Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୀରବ ମୋଦି, ମେହୁଲ ଚୋକସୀଙ୍କ ୧୩୫୦ କୋଟି ଟଙ୍କାର ଅଳଙ୍କାର ଭାରତକୁ ଫେରିଲା

ନୂଆଦିଲ୍ଲୀ: ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ନୀରବ ମୋଦି ଓ ମେହୁଲ ଚୋକସୀଙ୍କ ୧୩୫୦ କୋଟି ଟଙ୍କାର ଅଳଙ୍କାର ଭାରତକୁ ଫେରାଇ ଆଣିବାରେ ସଫଳ ହୋଇଛି ।  ପିଏନବି ଦୁର୍ନୀତି ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଏଜେନ୍ସି ଯାଞ୍ଚ ଆରମ୍ଭ କରିବା ସମୟରେ  ଦୁଇ ଅଭିଯୁକ୍ତ ଏହି ଜିନିଷକୁ…

କାଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ନେଇ ରାଗିଗଲେ ଅନୁପମ୍‌

ମୁମ୍ବାଇ: କାଶ୍ମୀର ପଣ୍ଡିତ ଘଟଣାକୁ ନେଇ ପୁଣି ଥରେ ସାମ୍ନାକୁ ଆସିଛନ୍ତି ବଲିଉଡ ଅଭିନେତା ଅନୁପମ ଖେର୍ । ସୋମବବାର ଦିନ(୮ଜୁନ୍) ଅନନ୍ତନାଗରେ ଜଣେ ହିନ୍ଦୁ ସରପଂଚଙ୍କୁ ଆତାଙ୍କବାଦୀ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ଅନୁପମ ଶୋକ ପ୍ରକଟ କରିବା ସହ ରାଗି ଯାଇଛନ୍ତି । ଏହାର ଏକ…

ଦିଲ୍ଲୀ ଓ ମହାରାଷ୍ଟ୍ରରେ ହୋଇନି ଗୋଷ୍ଠୀ ସଂକ୍ରମଣ!

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନକୁ ବୃଦ୍ଧି ପାଉଛି କରୋନା ସଂକ୍ରମିତ ସଂଖ୍ୟା । ବିଶେଷ କରି ଦୁଇ ପ୍ରମୁଖ ସହର ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ପାଖାପଖି ହୋଇଥିବା ବେଳେ ଦିଲ୍ଲୀରେ ୩୫…

ଆସାମ ତୈଳ କୂଅରୁ ବାହାରୁଛି ନିଆଁ, ୨ ଅଗ୍ନିଶମ କର୍ମଚାରୀ ମୃତ

ଗୁଆହାଟୀ: ଆସାମ ତିନସୁକିୟା ଜିଲ୍ଲାରେ ଗତ ୧୫ ଦିନ ହେଲା ତୈଳ କୂଅରୁ ଗ୍ୟାସ ନିର୍ଗତ ହେଉଛି । ମଙ୍ଗଳବାର ଦିନ ଅଏଲ ଇଣ୍ଡିଆ ତୈଳ କୂଅରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ ନିୟୋଜିତ ହୋଇଥିଲେ । ତେବେ ଏହି ନିଆଁ ଲିଭା କାର‌୍ୟ୍ୟରେ…

ଖୁସି ଖବର: ସଂକ୍ରମିତଙ୍କ ତୁଳନାରେ ବଢ଼ିଲା ସୁସ୍ଥ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ଥମିବାର ନା ଧରୁନି । ତେବେ ଏହି ସଂକ୍ରମିତଙ୍କ ତୁଳନରେ ଏବେ ବଢ଼ିଛି ସୁସ୍ଥ ହାର । ବୁଧବାର ପ୍ରଥମଥର ପାଇଁ ସୁସ୍ଥ ହୋଇଥିବା କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ଦେଶରେ ଥିବା ମୋଟ ସକ୍ରିୟ ମାମଲାକୁ ଅତିକ୍ରମ କରିଛି ।…

‘ହଁ ଚୀନ କବଜା କରିଛି’ ଲଦାଖର ବିଜେପି ସାଂସଦଙ୍କ ଏହି ଉତର ଏବେ ଭାଇରାଲ ହୋଇଛି

ନୂଆଦିଲ୍ଲୀ : ‘ହଁ ଚୀନ କବଜା କରିଛି’ ଲଦାଖର ବିଜେପି ସାଂସଦ ଜାମୟାଂଗ ସୋରିଙ୍ଗଙ୍କ ଏହି ଉତର ଏବେ ଭାଇରାଲ ହୋଇଛି । ରାହୁଲ ଗାନ୍ଧୀ ସରକାରଙ୍କ ପ୍ରଶ୍ନ କରିଥିଲେ ଚୀନ୍ ଲଦାଖରେ ଭାରତୀୟ ଅଞ୍ଚଳକୁ କବଜା କରିଛି କି ନାହିଁ । ସୋରିଙ୍ଗ ନିଜ ଟ୍ୱିଟର ଆକାଉଣ୍ଟରେ ରାହୁଲଙ୍କୁ ଟ୍ୟାଗ କରି ଏହି…

୨୮ ବର୍ଷ ପରେ ରାମଜନ୍ମଭୂମି ପରିସରରେ ହେଲା କୁବେରଶ୍ୱରଙ୍କ ଅଭିଷେକ

ଅଯୋଧ୍ୟା: ଦୀର୍ଘ ୨୮ ବର୍ଷ ପରେ ରାମଜନ୍ମଭୂମି ପରିସରରେ କୁବେରଶ୍ୱରଙ୍କ ରୁଦ୍ରାଭିଷେକ କରାଯାଇଛି । କୁବେର ତିଲଠାରେ କୁବେରଶ୍ୱରଙ୍କ ଅଭିଷେକ ପରେ ଖୁବ୍ ଶୀଘ୍ର ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ମହନ୍ତ କମଳ ନୟନ ଦାସ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗର୍ଭଗ୍ୟହରେ…

ଶୋପିଆନରେ ଆଉ ୫ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ

ଶ୍ରୀନଗର: ସୁରକ୍ଷାକର୍ମୀ ବୁଧବାର ଶୋପିଆନ୍‌ରେ ଆଉ ୫ ଆତଙ୍କବାଦୀଙ୍କୁ ଗୁଳି କରିଛନ୍ତି । ପୂର୍ବରୁ ରବିବାର ୫ ଏବଂ ସୋମବାର ୪ଆତଙ୍କବାଦୀଙ୍କୁ ପୋଲିସ ମାରିଥିଲା । ଜମ୍ମୁ ଓ କଶ୍ମୀର, ଆର୍ମି ଓ ସିଆରପିଏଫର ମିଳିତ ଭାବେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ । ଆତଙ୍କବାଦୀମାନେ ପ୍ରଥମେ…

ଦେଶର ସବୁ ନାଗରିକଙ୍କୁ ମିଳିବ ୭୫୦୦ ଟଙ୍କାର ସହାୟତା ରାଶି; କେତେ ଗୁଜବ, କେତେ ସତ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ନାଗରିକଙ୍କୁ ୭,୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ନେଇ ହ୍ଵାଟ୍ସଆପରେ ଏକ ବାର୍ତ୍ତା ଘୁରି ବୁଲୁଛି ।ଏହି ବାର୍ତ୍ତାରେ କେତେ ସତ୍ୟତା ଓ ଗୁଜବ ରହିଛି ସେ ସମ୍ପର୍କରେ ଆମେ ଆପଣଙ୍କୁ ଜଣାଉଛୁ। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ବାର୍ତ୍ତା ଏକ…

ଭୟଙ୍କର ହେଉଛି କରୋନା; ଦେଶରେ ୨୪ ଘଣ୍ଟାରେ ୯୯୮୫ ଆକ୍ରାନ୍ତ, ୨୭୯ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଭୟଙ୍କର ରୁପ ନେଉଛି ମହାମାରୀ କରୋନା ଭୂତାଣୁ । ଧୀରେଧିରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୭୬୫୮୩ ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୭୪୫ ଛୁଇଁଛି । ଗତ ୨୪ ଘଣ୍ଟାରେ ୯୯୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୨୭୯ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ…