Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତିନି ଦିନରେ ତୃତୀୟ ଥର ପାଇଁ ଥରିଲା କାଶ୍ମୀର: ଦିଲ୍ଲୀରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ

ଜମ୍ମୁ: ଲଗାତାର ତୃତୀୟ ଦିନ ପାଇଁ ଥରିଲା ଜମ୍ମୁ-କାଶ୍ମୀର । ମଙ୍ଗଳବାର ସକାଳ ସମୟରେ ୫.୮ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ବିଗତ ତିନି ଦିନ ମଧ୍ୟରେ ଜମ୍ମୁ-କାଶ୍ମୀରରେ ଏହା ତୃତୀୟ ଭୂକମ୍ପ ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି । ଏହି କମ୍ପନ ଯୋଗୁଁ କୌଣସି…

ଲଗାତାର ୧୦ମ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ଖାଉଟିଙ୍କ ଉପରେ ଚାବୁକ ମାଡ଼। ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଲଗାତାର ୧୦ମ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୪୭ ପଇସା ଓ ୫୭ ପଇସା ବୃଦ୍ଧି ପାଇଛି। ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି। ଲଗାତାର ୮୨ ଦିନ ଦର…

ସରକାରଙ୍କ ହସ୍ତକ୍ଷେପ ପରେ ୨ ଭାରତୀୟ ହାଇ କମିଶନର ଅଧିକାରୀଙ୍କୁ ମୁକ୍ତ କଲା ପାକିସ୍ତାନ

ନୂଆଦିଲ୍ଲୀ: ସୋମବାର ସକାଳେ ନିଖୋଜ ଥିବା ଭାରତୀୟ ଉଚ୍ଚ ଆୟୋଗର ଦୁଇଜଣ ଅଧିକାରୀଙ୍କୁ ସନ୍ଧ୍ୟାରେ ମୁକ୍ତ କରାଯାଇଥିଲା। ପାକିସ୍ତାନ ଟିଭି ଚ୍ୟାନେଲ ନ୍ୟୁଜ୍ ରିପୋର୍ଟ ଅନୁସାରେ, ୨ ହାଇ କମିଶନର ଅଧିକାରୀଙ୍କ ଜଣେ ପଥଚାରୀଙ୍କୁ ଧକ୍କା ଦେବା ଅଭିଯୋଗରେ ଇସଲାମାବାଦ ପୋଲିସ ସେମାନଙ୍କୁ ଗିରଫ…

ଉନ୍ମୋଚିତ ହେବ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ; ଫୋରେନସିକ୍ ଟିମ୍ କରିବ ଅଧିକ ଯାଞ୍ଚ !

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍ ଆକ୍ଟର୍ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ଲାଗି ତାଙ୍କ ପରିବାର ପକ୍ଷରୁ ଅଧିକ ତଦନ୍ତ ଓ ଯାଞ୍ଚ କରାଯିବା ନେଇ ପୋଲିସ ନିକଟରେ ଦାବି କରିଥିଲେ । ସୁଶାନ୍ତ ଯେ ଆତ୍ମହତ୍ୟା କରିଥିବେ ଏଥିରେ ତାଙ୍କ ସାନ ଭଉଣୀ ସହଜରେ ଗ୍ରହଣ…

କୋଭିଡ ୱାର୍ଡରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଲେ ଶାହା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ଏଥିପାଇଁ ଗୃହମନ୍ତ୍ରୀ ଅମିତ ଶାହା ଖୋଦ୍ ଦିଲ୍ଲୀର ଦାୟିତ୍ୱ ନେଇଛନ୍ତି। ସୋମବାର ସର୍ବଦଳୀୟ ବୈଠକ ଡାକିବା ସହ କରୋନା ପରୀକ୍ଷା ସଂଖ୍ୟା ବଢ଼ାଇବାକୁ କହିଛନ୍ତି । ଏଥିସହ ଏଲ୍‌ଏନଜେପି ହସ୍ପିଟାଲ ବୁଲି ଦେଖିଛନ୍ତି ।…

ଜୁନ୍ ୨୦ରୁ ଦିଲ୍ଲୀରେ ପ୍ରତିଦିନ ହେବ ୧୮୦୦୦ କରୋନା ଟେଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ଉଗ୍ର ହେଉଛି କରୋନା । ଏଠାରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ତେବେ ଦିଲ୍ଲୀରେ କରୋନା ମୁକାବିଲା ପାଇଁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତା ଶାହାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କରୋନା ମୁକାବିଲା ପାଇଁ ଉଭୟ…

ପଞ୍ଚମହାଭୂତରେ ବିଲୀନ ହେଲେ ବଲିଉଡର ଶାନ୍ତଶିଷ୍ଟ ହିରୋ ସୁଶାନ୍ତ…

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍ ହିରୋ ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ମୁମ୍ବାଇର ବିଲ୍ଲୋପାଲ୍ ସେବା ସମାଜ ଶ୍ମଶାନ ଘାଟରେ ହୋଇଛି ସୁଶାନ୍ତଙ୍କ ଅନ୍ତିମ ସଂସ୍କାର । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରବଳ ବର୍ଷା ସତ୍ତ୍ୱେ ଶ୍ମଶାନଘାଟରେ…

ଭାରତୀୟ ହାଇକମିଶନର କର୍ମଚାରୀଙ୍କୁ ଗିରଫ କରାଯାଇଛି !

ନୂଆଦିଲ୍ଲୀ : ପାକିସ୍ତାନରେ ଭାରତୀୟ ହାଇକମିଶନର ଦୁଇ କର୍ମଚାରୀ ସିଲଭାସେସ ପଲ ଓ ଡି. ବ୍ରହ୍ମଙ୍କୁ ସ୍ଥାନୀୟ ପୁଲିସ ଗାଡ଼ି ଦୁର୍ଘଟଣା ମାମଲାରେ ଗିରଫ କରିଛି । କର୍ମଚାରୀ ନିଖୋଜ ହୋଇ ନାହାନ୍ତି ବୋଲି ପାକିସ୍ତାନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପରେ ଭାରତ ପକ୍ଷରୁ ପାକିସ୍ତାନକୁ ସିଧାସଳଖ…

ନେପାଳ ପ୍ରଧାନମନ୍ତ୍ରୀଙ୍କୁ ବିଶେଷଜ୍ଞମାନେ ଚେତାଇଲେ: ଚୀନ କେବେ ହେଲେ ଭାରତର ବିକଳ୍ପ ହୋଇପାରିବନି

କାଠମାଣ୍ଡୁ: ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଯେଉଁ ସୀମା ବିବାଦ ସୃଷ୍ଟି କରୁଛନ୍ତି ତାହା ଦେଶ ପାଇଁ ଖରାପ ପରିସ୍ଥିତି ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ଚେତାଇଛନ୍ତି । ଚୀନ କେବେ ଭାରତର ବିକଳ୍ପ ହୋଇପାରିବନି ବୋଲି ସେମାନେ କହିଛନ୍ତି…

ଫେକ୍ ଭିଡିଓ ଶେୟାର କରିବା ନେଇ ଦିଗ୍‌ବିଜୟଙ୍କ ସମେତ ୧୧ ଜଣଙ୍କ ନାମରେ ଏତଲା

ଭୋପାଳ: ଫେକ୍ ଭିଡିଓ ଶେୟାର କରିବା ନେଇ ଦିଗ୍‌ବିଜୟ ସିଂଙ୍କ ସମେତ ୧୧ ଜଣଙ୍କ ନାମରେ ଏତଲା ଦାୟର କରାଯାଇଛି । ପୁଲିସ ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କର ଏକ ଭିଡିଓ ଗତ କିଛିଦିନ ହେବ ସୋସିଆଲ ମିଡିଆରେ…