Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୧୪ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୪୪୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୪,୨୫,୨୮୨କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

୧୬ ଦିନ ଧରି ଲଗାତାର ବଢୁଛି ପେଟ୍ରୋଲ-ଡିଜେଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ନୂଆଦିଲ୍ଲୀ: ତୈଳଦର ଦିନକୁ ଦିନ ବଢୁଥିବା ବେଳେ ସୋମବାର ଦିନ ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ଥରେ ବୃଦ୍ଧି ଘଟିଛି । ସୂଚନା ଅନୁଯାୟୀ ଆଜି ପେଟ୍ରୋଲ ଲିଟର ପିଛା ପାଖାପାଖି ୦.୩୩ ପଇସା ବଢିଥିବାବେଳେ ଡିଜେଲ୍ ଲି. ପିଛା ୦.୫୮ ପଇସା ବଢିଛି । ଏହାଫଳରେ ଆଜି ମୁମ୍ବାଇରେ ପେଟ୍ରୋଲ ୮୬.୩୬…

ଆଜିଠୁ ତିନି ଦିନିଆ ଋଷ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଆଜିଠୁ ତିନି ଦିନିଆ ଋଷ ଗସ୍ତରେ ଯାଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ମସ୍କୋରେ ଆୟୋଜିତ ବିଜୟ ଦିବସ ପରେଡରେ ସେ ଯୋଗ ଦେବେ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏତର ବିଜୟର ୭୫ତମ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଜନାଥ । ଏହାପୂର୍ବରୁ…

ଆର୍ଥିକ ସ୍ତରରେ ଚୀନକୁ ବୁଦ୍ଧି ଶିଖାଇବ ଭାରତ

ନୂଆଦିଲ୍ଲୀ : ଗଲଓ୍ବାନ ଘାଟି ସଂଘର୍ଷ ପରେ ଚୀନ ବିରୋଧରେ ମୋର୍ଚ୍ଚା ଖୋଲିଛି ଭାରତ । କୁଟନୈତିକ ଓ ସାମରିକ ସହ ଆର୍ଥିକ ସ୍ତରରେ ଜବାବ ଦେବାକୁ ରଣନୀତି ହେଉଛି । ହାତରେ ନମାରି ଭାତରେ ମାରିବ ଭାରତ । ସୂଚନା ଅନୁସାରେ ଚୀନରୁ କେଉଁ ସବୁ ସମାଗ୍ରୀ ଆମଦାନୀ ହେଉଛି ସେସବୁର ତାଲିକା ପ୍ରସ୍ତୁତ…

ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ୍ ପାଇଁ ନୂଆ ରଣନୀତି

ଦିଲ୍ଲୀ: ପ୍ରତିଦିନ ସାମନାକୁ ଆସୁଛି ହଜାର ହଜାର କରୋନା କେସ୍ । ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ନୂଆ ଏଜେଣ୍ଡା । ଫୋକସରେ କଣ୍ଟେନମେଣ୍ଟ ଜୋନ୍ । କୋଭିଡ୍ କଣ୍ଟେନମେଣ୍ଟ ରଣନୀତି ପାଇଁ ଡକ୍ଟର ଭି. କେ. ପଲ୍ କମିଟି ରିପୋର୍ଟ ପ୍ରସ୍ତୁତ କରିଛି । ନୂଆ ରଣନୀତି ଅନୁସାରେ କଣ୍ଟେନମେଣ୍ଟ ଜୋନ୍…

ପରଲୋକରେ ରଣଜୀ ଟ୍ରଫିର ସର୍ବାଧିକ ୱିକେଟ୍‌ ଟେକର୍ ରାଜେନ୍ଦ୍ର ଗୋୟଲ

ଭାରତୀୟ ଘରୋଇ କ୍ରିକେଟର କିମ୍ବଦନ୍ତୀ ଖେଳାଳି ରାଜିନ୍ଦର ଗୋୟଲଙ୍କ ଦେହାନ୍ତ । ଗତକାଲି ୭୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ବହୁଦିନରୁ ସେ ଅସୁସ୍ଥ ଥିଲେ । ହରିଆଣାର ରୋହତକ ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହରିଆଣା ତରଫରୁ କ୍ରିକେଟ କ୍ୟାରିୟର ଆରମ୍ଭ…

କରୋନା ଚିକିତ୍ସା ପାଇଁ ‘Covifor’ ଇଞ୍ଜେକସନକୁ ମିଳିଲା ଗ୍ରୀନ୍ ସିଗନାଲ୍

କରୋନା ଲଢ଼େଇ ବେଳେ ଚିକିତ୍ସା ନେଇ ନୂଆ ନୂଆ ଆଶା ସଞ୍ଚାର ହେଉଛି । ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ କମ୍ପାନୀର 'FabiFlu' ପରେ ଆଉ ଏକ ଆଣ୍ଟିଭାଇରାଲ୍ ମେଡିସିନ୍ ବିକ୍ରି ପାଇଁ ଅନୁମତି ପାଇଛି ଭାରତୀୟ ଔଷଧ ନିର୍ମାତା କମ୍ପାନୀ ହେଟରୋ । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରେମଡେଶିଭିର…

ଦିଲ୍ଲୀରେ ପଶିଛନ୍ତି ୪ ଜଣ ଜୈସ ଓ ଲସ୍କର ଆତଙ୍କୀ

ଦିଲ୍ଲୀ: ଦେଶର ରାଜଧାନୀରେ ଆତଙ୍କୀ ହମଲା ପାଇଁ ଯୋଜନା । ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବାର ୪ ଜଣ ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରିଥିବା ସୂଚନା ମିଳିଛି । ଏହାପରେ ସୀମାବର୍ତ୍ତୀ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ପୋଲିସ । ସମସ୍ତ ଗେଷ୍ଟ ହାଉସ୍, ହୋଟେଲରେ ଖୋଳତାଡ ଚାଲିଛି ।…

ସୁଶାନ୍ତ ସିଂ ରାଜପୁତଙ୍କ ସାଙ୍ଗ ସିଦ୍ଧାର୍ଥ ପିଟାନୀଙ୍କୁ ଜେରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତଦନ୍ତ କରୁଛି ମୁମ୍ବାଇ ପୋଲିସ । ଆଜି ସୁଶାନ୍ତଙ୍କ ଅନ୍ତରଙ୍ଗ ବନ୍ଧୁ ସିଦ୍ଧାର୍ଥ ପିଟାନୀଙ୍କ ବୟାନ ରେକର୍ଡ କରିଛି ବାନ୍ଦ୍ରା ପୋଲିସ । କୁହାଯାଉଛି ସିଦ୍ଧାର୍ଥ ସୁଶାନ୍ତଙ୍କ ସହ ଆପାର୍ଟମେଣ୍ଟ ସେୟାର କରୁଥିଲେ ।…

ସରକାରଙ୍କ ଯୁଦ୍ଧ ପ୍ରସ୍ତୁତି : ୩ ସେନାକୁ ୫୦୦ କୋଟି ଟଙ୍କାର ଏମରଜେନ୍ସି ଫଣ୍ଡ

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଉଗ୍ର ହେବାରେ ଲାଗିଛି । ଏହାକୁ ଦେଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ରବିବାର ନେଇଛନ୍ତି । ନରେନ୍ଦ୍ର ମୋଦି  ସରକାର ୩ ସେନାକୁ ଅସ୍ତ୍ରଶସ୍ତ୍ର କିଣିବା ଏବଂ ଯୁଦ୍ଧ ପ୍ରସ୍ତୁତି ପାଇଁ ୫୦୦ କୋଟି ଟଙ୍କାର ଏମରଜେନ୍ସି ଫଣ୍ଡ ଜାରି କରିଛନ୍ତି ।…