Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫେକ୍ ଭିଡିଓ ଶେୟାର କରିବା ନେଇ ଦିଗ୍‌ବିଜୟଙ୍କ ସମେତ ୧୧ ଜଣଙ୍କ ନାମରେ ଏତଲା

ଭୋପାଳ: ଫେକ୍ ଭିଡିଓ ଶେୟାର କରିବା ନେଇ ଦିଗ୍‌ବିଜୟ ସିଂଙ୍କ ସମେତ ୧୧ ଜଣଙ୍କ ନାମରେ ଏତଲା ଦାୟର କରାଯାଇଛି । ପୁଲିସ ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କର ଏକ ଭିଡିଓ ଗତ କିଛିଦିନ ହେବ ସୋସିଆଲ ମିଡିଆରେ…

ଷଡଯନ୍ତ୍ର : ପାକିସ୍ତାନରେ ଦୁଇ ଭାରତୀୟ ହାଇକମିଶନରର କର୍ମଚାରୀ ନିଖୋଜ

ନୂଆଦିଲ୍ଲୀ: ପାକିସ୍ତାନରେ ଭାରତୀୟ ହାଇକମିଶନରର ଦୁଇ କର୍ମଚାରୀ ନିଖୋଜ ହେବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ପାକିସ୍ତାନର ଏହା ଏକ ଷଡଯନ୍ତ୍ର ବୋଲି ଭାରତ ଅନୁମାନ କରୁଛି । ଭାରତ ବିପକ୍ଷରେ ଗୁପ୍ତଚରଗିରି କରିବାବେଳ ଧରାପଡ଼ିଥିବା ଦିଲ୍ଲୀସ୍ଥିତ ପାକିସ୍ତାନୀ କମିଶନରର ଦୁଇ ଜଣ…

ଚୀନ ପାଇଁ ଭସ୍ମାସୁର ସାଜୁଛି କିଲର କରୋନା

ବେଜିଂ: କିଲର କରୋନା ଭସ୍ମାସୁର ସାଜି ପୁନର୍ବାର ତାର ପ୍ରକୃତ ସ୍ଥାନକୁ ଫେରୁଛି । ରିପୋର୍ଟ ମୁତାବକ ଚୀନରେ କରୋନା ସ୍ଥିତି କରାଳ ରୂପ ନେଉଛି । ଏହାକୁ ଦେଖି ରାଜଧାନୀ ବେଜିଂକୁ ବିମାନ ଚଳାଚଳ ସ୍ଥାନୀୟ ସରକାର ବନ୍ଦ କରିଛନ୍ତି । ୧୦ଟି ଅଂଚଳକୁ ଲକଡାଉନ କରାଯାଇଛି । ବେଜିଂର ଏକ ଫୁଡ…

କାଶ୍ମୀରରେ ୩.୨ ତୀବ୍ରତାର ଭୂକମ୍ପ ଝଟକା

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୋମବାର ସକାଳ ପ୍ରାୟ ୪ଟା ୩୬ମି. ସମୟରେ ୩.୨ ତୀବ୍ରତାର ଭୂକମ୍ପ ଝଟକା ହୋଇଥିବା ନେଇ ଆଧିକାରୀକ ସୁତ୍ରରୁ ପ୍ରକାଶ। ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁଯାୟୀ ମାତ୍ର ୫ କିଲୋମିଟର ଗଭୀରରେ ହୋଇଥିବା ଏହି କମ୍ପନ ଯୋଗୁଁ କୌଣସି କ୍ଷୟକ୍ଷତି ସମ୍ପର୍କିତ…

ଉଗ୍ର ହେଉଛି କରୋନା: ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୧୧ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ୩୨୫ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

କରୋନା ସଂକ୍ରମଣ ଭୟରେ ‘ଆଇଆରଏସ ଅଧିକାରୀ’ଙ୍କର ଆତ୍ମହତ୍ୟା ଅଭିଯୋଗ

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହେବା ଭୟରେ ୫୬ ବର୍ଷୀୟ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଦ୍ୱାରିକା ଠାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ପୋଲିସ ଦେଇଥିବା ସୁଚନା ଅନୁସାରେ କହିଛି, ଆର.କେ ପୁରାମ ସ୍ଥିତ 'ସିଆର' ବିଲଡିଂରେ ଆୟକର ବିଭାଗରେ ନିଯୁକ୍ତି ପାଇଥିବା…

ଜାଣନ୍ତୁ କଣ ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ ?

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ରବିବାର ଦିନ ମୁମ୍ବାଇ ବାନ୍ଦ୍ରା ସ୍ଥିତି ତାଙ୍କ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିବା ନେଇ ରବିବାର ଦିନ ଆଲୋଡନ ସୃଷ୍ଟି କରିଥିଲା । ଖବର ପାଇ ପୋଲିସ ତାଙ୍କ ବାସଭବନରେ ପହଞ୍ଚିଥିଲା । ପ୍ରାଥମିକ ଯାଞ୍ଚ ପରେ ତାଙ୍କ ରୁମରୁ ଏକ ସବୁଜ ରଙ୍ଗର କପଡ଼ା…

କୋଭିଡ୍ ସମ୍ବନ୍ଧୀୟ ସତ୍ୟାସତ୍ୟ ତଥ୍ୟ ଜାଣିବା ପାଇଁ ଜାତିସଂଘର ଅଭିନବ ପ୍ରୟାସ; ଭାରତ ନେବ ୧୩ ଦେଶର ନେତୃତ୍ୱ !

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଙ୍କଟ । ଏହି ସଙ୍କଟ ସମୟରେ କରୋନା ଭୂତାଣୁକୁ ନେଇ ଅନେକ ଦେଶ ପ୍ରଚାର କରୁଥିବା ମିଥ୍ୟା ଖବରକୁ ପ୍ରତିବାଦ କରିବା ସହ ତଥ୍ୟଭିତ୍ତିକ ସତ୍ୟକୁ ପ୍ରତିପାଦନ କରିବା ପାଇଁ ଜାତିସଂଘ ଆରମ୍ଭ କରିଛି ଏକ ଅଭିନବ ଉଦ୍ୟମ । ବିଶ୍ବର ପାଖାପାଖି ୧୩୦ରୁ ଅଧିକ ଦେଶ…

ନଭେମ୍ବର ମଧ୍ୟ ଭାଗରେ ସଂକ୍ରମଣର ସର୍ବୋଚ୍ଚ ଶିଖର ସ୍ପର୍ଶ କରିବ ଭାରତ !

‌ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସର ମଧ୍ୟ ଭାଗ ସୁଦ୍ଧା ସମସ୍ତ କରୋନା ସଂକ୍ରମିତ ଦେଶକୁ ପଛରେ ପକାଇ ଭାରତ ସର୍ବୋଚ୍ଚ ସ୍ପର୍ଶ କରିବ । ଏହାସହ ସେତେବେଳକୁ ଆଇସୋଲେସନ୍, ଆଇସିୟୁ ଶଯ୍ୟା ଓ ଭେଣ୍ଟିଲେଟର୍ ଆଦି ଅଭାବ ପଡ଼ିପାରେ ବ‌ୋଲି ଏକ ମତ ପ୍ରକାଶ କରିଛନ୍ତି ‘ଆଇସିଏମ୍ଆର୍’ ଦ୍ବାରା ଗଠିତ…

ଜୁନ ୧୮ ରୁ ସମ୍ପୂର୍ଣ୍ଣ ଲକଡାଉନ୍ ହେବ ରାଜଧାନୀ ଦିଲ୍ଲୀ ; ଗୁଜବ କି ସତ, ଜାଣନ୍ତୁ

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀ ଜୁନ୍ ୧୮ ତାରିଖରୁ ଆଗାମୀ ଚାରି ସପ୍ତାହ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ରହିବ ! ଏନେଇ ଏକ ବାର୍ତ୍ତା ଫେସବୁକ ଭଳି ସୋସିଆଲ ମିଡିଆରେ ଭାଇରଲ ହେଉଛି। ତେବେ ଫେସବୁକରେ ଭାଇରାଲ ହେଉଥିବା ଏହି ତଥ୍ୟ କେତେ ସତ କେତେ ଗୁଜବ ଆସନ୍ତୁ ଜାଣିବା । ଜୁନ ୧୮ ତାରିଖରୁ…