠୁଳ କରିବାରେ ଲାଗିଛି । ଏହା ବ୍ୟତୀତ ନିର୍ମାଣ କାର୍ଯ୍ୟ ପୁନର୍ବାର ଆରମ୍ଭ କରିଛି । ଭାରତ ଏହାକୁ ବିରୋଧ କରିବା ସହ ସୀମାରେ ଚୀନ ସମ୍ମୁଖରେ ଶକ୍ତି ପ୍ରଦର୍ଶନ କରିଛି । ଭାରତର ଫାଇଟର ଜେଟ ଚୀନ ସେନା ଉପର ସମ୍ପୂର୍ଣ୍ଣ ନଜର…

କରୋନିଲ୍ ଔଷଧ ବାହାର କରି ଅଡୁଆରେ ପଡିଲେ ବାବା ରାମଦେବ, ପତଞ୍ଜଳିକୁ ନୋଟିସ

ଡେରାଡୁନ୍: ବାବା ରାମଦେବ  କରୋନାର ଚିକିତ୍ସା ପାଇଁ ‘କରୋନିଲ୍’ ଔଷଧ ବାହାର କରିବା ଘଟଣାରେ ଅସୁବିଧାରେ ପଡିଛନ୍ତି । ଷ୍ଟେଟ୍ ଡ୍ରଗ୍ସ କନଟ୍ରୋଲୋର ରାମଦେବଙ୍କ ପତଞ୍ଜଳି ଯୋଗ ପୀଠର ଦିବ୍ୟ ଫାର୍ମାସୀକୁ ନୋଟିସ୍ ଜାରି କରିଦେଇଛନ୍ତି । ଉତ୍ତରାଖଣ୍ଡର ଆର୍ୟୂବେଦ ବିଭାଗ ନୋଟିସ୍ ଜାରି କରି…

ଡାକ୍ତରଖାନାରେ ଭର୍ତ୍ତି ହେଲେ ଜଣାଶୁଣା କୋରିଓଗ୍ରାଫର ସରୋଜ ଖାନ

ମୁମ୍ବାଇ: ବଲିଉଡର ଆଗଧାଡ଼ିର କୋରିଓଗ୍ରାଫର ସରୋଜ ଖାନ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଶନିବାର ଦିନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସରୋଜଙ୍କ ପୁଅ ରାଜୁ ଖାନଙ୍କ ସହ ଚଳଚ୍ଚିତ୍ର ନିର୍ମାତା କୁନାଲ କୋହଲି କଥା ହେବା ପରେ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ…

ଚୀନ ଜେନେରାଲ ଝାଓ ଭାରତ ସେନା ଉପରେ ଆକ୍ରମଣ ନିର୍ଦ୍ଦେଶ ଦେଇଥିଲେ

ୱାଶିଂଟନ: ଆମେରିକା ଗୋଇନ୍ଦା ସଂସ୍ଥା ଭାରତ-ଚୀନ ସଂଘର୍ଷ ପଛରେ ଜେନେରୋଲ ଝାଓ ଜୋଙ୍ଗକିଙ୍କ ହାତ ଥିବା କହିଛନ୍ତି । ୱେଷ୍ଟର୍ଣ୍ଣ ଥିଏଟରର ଏହି କମାଣ୍ଡ ଗଲୱାନରେ ଭାରତ ସେନା ଉପରେ ଆକ୍ରମଣ କରିବା ପାଇଁ କହିଥିଲେ । ଯାହା ଫଳରେ ଉଭୟ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ତେବେ…

ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ: କରୋନା ସଂକ୍ରମିତ ମାଆର ଶେଷ ଦର୍ଶନ ନକରିପାରି କିପରି ବୁକୁ ଫଟାଇ କାନ୍ଦୁଛି ପୁଅ

ଭୁବନେଶ୍ୱର: ଦିନକୁ ଦିନ ଅସହ୍ୟ ହୋଇ ଯାଉଛି କରୋନା ଯନ୍ତ୍ରଣା । ସାମାନ୍ୟ ମନେ ହେଉଥିବା ଏହି ଅଦୃଶ୍ୟ ଭୂତାଣୁ ଆଗରେ ଆଜି ନତମସ୍ତକ ସାରା ବିଶ୍ୱ । ଶ୍ରେଷ୍ଠ ପ୍ରାଣୀ ବୋଲାଉଥିବା ମଣିଷ ଆଜି ପ୍ରକୃତି ପାଖରେ ଅସହାୟ, ନିରୁପାୟ । କେଉଁଠି ଏହି ସଂକ୍ରମଣ ମାଆ ଠୁ ଛୁଆକୁ ଅଲଗା କରି ଦେଉଛି ତ ଆଉ…

ଜୁନ ୨୬ରେ ୧ କୋଟି ଲୋକଙ୍କୁ ଚାକିରୀ ଦେବେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ବିଶ୍ୱାସ ନ ହେଲେ ବି ସତ । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧କୋଟି ଲୋକଙ୍କୁ ଚାକିରି ଦିଆଯିବ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତାରେ ଜୁନ ୨୬ରେ ବିଧିବଦ୍ଧ ଭାବେ ଏହା ଘୋଷଣା କରାଯିବ ବୋଲି ସେ କହିଛନ୍ତି । ଚାକିରୀ ପାଇବାକୁ ଥିବା…

କରୋନା ନେଲା ବିଧାୟକଙ୍କ ଜୀବନ

କୋଲକାତା: ପଶ୍ଚିମବଙ୍ଗର ଶାସକ ଦଳ 'ଟିଏମସି' ବିଧାୟକ ତମୋନାଶ ଘୋଷଙ୍କର ବୁଧବାର ଦିନ ମୃତ୍ୟୁ ହୋଇଛି । ୬୦ ବର୍ଷୀୟ ଏହି ବିଧାୟକ ଜଣଙ୍କ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ଗତ ମେ ମାସରେ ତୋମନାଶ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ଏକ କୋଭିଡ଼ି ଡାକ୍ତରଖାନାରେ ଭର୍ତ୍ତି…

୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୧୫ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବୁଧବାର ଦିନ ଏହି ସଂଖ୍ୟା ୪,୫୬,୧୮୩କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ମିଜୋରାମରେ ୪.୧ ତୀବ୍ରତାର ଭୁମିକମ୍ପ ଝଟକା

ନୂଆଦିଲ୍ଲୀ: ମିଜୋରାମର ଚମ୍ପାଇ ଠାରେ ବୁଧବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୧ ମପା ଯାଇଥିଲା । ଆଜି ସକାଳ ୮ଟା ୦୨ମି. ସମୟରେ ଏହି ଭୁମିକମ୍ପ ଝଟକା ଅନୁଭୂତ…