Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାରବାଟୀ ଜମି ହେରଫେର ପ୍ରସଙ୍ଗ: ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପଚରାଉଚରା !

କଟକ/ଭୁବନେଶ୍ୱର : ବାରବାଟୀ ଜମି ହେରଫେର ଘଟଣା ପୁନର୍ବାର ଚର୍ଚ୍ଚାକୁ ଆସିଛି । ଗୁରବାର ଦିନ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଂଜିତ ସାମଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ପୂର୍ବରୁ ସଂଜିତଙ୍କୁ ପ୍ରବର୍ତ୍ତନ…

ଓଡ଼ିଶା ଆସୁଛି ମହାବଳ ବାଘ: ମଧ୍ୟପ୍ରଦେଶରୁ ମହାବଳ ବାଘ ଓଡ଼ିଶା ସ୍ଥାନାନ୍ତରୀତ ହେଉଛି

ଭୁବନେଶ୍ୱର : ମହାବଳ ବାଘ ଗାଡ଼ିରେ ଆସୁଛି । ମଧ୍ୟପ୍ରଦେଶରୁ ମହାବଳ ବାଘ ତା’ର ଯାତ୍ରାରମ୍ଭ କରିସାରିଛି । ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନରୁ ଅନୁଗୁଳର ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନକୁ ସ୍ଥାନାନ୍ତରିତ ହେଉଛି । ଭାରତରେ କୌଣସି ବାଘ ଗୋଟିଏ…

ହାସ୍ୟାଭିନେତା ପପୁ ପମପମ୍ ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି

ନୂଆଦିଲ୍ଲୀ: ଓଲିଉଡ଼ ଅଭିନେତା ତଥା ଓଡ଼ିଆ ହାସ୍ୟାଭିନେତା ତତ୍ଥ୍ ପ୍ରକାଶ ଶତପଥି ଯିଏକି ପପୁ ପମପମ୍ ଭାବରେ ଲୋକପ୍ରିୟତା ଅର୍ଜନ କରିଛନ୍ତି ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ବେଶ୍ ଉନ୍ନତି ପରିଲକ୍ଷିତ ହେଉଥିବା ଚିକିତ୍ସିତ ହେଉଥିବା ଏମ୍ସ୍ କର୍ତ୍ତୃପକ୍ଷ କହିଛନ୍ତି । ନୂଆଦିଲ୍ଲୀସ୍ଥିତ…

୬ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ର ପାଣିପାଗ କେନ୍ଦ୍ର ଆସନ୍ତା କିଛି ଘଣ୍ଟା ମଧ୍ୟରେ ରାଜ୍ୟର ୬ ଟି ଜିଲ୍ଲାରେ ବଜ୍ରପାତ ସହିତ ପ୍ରବଳ ବୃଷ୍ଟିପାତ ହେବାର ସତର୍କ ସୂଚନା ଦେଇଛନ୍ତି । ଯେଉଁ ଜିଲ୍ଲା ଗୁଡ଼ିକ ଲାଗି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ କରାଯାଇଛି, ସେହି…

ଜୁଲାଇ ୧ ରେ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ: ସମ୍ଭାବ୍ୟ ପ୍ରାର୍ଥୀଙ୍କ ସହ କରିବେ ଆଲୋଚନା !

ଭୁବନେଶ୍ୱର/ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତାଙ୍କର ଜୁଲାଇ ୧ତାରିଖ ଦିନ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି, ଏବଂ ଏହି ଦିନ ହିଁ ସେ ତିନିଟି ଜିଲ୍ଲାର ସମ୍ଭାବ୍ୟ ପ୍ରାଥିୀମାନଙ୍କ ସହିତ ସାକ୍ଷାତ ଆଲୋଚନା କରିବେ ବୋଲି ରାଜ୍ୟ ବିଜେପି ସୂତ୍ରରୁ ଜଣାପଡ଼ିଛି । ୨୦୧୯…

ହକିକୁ ବିଧିବଦ୍ଧ ଭାବେ ସରକାରୀ ମାନ୍ୟତା ଦିଆଯିବା ନେଇ ମୋଦିଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ଜାତୀୟ ସ୍ତରରେ ‘ଜାତୀୟ କ୍ରୀଡ଼ା’ ଭାବେ ବିଧିବଦ୍ଧ ସରକାରୀ ମାନ୍ୟତା ଦେବାକୁ ଦାବୀ କରି ପ୍ରଧାନମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ହକିକୁ ଜାତୀୟ ଖେଳ ଭାବେ ସମସ୍ତେ ସ୍ୱୀକାର କରୁଥିଲେ ମଧ୍ୟ ସରକାରୀ ଭାବେ…

ଟ୍ରେନରୁ ମହିଳାଙ୍କ ମୁଣ୍ଡହୀନ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ପୁରୀ : ଗୁଣପୁର-ପୁରୀ ଟ୍ରେନର ଏକ ପାଇଖାନାରୁ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡହୀନ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଛି । ଟ୍ରେନଟି ପୁରୀ ଷ୍ଟେସନରେ ରହିଥିବା ବେଳେ କୌଣସି ଯାତ୍ରୀ ପ୍ରଥମେ ଏହା ଦେଖି ରେଳବାଇ ପୋଲିସକୁ ଜଣାଇଥିଲେ । ତେବେ ଡ଼େଲାଙ୍ଗ ନିକଟରେ ଏକ ମହିଳାଙ୍କ କଟାମୁଣ୍ଡର ମଧ୍ୟ…

ଜମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି: ଅନୁମୋଦନ କଲେ ରାଷ୍ଟ୍ରପତି

ଶ୍ରୀନଗନର/ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଜାରି ହେଲା ରାଷ୍ଟ୍ରପତି ଶାସନ । ରାଜ୍ୟର ରାଜ୍ୟପାଳ ନରେନ୍ଦ୍ରନାଥ ଭୋରା ଏନେଇ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିଲେ ଏବଂ ଏହାକୁ ଆଜି ମଞ୍ଜୁର କରିଛନ୍ତି ଭାରତର ମହାମାନ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଜମ୍ମୁ ଓ କାଶ୍ମୀରରେ…

ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଇସ୍ତଫା ଦେଲେ: ଜମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗି ସୁପାରିଶ

ଶ୍ରୀନଗର/ନୂଆଦିଲ୍ଲୀ : କାଶ୍ମୀର ଉପତ୍ୟକାର ରାଜନୈତିକ ପରିସ୍ଥିତିରେ ଏବେ ଦ୍ରୁତ ପରିବର୍ତ୍ତନ ଦେଖାଯିବାରେ ଲାଗିଛି । ରମଜାନ ମାସ ଆରମ୍ଭରୁ ଜମ୍ମୁ ଓ କାଶ୍ମୀର ରାଜ୍ୟରେ ବିଶୃଙ୍ଖଳାକୁ ମୁକାବିଲା କରିବାକୁ ଆରମ୍ଭ କରିଥିଲେ ଉଭୟ କେନ୍ଦ୍ର ଓ କାଶ୍ମୀର ସରକାର । କିନ୍ତୁ ଜଟିଳ ପରିସ୍ଥିତି ଦେଇ…

ଜୁନ ୨୭ ପରେ ବୃଦ୍ଧି ପାଇବ ମୌସୁମୀ ଜନିତ ବର୍ଷା

ଭୁବନେଶ୍ୱର : ପ୍ରବଳ ଗରମ ଓ କ୍ରମାଗତ ତାପମାତ୍ରା ବୃଦ୍ଧି ଯୋଗୁଁ ତ୍ରାହି ତ୍ରାହି ଡ଼ାକିଲେଣି ରାଜ୍ୟବାସୀ । ରାଜଧାନୀ ଭୁବନେଶ୍ୱରରେ ଗତ ୩ ଦିନ ହେଲା ୪୨ ଡ଼ିଗ୍ରୀରୁ କମୁନଥିବା ବେଳେ ଏପଟେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ବର୍ଷାର ନା’ଗନ୍ଧ ନାହିଁ । ରୌଦ୍ରତାପ ଯୋଗୁଁ ଜୀବନ ଯାତ୍ରା ବ୍ୟାହତ…