Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ ପ୍ରସଙ୍ଗ: ଏସମ୍ପର୍କରେ କୌଣସି ଚିଠି ପାଇନଥିବା କହିଲେ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁରୀ ଶ୍ରୀମନ୍ଦିରରେ ସପତ୍ନୀକ ଦର୍ଶନ କରିବାକୁ ଆସିଥିଲେ ଭାରତର ମହାମାନ୍ୟ ରାଷ୍ଟ୍ରପତି । ଶ୍ରୀମନ୍ଦିର ମଧ୍ୟରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ଆଲୋଚିତ ହେବାରେ ଲାଗିଛି । ଏପ୍ରସଙ୍ଗରେ ମୁହଁଖୋଲି ଆଜି…

ଏକସଙ୍ଗେ ସବୁ ନିର୍ବାଚନ ସପକ୍ଷରେ ନବୀନ ପଟ୍ଟନାୟକ: ଜାତୀୟ ଲ’ କମିଶନ ଚିଠିକୁ ‘ହଁ’ମାରିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବାକୁ ସମର୍ଥନ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କେନ୍ଦ୍ରର ଲ’କମିଶନର ଏସମ୍ପର୍କରେ ଏକ ଚିଠି ଆସିଥିଲା ଓଡ଼ିଶା ସରକାରଙ୍କ ନିକଟକୁ । ଆଗକୁ ଦେଶରେ ସାଧାରଣ ନିର୍ବାଚନ ପାଖେଇ ଆସୁଛି । ଉଭୟ ଲୋକସଭା…

“ଭାରତୀୟ ନାରୀ ବିଶ୍ୱରେ ସବୁଠାରୁ ଅସୁରକ୍ଷିତ” : ‘ଥମସନ ରଏଟର୍ସ ଫାଉଣ୍ଡେସନ’ର ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ମହିଳାଙ୍କ ଲାଗି ବର୍ତ୍ତମାନ ବିଶ୍ୱର ସବୁଠାରୁ ବିପଜ୍ଜନକ ଦେଶ ହେଉଛି ଭାରତ ବୋଲି ତାଙ୍କର ସର୍ଭେ ରିପୋର୍ଟରେ ଦର୍ଶାଇଛନ୍ତି ଆମେରିକା ଓ ଇଂଲଣ୍ଡରେ ଅବସ୍ଥାପିତ ପ୍ରଖ୍ୟାତ ସର୍ଭେ ସଂସ୍ଥା ‘ଥମସନ ରଏଟର୍ସ ଫାଉଣ୍ଡେସନ’ । ଭାରତରେ ନାରୀ ତଥା ଶିଶୁକନ୍ୟାଙ୍କ ଉପରେ ଅହେତୁକ…

ଋଷିଆକୁ ହରାଇ ଉରୁଗୁଏ ପ୍ରି-କ୍ୱାର୍ଟର ଫାଇନାଲରେ !

ମସ୍କୋ : ଚିତାକର୍ଷକ ଫୁଟବଲ ଖେଳି ଉରୁଗୁଏ ଦଳ ଋଷିଆକୁ ୩-୦ ଗୋଲରେ ପରାସ୍ତ କରି ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛି । ସେହିପରି ସ୍ପେନ ଓ ମରକ୍କୋ ମଧ୍ୟରେ ମ୍ୟାଚ ୨-୨ରେ ବରାବର ରହିଛି । ତେବେ ଇଜିପ୍ଟକୁ ୨-୧ ଗୋଲରେ ପରାସ୍ତ କରି ସାଉଦି ଆରବ ବିଶ୍ୱକପରେ ତା’ର ପ୍ରଥମ ବିଜୟ ହାସଲ…

ଯୋଗ ଦିବସ ହିଁ ଯୋଡ଼ି ଦେଲା ସାରା ବିଶ୍ୱକୁ: ‘ମନ କୀ ବାତ୍’ ରେ ମନ କଥା କହିଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୫ ତମ ‘ମନ କୀ ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ରବିବାର ଦିନ ଉଦ୍ବୋଧନ ଦେଇଛନ୍ତି । ‘ଆନ୍ତର୍ଜାତିକ ଯୋଗ ଦିବସ’ ହିଁ ଯୋଡ଼ିଦେଲା ସାରା ବିଶ୍ୱକୁ ବୋଲି କହି ଯୋଗର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦିନ କେବଳ…

ଚାମ୍ପିୟନ୍ସ ଟ୍ରଫି ହକି: ଭାରତ ଠାରୁ ୪-୦ରେ ପାକିସ୍ତାନର ଲଜ୍ଜାଜନକ ପରାଜୟ

ବ୍ରେଦା: ଶେଷ ୧୦ ମିନଟରେ ୩ଟି ଗୋଲ ଦେଇ ଭାରତ ତା’ର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୪-୦ରେ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ରେ ପରାସ୍ତ କରିଛି । ଆଜି ହଲାଣ୍ଡର ବ୍ରେଦା ସହରରେ ଆରମ୍ଭ ହୋଇଥିବା ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା ଭାରତ ଓ…

୮ବର୍ଷର ଓଡ଼ିଆ ଶିଶୁକନ୍ୟା ଦୁଷ୍କର୍ମର ଶୀକାର: ସୁରଟ ପୋଲିସ ଦ୍ୱାରା ଅଭିଯୁକ୍ତ ଗିରଫ

ସୁରଟ/ବ୍ରହ୍ମପୁର : କାମାନ୍ଧଙ୍କ ଜାଲରୁ ଏବେବି ମୁକ୍ତ ନୁହଁନ୍ତି କୁନି କୁନି ଶିଶୁକନ୍ୟା । ମାନବିକତାର ଶେଷ ସୀମା ଲଂଘନ କରିଚାଲିଛନ୍ତି କିଛି ଉଦଭ୍ରାନ୍ତ ଲଂପଟଗଣ । କୋମଳମତି ଶିଶୁକନ୍ୟା ଦୁନିଆକୁ ଜାଣିବା ପୂର୍ବରୁ ଶୀକାର ହେଉଛନ୍ତି ଅସଦାଚରଣ ଓ ଦୁଷ୍କର୍ମ ପରି ଜଘନ୍ୟ ଅପରାଧର କବଳରେ ।…

ବିଶ୍ୱକପ ଫୁଟବଲ: ସ୍ପେନ, ପର୍ତ୍ତୁଗାଲ ଓ ଉରୁଗୁଏର ବିଜୟ, ଋଷିଆ ପ୍ରି-କ୍ୱାର୍ଟରରେ

ମସ୍କୋ : କ୍ରିଷ୍ଟିଆନୋ ରୋନାଲଡ଼ୋଙ୍କ ଏକ ଚମକ୍ରାର ଗୋଲ ବଳରେ ମରୋକ୍କୋ ବିଶ୍ୱକପରୁ ବାହାର ହେବା ସହିିିତ ପର୍ତ୍ତୃଗାଲ କ୍ୱାର୍ଟର ଫାଇନାଲ ଖେଳିବାର ଆଶାର ଉଜ୍ଜିବିତ ହୋଇଛି । ପ୍ରଖ୍ୟାତ ଫୁଟବଲ ଷ୍ଟାର ରୋନାଲ୍ଡୋଙ୍କ ଏକମାତ୍ର ଗୋଲ ୧-୦ରେ ଦଳକୁ ପର୍ତ୍ତୁଗାଲକୁ ବିଜୟୀ କରାଇପାରିଛି ।…

ଭୁବନେଶ୍ୱର ଏୟାରପୋର୍ଟରୁ ୯ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ବିମାନ ଗୁଇନ୍ଦା ବିଭାଗ ଚୋରାରେ ଚାଲାଣ ହେଉଥିବା ସୁନା ଜବତ କରିଛି । ଆଜି ଜଣେ ବ୍ୟକ୍ତି ୨୯୫ ଗ୍ରାମର ସୁନା ଲୁଚାଇ ଚାଲାଣ କରୁଥିବା ବେଳେ ଗୁଇନ୍ଦା ବିଭାଗ ହାତରେ ଧରାପଡ଼ିଛି । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ…

ଘୂର୍ଣ୍ଣିଝଡ଼ ଆଶଙ୍କା: ପାଣିପାଗ ବିଭାଗର ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରବାର ଦିନ କେଇ ଘଣ୍ଟା ପରେ ଘୂର୍ଣ୍ଣିଝଡ଼ର ସତର୍କ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟର ୧୬ଟି ଜିଲ୍ଲାକୁ ଏନେଇ ସୂଚନା ପ୍ରଦାନ କରାଯାଇଥିବା ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି ।…