Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅବକାରୀ ଦୁର୍ନୀତି ମାମଲା: ରବିବାର ସିବିଆଇରେ ହାଜର ହେବାକୁ କେଜ୍ରିଓ୍ବାଲଙ୍କୁ ସମନ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ସମନ କରିଛି। କେଜ୍ରିୱାଲଙ୍କୁ ସିବିଆଇ ଏବେ ପଚରାଉଚରା କରିବ। ଏପ୍ରିଲ ୧୬ରେ ସିବିଆଇ ଅଫିସରେ ହାଜର ହେବାକୁ କହିଛି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।…

ଝିଅର ଚିକିତ୍ସାରେ ସବୁ ଅର୍ଥ ସାରିଦେଲେ ମହିଳା, ଏମିତି କିଛି ହେଲା ରାତାରାତି ହୋଇଗଲେ କୋଟିପତି

ଫ୍ଲୋରିଡ଼ା: କଥାରେ ଅଛି ଝିଅ ହେଉଛି ଘରର ଲକ୍ଷ୍ମୀ । ଏହାର ଉଦାହରଣ ଦେଖିବାକୁ ମିଳିଛି ଜଣେ ଆମେରିକୀୟ ମହିଳାଙ୍କ କ୍ଷେତ୍ରରେ । ଗୁରୁତର ରୋଗରେ ପିଡ଼ିତ ତାଙ୍କ ଝିଅ ପଛରେ ସବୁ ଟଙ୍କା ସାରିଦେଲେ । ହେଲେ ଭାଗ୍ୟ ଏମିତି ସାଥ୍ ଦେଲା ଯେ, ଝିଅ ଡ଼ାକ୍ତରଖାନାରୁ ଫେରିବାର ଗୋଟିଏ ଦିନ ପରେ ମହିଳା ଜଣକ…

କର୍ଣ୍ଣାଟକ ନିର୍ବାଚନ; ଟିକେଟ୍ ଦେଲାନି ବିଜେପି, ହାତ ଧରିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ବେଙ୍ଗଳୁରୁ: କର୍ଣ୍ଣାଟକ ବିଜେପିରେ ଟିକେଟ କନ୍ଦଳ ତେଜିବାରେ ଲାଗିଛି । ବିଜେପି ଟିକେଟ୍ ନ ଦେବାରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭଦି ଦଳ ଛାଡ଼ିବା ସହ କଂଗ୍ରେସରେ ସାମିଲ୍ ହୋଇଛନ୍ତି । ମେ ୧୦ରେ ମତଦାନ ପୂର୍ବରୁ ସାଭଦି ବିଜେପି ଛାଡ଼ି କଂଗ୍ରେସ ଶିବିରରେ ମିଶିବା ପରେ ଦଳ ତାଙ୍କୁ…

ଲରେନ୍ସ ଗ୍ୟାଙ୍ଗର ସଦସ୍ୟ ପ୍ରିନ୍ସକୁ ତିହାର ଜେଲରେ ହତ୍ୟା

ନୂଆଦିଲ୍ଲୀ: କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ପ୍ରିନ୍ସ ତେବାଟିଆଙ୍କୁ ତିହାର ଜେଲରେ ହତ୍ୟା କରାଯାଇଛି । ୨୦୧୦ ପରଠାରୁ ସେ ଅନେକ ଅପରାଧ ଘଟାଇଥିଲା । ପ୍ରିନ୍ସ ନାମରେ ୧୬ଟି କେସ ବିଭିନ୍ନ ଥାନାରେ ରହିଛି । ୨୦୧୦ରେ ପୋଲିସ ଆମ୍ବେଡକା ଅଂଚଳର ଏକ ହତ୍ୟା…

ଜଣେ ଯାତ୍ରୀଙ୍କୁ ନେଇ ବିମାନ କଲା ଉଡ଼ାଣ : କ୍ରୀଉ ମେମ୍ବର ତାଙ୍କୁ ରାଜା ପରି କଲେ ସ୍ୱାଗତ

ବ୍ରିଟେନ: ଆଜିକାଲି ବିମାନ ଯୋଗେ ଯାତ୍ରା କରିବା ବସ୍ ଏବଂ ଟ୍ରେନରେ ଯାତ୍ରା କରିବା ସହିତ ସମାନ । ଦେଶ ତଥା ବିଶ୍ୱରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ବିମାନରେ ଯାତ୍ରା କରିଥାନ୍ତି । ଫ୍ଲାଇଟ୍‌ରେ ଯାତ୍ରା ସୁରକ୍ଷିତ ଭାବି ଲୋକେ ଏଥିରେ ଯିବାକୁ ପସନ୍ଦ କରୁଛନ୍ତି । ସେଥିପାଇଁ ଲୋକମାନେ…

‘ୟୁପି’ରେ ଅପରାଧୀ ସଫେଇ, ଦେଶବ୍ୟାପୀ ଚର୍ଚ୍ଚାରେ ଯୋଗୀ

ଭୁବନେଶ୍ୱର: ଉତ୍ତରପ୍ରଦେଶ ଓ ବିହାରରେ ଜଙ୍ଗଲରାଜକୁ ନେଇ ସବୁବେଳେ ଚର୍ଚା ହୁଏ। ଦୁଷ୍କର୍ମ, ହତ୍ୟାଠୁ ଆରମ୍ଭ କରି ଚୋରି ରାହାଜାନୀ ଉତ୍ତରପ୍ରଦେଶର ସାଧାରଣ ଘଟଣା ଭାବେ ଗଣାଯାଏ। ଏପରିକି ରାଜନୈତିକ ଦଳ ଗୁଡ଼ିକର ପୃଷ୍ଠପୋଷକତାରେ ଏସବୁ ହୁଏ ବୋଲି କାହିଁ କେବେଠୁ ଆଲୋଚନା ହୁଏ। ଏପରିକି ଏହି…

ନାଟକର ଅବସାନ, ଦିଲ୍ଲୀରେ ମିଳିବ ବିଜୁଳି ସବସିଡ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜୁଳି ସବସିଡକୁ ନେଇ ଆମ ଆଦମୀ ପାର୍ଟି ସରକାର ଓ ଏଲଜି ବିବାଦ ଥମି ଯାଇଛି । ଶୁକ୍ରବାର ଉପ ରାଜ୍ୟପାଳ ଭିକେ ସକ୍ସେନା ବିଜୁଳି ସବସିଡ ଫାଇଲକୁ ମଂଜୁରୀ ଦେଇଛନ୍ତି । ଏଲଜି ସିଧାସଳଖ ଭାବେ କହିଛନ୍ତି ଏହାକୁ ନେଇ ନାଟକ କରିବାର କୌଣସି ଆବଶ୍ୟକତା ନ ଥିଲା । ବିଜୁଳି…

‘ଗେହଲଟଙ୍କୁ ମୋଦୀଙ୍କ ପ୍ରଶଂସା’ କିଛି ଉଦ୍ଦେଶ୍ୟ ନାହିଁ ତ ?

ଭୁବନେଶ୍ୱର: ରାହୁଲ ଗାନ୍ଧୀ ପ୍ରସଙ୍ଗ ନେଇ ଗୋଟିଏ ପଟେ କଂଗ୍ରେସ ପ୍ରତି ସମର୍ଥନ ବଢୁଥିବା କୁହାଯାଉଛି। ଏପରିକି ଏହି ପ୍ରସଙ୍ଗ କଂଗ୍ରେସ ନେତା କର୍ମୀଙ୍କ ଭିତରେ ଜୋଶ ଭରିବା ସହ ବିରୋଧୀଙ୍କୁ ଗୋଟିଏ ମଞ୍ଚକୁ ଆଣିଛି। କିନ୍ତୁ ଏଭଳି ସମୟରେ ଦଳର କନ୍ଦଳ କଂଗ୍ରେସକୁ ଅଡୁଆରେ ପକାଇଛି।…

‘ବିରୋଧୀ’ ଏଥର ଯୋଡି ନ ହେଲେ ସଫା !

ଭୁବନେଶ୍ୱର: ବିରୋଧୀଙ୍କ ପାଇଁ ଏବେ କର ବା ମର ସ୍ଥିତି। ବିଭିନ୍ନ ପ୍ରକାର ଦୁର୍ନୀତିରେ ବିରୋଧୀ ଦଳଗୁଡିକ ଉପରେ ବିଜେପିର ଲଗାତର ଆଟାକକୁ ନେଇ ବିରୋଧୀ ଅଣନିଶ୍ୱାସୀ ହୋଇ ପଡ଼ିଥିବା କୁହାଯାଉଛି। ଏପରିକି ଅଣବିଜେପି ଦଳ ଓ ନେତାଙ୍କ ଉପରେ ଲଗାତର ବିଭିନ୍ନ ପ୍ରସଙ୍ଗକୁ ନେଇ ଇଡି, ସିବିଆଇ ଓ…

ଚୀନର କୃତ୍ରିମ ସୂର୍ଯ୍ୟ ଦ୍ୱାରା ପୁନର୍ବାର ବିଶ୍ୱରେକର୍ଡ

ବେଜିଂ: ଚୀନର କୃତ୍ରିମ ସୂର୍ଯ୍ୟ ପୁନର୍ବାର ବିଶ୍ୱରେକର୍ଡ ସ୍ଥାପନ କରିଛି । ଏକ୍ସପେରିମେଂଟାଲ ଆଡଭାନ୍ସ ସୁପରକଣ୍ଡକଟିଙ୍ଗ ଟୋକମାକ ନାମକ ଏହି କୃତ୍ରିମ ସୂର୍ଯ୍ୟ ୭ ମିନିଟ ପର୍ଯ୍ୟନ୍ତ ଅତ୍ୟଧିକ ଉତପ୍ତ ଓ କଂଟେଟେଡ ପ୍ଲାଜାମା ପ୍ରସ୍ତୁ କରିଛି । ପ୍ଲାଜାମର ଉତାପ ୧୦ କୋଟି ଡିଗ୍ରୀ ସେଲସିୟସ…